Just another WordPress site

Reality “ସୋ” ଚାଲୁଥିବା ସମୟରେ ଯାଦୁକର ଗୋଟେ ଝିଅର ଅଣ୍ଟା ଉପରେ ଯାଦୁକରୁଥିବା ସମୟରେ ହଠାତ୍ ଘଟିଲା ଏଭଳି ଭିଡିଓ ଦେଖିଲେ ହଲିଯିବ ଡିମାଗ୍ …115କୋଟି ରୁ ଅଧିକ ଲୋକ ଦେଖିସାରିଲେନି

0 135

ବନ୍ଧୁଗଣ ଆପଣ ମାନେ କେବେ ନା କେବେ ଆପଣ ଙ୍କର ଜୀବନ ରେ ସରକେଶ ବା ଯାଦୁ ଦେଖିଥିବ।ଆପଣ ମାନେ ଦେଖିଥିବେ କି ଏହିପରି ଅନେକ କଳାକାର ଯାଦୁ କରିଥାନ୍ତି କି ଗୋଟିଏ ପତ୍ର ରୁ ଫୁଲ , ସାଧାରଣ କପଡା ରୁ ଚଢେଇ ,ଏମିତି କି ନିଜର ଯାଦୁ ବଳରେ ଏମାନେ ଗୋଟିଏ ବ୍ୟକ୍ତି ଙ୍କୁ ଏକା ଥର ରେ ଏକ ରୁ ଅଧିକ ସ୍ଥାନରେ ଦେଖାଇ ଦେଇ ପାରନ୍ତି। କିନ୍ତୁ କଣ ଆପଣ କେବେ ବି କୌଣସି ଯାଦୁଗର ଙ୍କୁ ଜଣେ ଯୁବତୀ ଙ୍କୁ ଦୁଇ ଖଣ୍ଡ କରି କାଟି ଦେବା ପରେ ପୁଣି ତାହାକୁ ଯୋଡ଼ି ଦେବାର ଦେଖିଛନ୍ତି।

କିମ୍ବା କୌଣସି ବ୍ୟକ୍ତି ଙ୍କର ଉଚ୍ଚତା କୁ ୬ ଫୁଟ ରୁ ଆଣି ୨ ଫୁଟ ରେ ଫଁଚେଇବା ର ଦେଖିଛନ୍ତି। କେବେ ବି ନୁହେଁ କାରଣ ଏହା ସାଧାରଣତଃ ରେ ସମ୍ଭବ ନୁହେଁ ।ମାତ୍ର ଆମେ ଆପଣ ଙ୍କୁ ଯେଉଁ ଭିଡ଼ିଓ ବା ଯାଦୁ ବିଷୟରେ ଜଣେଇବାକୁ ଯାଉଛୁ ସେଥି ରେ କିଛି ଏହିପରି ହୋଇଥିଲା।

ତେବେ ବର୍ତ୍ତମାନ ବଲିଉଡ ଏ ଏକ ରିଆଲିଟି ସୋ ରେ ଜଣେ ଯାଦୁଗର ଏହାକୁ ସମ୍ଭବ କରି ଦେଖାଇଛନ୍ତି। ଖାଲି ଏତିକି ନୁହେଁ ବରଂ ସେ ସୋ ର ଜର୍ଜ ଅଭିନେତ୍ରୀ ଶିଳ୍ପା ସେଠି ଙ୍କର ଉଚ୍ଚତା କୁ କମାଇ ମାତ୍ର ୨ ଫୁଟ ର କରି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟ ରେ।

ତେବେ ବନ୍ଧୁଗଣ ହିନ୍ଦୀ ରେ ଏକ ସୋ ରହିଛି ଯେଉଁ ଥିରେ ଦେଶ ର ଭିନ୍ନ ଭିନ୍ନ କୋଣ ଅନୁକୋଣ ରୁ ଯାଦୁଗର ମାନେ ଆସି ତାଙ୍କର ଯାଦୁ ଦେଖାଉଛନ୍ତି। ତେବେ ଜଣେ ଯାଦୁଗର କିନ୍ତୁ ତାଙ୍କର ଯାଦୁ ମାଧ୍ୟମ ରେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ। ତେବେ ପ୍ରଥମ ଯାଦୁରେ ସେ ଜଣେ ଯୁବତୀ ଙ୍କୁ ପାଖକୁ ଡାକିଲେ ଆଉ ଗୋଟିଏ ବକ୍ସ ଭିତରେ ତାକୁ ପୁରାଇ ତାଙ୍କର ମୁଣ୍ଡ କୁ ବୁଲାଇ ବୁଲାଇ ପୁରା ଶରୀର କୁ ମୋଡ଼ି ଦେଲେ ଆଉ ପୁଣି ଥରେ ତାଙ୍କୁ ଠିକ ବି କରିଦେଲେ।

 

ସେହିପରି ଅନ୍ୟ ଏକ ଯାଦୁ ରେ ସେ ଜଣେ ଯୁବତୀ ଙ୍କୁ ତଳେ ଶୁଆଇ ଦେଇ ଏକ ଧାରୁଆ ଅସ୍ତ୍ର ରେ ତାଙ୍କ ଶରୀର କୁ ଦୁଇଖଣ୍ଡ କରିଦେଲେ ।ଆଉ ଶରୀର କୁ ଦୁଇ ଖଣ୍ଡ କରିବା ପରେ ଦୁଇ ଭାଗ ଶରୀର ସହ ଅଲଗା ଅଲଗା କଥାବାର୍ତ୍ତା କଲେ। ପରେ ପୁଣି ଦୁଇଟି ଶରୀର କୁ ଏକ କରିଦେଲେ ଆଉ ଝିଅ ଟି ପୂର୍ବ ଅବସ୍ଥା କୁ ଫେରି ଆସିଲା। ଯାହାକୁ ଦେଖିବା ପରେ ସବୁ ନିଜ ଆଖିକୁ ଵିଶ୍ଵାସ କରିପାରିଲେ ନାହିଁ ,ମାତ୍ର ଏହା ସତ୍ୟ ଘଟଣା ଥିଲା।


ତେବେ ପୁଣି ସେହି ଯାଦୁଗର ଜଣଙ୍କ ଅଭିନେତ୍ରୀ ଶିଳ୍ପା ସେଠୀ ଙ୍କୁ ଷ୍ଟେଜ ଉପରକୁ ଡାକିଲେ ଆଉ ତାଙ୍କୁ ଗୋଟିଏ ମେସିନ ରେ ଛିଡା କରି କଣ ଯାଦୁ କଲେ କେଜାଣି ଅଭିନେତ୍ରୀ ଶିଳ୍ପା ଙ୍କର ଉଚ୍ଚତା ୬ ଫୁଟ ରୁ ୨ ଫୁଟ ହୋଇଗଲା। ଏବଂ ପୁଣି ଥରେ ନିଜ ଯାଦୁ ବଳରେ ସେ ତାଙ୍କୁ ୬ ଫୁଟ ର କରିଦେଲେ। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେଉଛି ,ଆପଣ ବି ଏହାକୁ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।