Just another WordPress site

Shivratri 2022: ଶିବରାତ୍ରି ଦିନ ପର୍ସରେ ରଖନ୍ତୁ ଏପରି ଏକ ସୂତା, ଜୀବନ ସାରା କେବେ ବି ହେବ ନାହିଁ ଧନର ଅଭାବ !

0 40

ବନ୍ଧୁମାନେ ପ୍ରତିବର୍ଷ ଆମେ ଶିବଙ୍କ ଆରାଧନା ଓ ପୂଜା ପାଇଁ ଶିବରାତ୍ରି ଉପବାସ କରିଥାଉ ଏହିଦିନ ବହୁତ ଧୁମଧାମରେ ସବୁ ଶିବ ମନ୍ଦିରରେ ପୂଜାର୍ଚ୍ଚନା ଆଡ଼ି ହେଇଥାଏ ।ବହୁତ ଭକ୍ତ ନିଜ ଇଚ୍ଛା ଓ ମନସ୍କାମନା ପୂର୍ଣ୍ଣ ପାଇଁ ରାତିସାରା ଦୀପ ଜାଳି ଥାଆନ୍ତି ।ତେବେ ଆଗକୁ ଏହି ଶିବରାତ୍ରି ଆସୁଛି ଆଉ ଜାଣିଛନ୍ତି ଏହି ଶିବରାତ୍ରିରେ ବାର ଉପବାସ କରିବା ସହ କିଛି ଏମିତି କରିବେ ଯାହା ଆପଣଙ୍କ ଜୀବନରେ ଥିବା ଅଭାବ ଅନଟନ କୁ ସମ୍ପୂର୍ଣ୍ଣ ଦୁର କରିବ ।

ତେବେ ବାସ୍ତୁଜ୍ଞାନର ଅନୁଯାୟୀ ଏହାକୁ କୁହାଯାଇଛି ।ତେବେ ପ୍ରଭୁ ମହାଦେବ ହେଉଛନ୍ତି ଭୋଳା ଶଙ୍କର ତାଙ୍କୁ ଯାହା ମନାଷିଲେ ସେ ପୂର୍ଣ୍ଣ କରନ୍ତି ।ତେବେ ଏହି ଦିନ ଆହୁରି କିଛି ଦେବା ଦେବୀଙ୍କୁ ସନ୍ତୁଷ୍ଟ କଲେ ଆପଣଙ୍କ ଜୀବନରେ ବହୁତ ବଡ଼ ଚମତ୍କାର ଘଟିବ ।ତେବେ ଆସନ୍ତୁ ଜାଣିବା କେମିତି କୋଉ ଉପାୟ ପାଳନ କଲେ ଏହି ଶିବରାତ୍ରି ରୁ ଆପଣଙ୍କ ଭାଗ୍ୟ ଚମକିବ ।

1.ତେବେ ଏହି ଦିନଟି ମହାଦେବଙ୍କ ପାଇଁ ହେଇଥିଲେ ବି ଯଦି ଏହି ଦିନ ପ୍ରଥମେ ଆପଣ ପ୍ରଭୁ ଗଣେଶଙ୍କୁ ପୂଜା କରିବେ ତେବେ ଜୀବନରେ ଶୁଭ ସମୟ ଆସିଥାଏ ।କାରଣ ଗଣେଶ ହେଉଛନ୍ତି ଅଗ୍ର ପୂଜ୍ୟ ସେ ସନ୍ତୁଷ୍ଟ ହେଲେ ମହାଦେବ ବି ସନ୍ତୁଷ୍ଟ ହେଇଥାନ୍ତି ।
2.ମାତା ଲକ୍ଷ୍ମୀଙ୍କୁ ଧନର ସମ୍ପଦର ଅଧିଷ୍ଠାତ୍ରୀ ଦେବୀ କୁହାଯାଏ ତେଣୁ ଏହିଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ବି ଉଚିତ ।


3.ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିୟମ ଯାହା ଏହି ଦିନ କଲେ ଆପଣ ଆଜୀବନ ଧନବାନ ହେବେ ତାହା ହେଉଛି ଆପଣ ଏକ ରକ୍ଷାସୁତ୍ର ସୁତାକୁ ଆଣି ଏହି ଶିବରାତ୍ରି ର ଗୋଟିଏ ଦିନ ପୂର୍ବରୁ ସେଥିରେ ସାତଟି ଗଣ୍ଠି ପକେଇ ପ୍ରଭୁ ଗଣେଶଙ୍କ ପାଦତଳେ ରଖିଦିଅନ୍ତୁ ।

4.ଆଉ ଶିବରାତ୍ରି ଦିନ ଚତୁର୍ଥ ପ୍ରହରିରେ ପୂଜା ସରିଗଲା ପରେ ସେହି ସୁତାକୁ ଆଣି ନିଜ ପର୍ସରେ ରଖିଦିଅନ୍ତୁ ।ଏହିପରି କଲେ ଆପଣଙ୍କ ଜୀବନରେ କେବେ ଢ଼ଂର ଅଭାବ ଦେଖାଯାଏ ନାହିଁ ତାଛଡ଼ା ଯଦି ଆପଣଙ୍କ ବିଜିନେସ ବା ଦୋକାନରେ ଲସ ହେଉଥିଲେ ତାହା ବି ଦୁର ହେଇଥାଏ ।
5.ତେବେ ବନ୍ଧୁମାନେ କିଛି ବିଶେଷ ଭୁଲ ଆମେ କରିଥାଉ ଯାହା କେବେ ନକରିବା ଉଚିତ ତାହା ହେଉଛି କେବେ ମତ ଲକ୍ଷ୍ମୀ ଓ ଗଣେଶ ଙ୍କୁ ଗୋଟିଏ ନାଲି କପଡାରେ ରଖନ୍ତୁ ନାହିଁ, ଏହାର ଠିକ ହେଇ ନଥାଏ ।
ତେନୁ ବନ୍ଧୁମାନେ ଯଦି ଆପଣଙ୍କ ଜୀବନରେ ଟଙ୍କା ପଇସାକୁ ନେଇ ଅଭାବ ଅନଟନ ଲାଗି ରହୁଛି ତେବେ ଏହି ନିୟମ କୁ ଆଗକୁ ଆସୁଥିବା ଶିବରାତ୍ରିରେ ନିଶ୍ଚିତ ପାଳନ କରି ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।