Just another WordPress site

Rajveer ପାଇଁ ସାରା ଦେଶ କାନ୍ଦୁଛି….କିନ୍ତୁ ତାଙ୍କ ବାପା ଙ୍କର ଏ କି ରୂପ ? ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ….

0 1,572

ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି କି କନ୍ଧମାଳ ଜିଲ୍ଲା ର ଆମ୍ବବଡ଼ା ଅଞ୍ଚଳର କୁନି ପୁଅ ରାଜବୀର ରଣା ଙ୍କ ବିଷୟରେ। ଯିଏକି ଏହିପରି ଏକ ବିରଳ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି କି ତାଙ୍କର ଚିକିତ୍ସା ପାଇଁ ଗୋଟିଏ ଇଂଜେକସନ କୁ ୧୬ କୋଟି ଟଙ୍କାର ଆବଶ୍ୟକତା ରହିଛି। କିନ୍ତୁ ରାଜବୀର ର ପରିବାର ଏକ ମଧ୍ୟବିତ୍ତ ପରିବାର ହୋଇ ଥିବା ରୁ ସେ ଏତେ ଟଙ୍କା କିପରି ଯୋଗାଡ଼ କରିବେ ତାହା ନେଇ ଅନେକ ଚିନ୍ତା ରେ ପଡ଼ିଥିଲେ। ତେବେ କିନ୍ତୁ ଏହି ସମୟରେ ରାଜବୀର ଙ୍କର ବାପା ମା ସୋସିଆଲ ମିଡ଼ିଆ ରେ ତାଙ୍କର ଚିକିତ୍ସା ପାଇଁ ସାହାଯ୍ୟ ମାଗିଥିଲେ ।

ତେବେ ବନ୍ଧୁଗଣ ଯଦିଓ ବର୍ତ୍ତମାନ ସମାଜ ରେ ଲୋକମାନ ଙ୍କ ମଧ୍ୟରେ ମାନବିକତା ବହୁତ କମ ଦେଖିବା କୁ ମିଳିଛି ତଥାପି ରାଜବୀର ଙ୍କର ରୋଗ ଓ ତାଙ୍କର ଚିକିତ୍ସା ପାଇଁ ୧୬ କୋଟି ଟଙ୍କା ର ଅଵଶ୍ୟକତା ରହିଥିବା ର ସୂଚନା ଗଣ ମାଧ୍ୟମ ରେ ପାଇବା ପରେ ସମସ୍ତେ ତାଙ୍କୁ ସାହାଯ୍ୟ କରିବା କୁ ଆଗେଇ ଆସିଥିଲେ।

ଆଉ ସମସ୍ତେ ରାଜବୀର ଙ୍କର ଆକାଉଣ୍ଟ କୁ ନିଜର ଇଚ୍ଛା ଓ ସାମର୍ଥ୍ୟ ରେ ଟଙ୍କା ପଠାଇଛନ୍ତି ଏହାର ଗୋଟିଏ ଉଦ୍ଧେଶ୍ୟ ରହିଛି କି ରାଜବୀର ସୁସ୍ଥ ହୋଇଯାଅନ୍ତୁ ବୋଲି। କିନ୍ତୁ ଏହି ସମୟ ରେ ସୋସିଆଲ ମିଡ଼ିଆ ରେ ରାଜବିର ଙ୍କର ବାପା ଙ୍କର ଏହିପରି ଏକ ଭିଡ଼ିଓ ଦେଖିବାକୁ ମିଳିଥିଲା ଯାହା ଜାଣିବା ପରେ ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ରାଜବିର ଙ୍କର ବାପା ଙ୍କର ଏକ ଭିଡ଼ିଓ ଦେଖିବା କୁ ମିଳିଥିଲା , ଯେଉଁ ଥିରେ ଦେଖିବା କୁ ମିଳିଥିଲା କି ରାଜବିର ର ବାପା ପୁଅ ର ଚିକିତ୍ସା ପାଇଁ ଆସୁଥିବା ଟଙ୍କା କୁ ନେଇ ଯୁକ୍ତିତର୍କ କରିଥିଲେ ଆଉ ମଦ ପିଆଉ ଥିଲେ। ତେବେ ତାଙ୍କର ଏହି ଭିଡ଼ିଓ ଟିକୁ କେହି ଜଣେ ବ୍ୟକ୍ତି ରେକର୍ଡ କରିଥିଲେ ଆଉ ପରେ ସେହି ଭିଡିଓ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକ ମାନେ ରାଜବିର ଙ୍କର ବାପା ଙ୍କୁ ଖୁବ ନିନ୍ଦା କରିଥିଲେ।

ତେବେ ସମସ୍ତେ କହିଥିଲେ କି ଏହି କୁନି ପିଲା ଟିର ବିରଳ ରୋଗ କିପରି ଖୁବ ଶୀଘ୍ର ଭଲ ହୋଇଯିବ ଏ ନେଇ ସାରା ବିଶ୍ୱବାସୀ କାନ୍ଦିଛନ୍ତି ଏବଂ ଟଙ୍କା ପଠାଇଛନ୍ତି କି କୁନି ପିଲା ଟିର ଚିକିତ୍ସା ହୋଇଯାଉ ବୋଲି। ମାତ୍ର ତାଙ୍କର ବାପା ନିଜେ ଟଙ୍କା ପାଇବା ପରେ ପୁଅ ର ଚିକିତ୍ସା ନ କର ଓଲଟା ଏହିପରି ଖରାପ କାର୍ଯ୍ୟ ରେ ସାଧାରଣ ଲୋକଙ୍କ ଟଙ୍କା କୁ ନଷ୍ଟ କରୁଛନ୍ତି। ତେବେ ରାଜବିର ଙ୍କର ବାପା ଙ୍କୁ କଡା ସମାଲୋଚନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭିଡ଼ିଓ ର ସତ୍ୟା ସତ୍ୟ ବିଷୟରେ କୌଣସି ସଠିକ ସୂଚନା ମିଳିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।