Just another WordPress site

ମୋତେ ବାହା ତ ହ,ଏ ମିଡ଼ିଆ ଭାଇମାନେ ମୋର ବାହାଘର ଏଇଠି କରେଇ ଦିଅ,କାହିଁକି ଏପରି କହିଲେ ଏହି ଝିଅ Park ପାଖରେ ହେଲା ହାଇଡ୍ରାମା…ଦେଖନ୍ତୁ Video

0 93

ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଏବେ ଏହି ଯୁବ ପିଢୀ ମାନେ ମଧ୍ୟ ନିଜର ତଥା ନିଜ ପରିବାରର ମାନସଂମାନ କୁ ଭୁଲିଯାଇ ଏହି କୌଳିସିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାକି ଉଭୟ ନିଜର , ପରିବାରର ଏବଂ ସମାଜ ର ଆଗାମୀ ପିଢୀ ଙ୍କ ପାଇଁ ମଧ୍ୟ ଏହାର ଖରାପ ପ୍ରଭାବ ପକେଇବ ।ଖାଲି ଏତିକି ନୁହେଁ ଏମାନେ ମିଛ ପ୍ରେମ ରେ ପଡି କେବେ କେବେ ଏହିପରି କିଛି ଡ୍ରାମା କରିଥାନ୍ତି ଯାହାକୁ ଦେଖିଲେ ଆପଣ ମୁଣ୍ଡ ରେ ହାତ ଦେବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଭାଇରଲ ହେଉଛି ଯେଉଁ ଥିରେ ଜଣେ ଯୁବତୀ ତାଙ୍କର ପ୍ରେମିକ କୁ ପାର୍କ ଭିତରେ ବାହା ହେବା କୁ ଜିଦି କରୁଛନ୍ତି। କାରଣ ସେ ଜାଣିପାରିଛନ୍ତି କି ତାଙ୍କୁ ସେହି ଯୁବକ ଜଣଙ୍କ ତାଙ୍କୁ ଧକ୍କା ଦେବା କୁ ଯାଉଛନ୍ତି ତେଣୁ ସେ ଏହିଭଳି ଡ୍ରାମା ପବ୍ଲିକ ରେ ଆରମ୍ଭ କରିଥିଲେ। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି। ଆଉ ଏହାକୁ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ତେବେ ଯୁବତୀ ଜଣଙ୍କ ବଡ଼ ପାଟି କରି କହୁଥିଲେ କି,”ଫୁଲ ମାଳ ଆଣ ଏଇଠି ମୋତେ ବାହା ହୋ ….ମୋ ଜୀବନ କଣ ତତେ ଖେଳ ଲାଗିଛି କି….ମୋତେ ସିନେମା ନେଇକି ଗଲୁ ,ହୋଟେଲ ବି ନେଇକି ଗୋଲୁ…. ବାହାଘର ପୂର୍ବରୁ ମୋ ସହ ସବୁକିଛି କଲୁ।ଆଉ ବାହା ହେବା କୁ କହିଲେ କଣ ନା ମୁଁ ବାହା ହେବିନି ।ତୁ କୋଉଠି କୁ ଯିବୁ ଚାଲେ କୋଟ ଯିବୁ କି ନା ମନ୍ଦିର ଯିବୁ କି ,ଯୋଉଠି ଯିବୁ ଚାଲେ ମୁଁ ଆଜି ହିଁ ତତେ ବାହା ହେବି”।

ତେବେ ଯୁବତୀ ଜଣଙ୍କ କହିଛନ୍ତି କି ଏହି ଯୁବକ ଜଣଙ୍କ ମୋତେ ପ୍ରେମ କରୁଥିଲେ ଆଉ ମୋ ସହ ହୋଟେଲ ବି ମୋତେ ନେଇକି ଗଲେ ଆଉ ବାହାଘର ର ପ୍ରତିଶ୍ରୁତି ଦେଇକି ମୋ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ। ମାତ୍ର ବିବାହ କରିବା କଥା କହିବା ବେଳେ ସେ ମୋତେ ବିବାହ କରିବାକୁ ମନା କରୁଛି ,ମୋତେ ବିଭିନ୍ନ ପ୍ରକାର ଧମକ ଦେଉଛି। ମୁଁ ମୋ ଘରେ ସମସ୍ତ ଙ୍କୁ କହିଛି ମୋ ପ୍ରେମ ବିଷୟରେ ,ତେବେ ଏବେ ମୁଁ କଣ କରିବି କୁହନ୍ତୁ। ତେବେ ଏହି ଘଟଣା ଟିକୁ କେହି ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ରେକର୍ଡ କରିଥିଲେ ଆଉ ଏହା ସୋସିଆଲ ମିଡ଼ିଆ ରେ ଆସିବା ପରେ ଏହାକୁ ସମସ୍ତେ ଭାଇରଲ କରୁଛନ୍ତି। ତେବେ ଆପଣ ମଧ୍ୟ ଏହି ପ୍ରେମୀ ଯୁଗଳ ଙ୍କର ଡ୍ରାମା ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।