Just another WordPress site

ବିବାହ ନକରି Youଟ୍ୟୁବରୁ ଭିଡ଼ିଓ ଦେଖିକି ପିଲା ଡେଲିଭରି କରୁଥିଲେ ଯୁବତୀ, ତାପରେ ଯାହା ହେଲା ଦେଖିକି ଥରି ଉଠିବେ ଆପଣ…

0 207

ବନ୍ଧୁମାନେ ଆଜିକାଲି ଦୁନିଆରେ ସୋସିଆଲ ମେଡ଼ିଆ ପ୍ରେମରେ ଲୋକ ମାନେ ଏତେ ପାଗଳ ଯେ କେତେବେଳେ କୋଉ ଭୁଲ ଭଟକା କରି ପକଉଛନ୍ତି ତାର ବି ଠିକଣା ନାହିଁ ।ତେବେ ସୋସିଆଲ ମେଡ଼ିଆ ଆମ ଜୀବନକୁ ବହୁତ ସହଜ କରିଦେଇଛି ଯେପରି ଆଜି ଆମେ ହାତ ପାହାନ୍ତରେ ସବୁକିଛି ମିଳିଯାଉଛି ।

ଆମେ ବିଶେଷ କରି ସିନେ ଜଗତର ତାରକା ମାନଙ୍କୁ ବହୁତ ଅନୁକରଣ କରିଥାଉ ଆଉ ଆମର ପ୍ରିୟ ଅଭିନୟ କଣ କେମିତି କରୁଛନ୍ତି ତାହା ଜାଣିବା ସହ ନିଜ ଜୀବନରେ ବି ଏପ୍ଲାଏ କରିଥାଉ ।ସେହିପରି ବହୁତ ସମୟରେ ଫିଲ୍ମ ଗୁଡିକରେ ଯେଉଁ ସବୁ ଘଟଣା ଦେଖିଥାଉ ତାକୁ ଆମେ କପି କରିଥାଉ ତାହା ଡ଼୍ୟାନ୍ସ ହେଉ ବା ଗୀତ ବା ଅନ୍ୟ କିଛିବି ।

ଜାଣିଥିବେ ସବୁ ଜିନିଷର କିଛି ଭଲ ଥିଲେ କିଛି ଖରାପ ଥାଏ ତେବେ କେମିତି ଆସନ୍ତୁ ଜାଣିବା ଏହି ଘଟଣାରୁ ।ଏହା ଏମିତି ଗୋଟିଏ ଘଟଣା ଯାହା ଆପଣ ସ୍ୱପ୍ନରେ ବି କରିବା ପାଇଁ ଭାବି ନଥିବେ ।ତେବେ ଘଟଣା ଅନୁଯାୟୀ ଜଣେ ମହିଳା ୟୁଟ୍ୟୁବ ଦେଖି ନିଜର ଡେଲିଭରି କରିବାକୁ ଚେଷ୍ଟା କରିଛନ୍ତି ଆଉ ତା ପରେ ଯାହା ଘଟିଲା ତାହା ଆପଣଙ୍କ କଳ୍ପନା ବାହାରେ ।ତେବେ ଘଟଣା ଟି ମିଛ ପରି ଲାଗୁଥିଲେ ଏହା ସତ୍ୟ ଅଟେ ,ହଁ ଏମିତି ଗୋଟିଏ ଘଟଣା ଦେଖିବାକୁ ମିଳିଛି ଗୋରଖ ପୁରର, ରବି ଉପଧ୍ୟାୟଙ୍କ ଘରେ ।

ଚାରି ଦିନ ଆଗରୁ ରବି ଉପଧ୍ୟାୟ ନିଜ ଘରେ ଜଣେ ଗର୍ଭବତୀ ମହିଳାଙ୍କୁ ଭଡ଼ା ଦେଇଥିଲେ ଆଉ ସେହି ମହିଳା ଜଣଙ୍କ କହିଥିଲେ କିଛି ପରେ ତାଙ୍କ ଭାଉଜ ଆସିଯିବେ ।ତେବେ ପୂର୍ବ ଦିନ କିନ୍ତୁ ଘର ମଷଙ୍କ ସେହି ମହିଳାଙ୍କ ରୁମ ପାଖକୁ ଯାଇଥିଲେ ଆଉ ସେଠାରେ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ କରି ପାରିନଥିଲେ ।ତେବେ ସେହି ରୁମ ବାହାରେ ବହୁତ ରକ୍ତ ଥିଲା ତାପରେ ମାଲିକ ଡରରେ ପୋଲିସକୁ ଡାକିଥିଲେ ।ପୋଲିସ ଆସି ରୁମ ଖୋଲି ଦେଖିଲେ ସେଠାରେ ଗୋଟିଏ ମଲା ଛୁଆ ରହିଥିଲା ଆଉ ପାଖରେ ଥିବା ଫୋନରେ ୟୁଟ୍ୟୁବରେ ଡେଲିଭରି ଭିଡ଼ିଓ ଚାଲିଥିଲା ।

ତାପରେ ସେହି ଫୋନରେ ସେହି ଝିଅର ପରିବାର ଲୋକଙ୍କୁ ଜଣାଇଥିଲେ ଆଉ ଜାଣିବାକୁ ପାଇଥିଲେ ଝିଅଟି ଅବିବାହିତା ହେବା ସହ ନିଜ ପ୍ରେଗନେନ୍ସି କଥା ଲୁଚେଇ ରଖିଥିଲେ ।ଆଉ ତେବେ ଏହା ପରେ ପୋଲିସ ବୋଡିକୁ ପୋଷ୍ଟମଟମ ପାଇଁ ପଠେଇଥିଲେ ଆଉ ସେହି ରୁମକୁ ସିଲ କରିଦେଇଥିଲେ ।ତେବେ ଘଟଣା ର ତର୍ଜମା ପରେ ଜଣା ପଡ଼ିଛି ଝିଅଟି ଏମିତି ଘର ଚେଞ୍ଜ କରି ରହୁଥିଲେ ଆଉ ପ୍ରେଗନେନ୍ସି ରେ କୋଣସି ଡାକ୍ତରଙ୍କ ପରାମର୍ଶ ନନେଇ ୟୁଟ୍ୟୁବ ମାଧ୍ୟମରେ ନିଜର ଡେଲିଭରି ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହାପରେ ବି ପୋଲିସ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିବା ବ୍ୟକ୍ତିଙ୍କୁ ଖୋଜିବାକୁ ଚେଷ୍ଟା ଜାରି ରଖିଛନ୍ତି ଆଉ ପରିବାର ଲୋକଙ୍କୁ ତାଙ୍କ ସହ ସହଯୋଗ କରିବାକୁ କହିଛନ୍ତି ।ତେବେ ପୋଲିସ କହିଥିଲେ କି ପରିବାର ଲୋକ ଝିଅର ପ୍ରେଗନେନ୍ସି କଥା ଆଗରୁ ଜାଣିତଜିଲେ ବି କିଛି ପଦକ୍ଷେପ ନେଇ ନଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।