Just another WordPress site

କୋଏଲ ବାନାର୍ଜୀଙ୍କ ସହ ଛାଡପତ୍ର ହେବା ଆଗରୁ ବବି ମିଶ୍ର ଙ୍କ ରୋମାନ୍ସ ଦେଖିଲେ ଆଖିରୁ ଲୁହ ଝରିଯିବ ଛାଡପତ୍ର ପରେ ଭାଇରାଲ ହେଉଛି ଭିଡିଓ

0 140

କୁହାଯାଏ କି ଗୋଟିଏ ସମ୍ପର୍କ କୁ ଗଢିବା ବହୁତ କଷ୍ଟ ହୋଇଥାଏ ଆଉ ତା ଠାରୁ ଅଧିକ କଷ୍ଟକର ହୋଇଥାଏ ସେହି ସମ୍ପର୍କରେ ଖୁସି ରେ ସବୁଦିନ ରହିବା। କିନ୍ତୁ ସମ୍ପର୍କ କୁ ଭାଙ୍ଗିବାକୁ ମାତ୍ର କିଛି ସମୟ ହିଁ ଲାଗିଥାଏ। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ଆଉ ଓଡିଉଡ଼ ର ଅଭିନେତା ବବି ମିଶ୍ର ଏବଂ ତାଙ୍କର ପତ୍ନୀ ଅଭିନେତ୍ରୀ କଏଲ ଙ୍କର ବୈବାହିକ ଜୀବନ ବିଷୟରେ। କୌଣସି ଏକ କାରଣ ରୁ କଏଲ ବବି ମିଶ୍ର ଙ୍କ ଠାରୁ ଦୂରେଇ ଯାଇଛନ୍ତି ଏବଂ ଅନ୍ୟ ଜଣେ ଯୁବକ ଙ୍କୁ ବିବାହ କରିଛନ୍ତି।

କିନ୍ତୁ ସେ ବବି ଙ୍କ ଠାରୁ ଦୂରେଇ ଯିବା ପରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବବି ମିଶ୍ର ଓ କଏଲ ଙ୍କର ଏକାଠି ଥିବା ସମୟ ର ଏକ ରୋମାଣ୍ଟିକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଖିରୁ ଲୁହ ବାହାର କରିବେ। ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ବବି ଏବଂ କଏଲ ଙ୍କର ଏହି ରୋମାନ୍ସ ଭରା ଭିଡ଼ିଓ ଟି ବିଷୟରେ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ।ସେମାନେ ସବୁବେଳେ ତାଙ୍କର ପୋଷାକ ତଥା ଶାରୀରିକ ଗଠନ ଓ ଅଙ୍ଗଭଙ୍ଗୀ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।ଖାଲି ଏତିକି ନୁହେଁ ବରଂ ସେମାନେ ନିଜର ବୈବାହିକ ସମ୍ପର୍କ କୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଯଦି ଦୁହେଁ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ହୋଇଥିବେ ଏବଂ ପରସ୍ପର ପ୍ରେମ ବିବାହ କରିଥିବେ, ତେବେ ତାଙ୍କର ବୈବାହିକ ସମ୍ପର୍କରେ କିଛି ବି ହେଲେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ରହିବା ସାଧାରଣ ଅଟେ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଓଲିଉଡ ଯୋଡ଼ି ଙ୍କର ଭିଡ଼ିଓ ଟି କିଛି ଏହିପରି ଥିଲା କି ,ଅଭିନେତ୍ରୀ ଝିଲିକ ବାନାର୍ଜୀ ବବି ମିଶ୍ର ଙ୍କର ଘରକୁ ଯାଇଥିଲେ। ଆଉ ଅଭିନେତ୍ରୀ ଝିଲିକ ଙ୍କ ଆଗରେ ବବି ଓ କଏଲ କିଛି କଥାବାର୍ତ୍ତା ହୋଇଥିଲେ ନିଜ ପ୍ରେମ ବିଷୟ ରେ। ପରେ ଅଭିନେତା ବବି ମିଶ୍ର ନିଜ ପ୍ରେମର ପତ୍ନୀ ଙ୍କ ପାଇଁ ଦୁଇ ଟି ଗୀତ ଗାଇଥିଲେ। ତେବେ ସବୁଠାରୁ ଆକୃଷ୍ଟ ଥିଲା “ନିଶ୍ୱାସ ତ ବିନା ମୋର ଚାଲେନା ବିଶ୍ୱାସ ତ ବିନା କିଛି ହୁଏନା…..” ଗୀତ ଟି ଯାହା ସେ ପତ୍ନୀ କଏଲ ଙ୍କ ପାଇଁ ଗାଇଥିଲେ।

 ତେବେ କଏଲ ମଧ୍ୟ ସେତେବେଳେ ସ୍ଵାମୀ ବବି ମିଶ୍ର ଙ୍କ ପାଇଁ ଏକ ସୁନ୍ଦର ରୋମାଣ୍ଟିକ ଗୀତ ଗାଇଥିଲେ। ମାତ୍ର ବର୍ତ୍ତମାନ ଏହି ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଛି ଏବଂ କଏଲ ଅନ୍ୟ ଜଣେ ଯୁବକ ବିବାହ ମଧ୍ୟ କରିସାରିଛନ୍ତି। ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଦେଖିବା ପରେ ଲୋକ ମାନେ ଦୁଖଃ ପ୍ରକାଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।