Just another WordPress site

ହଠାତ ସମସ୍ତଙ୍କ ସାମ୍ନାରେ ହାତୀ ମହିଳାଙ୍କ ସହ କଲା ଏଭଳି କାମ… ଦେଖିଲା ପରେ ନିଜକୁ ସମ୍ଭାଳି ପାରିବେନି…. ମାତ୍ର 4 ଘଂଟାରେ 2 Million + Views

0 2,357

ସଂସାରରେ ମନୁଷ୍ୟ ଓ ପଶୁ ମଧ୍ୟରେ ସମ୍ପର୍କ ନିଆରା ହେଇଥାଏ କାରଣ ଯେଉଁଠି ମଣିଷ ବୁଦ୍ଧିମାନ ହେଇଥିବା ବେଳେ ସେଇଠି ପଶୁ ହିଂସ୍ର ।କିନ୍ତୁ ଭଲପାଇବା ଗୋଟିଏ ଜିନିଷ ଯାହା ଅସମ୍ଭବ କୁ ବି ସମ୍ଭବ କରେଇପାରେ ।ଏହାର ବିଶ୍ୱାସ ଆମେ ପ୍ରତିଦିନ ସୋସିଆଲ ମେଡିଆରୁ ଜାଣିପାରିବା କାରଣ ପ୍ରତିଦିନ ବିଭିନ୍ନ ପଶୁ ଓ ମଣିଷ ମାନଙ୍କୁ ନେଇ ଅନେକ ଭିଡ଼ିଓ ଭାଇରଲ ହେଇଥାଏ ।ତେବେ କୋଉଠି କିଏ ସାପ କୁ ପିଲା ପରି ପାଳନ କରିଲେଣି ତ କିଏ ବାଘ ଶ ସାଙ୍ଗ ହେଲେଣି।

ତେବେ କିଛି ମଣିଷର ସ୍ୱାଭଵ ଅନୁଯାୟୀ ଯଦି ସେ କୋଣସି ଜୀବକୁ ପାଖରୁ ଦେଖିଥାଏ ତେବେ ସେ ବହୁତ ଖୁସି ଅନୁଭବ କରେ ।

ଆଉ ଯଦି କେହି ଏହି ପଶୁ ମାନଙ୍କୁ ଛୋଟ ବେଳୁ ପାଳିଥାଏ ତେବେ ସେମାନେ ସେହି ପଶୁକୁ ନାଆ ଦେବା ସହ ତାଙ୍କ ସହ ବନ୍ଧୁ ବା ସାଙ୍ଗ ପ୍ରି ବ୍ୟବହାର କରିଥାଏ ଆଉ ମଜ୍ଜାଦାର କଥା ହେଉଛି ମଣିଷ ସହିତ ରହିବା ସହିତ ସେମାନେ ତାଙ୍କ କାର୍ଯ୍ୟକ୍ରମ କୁ ବି ଅନୁକରଣ କରିଥାନ୍ତି ।ଆଉ ଅନେକ ସମୟରେ ଆମେ କିଛି ନକରିବା ଆଗରୁ ସେମାନେ ଆମ ସହ ଏମିତି କିଛି କରିଦିଅନ୍ତି ଯାହା ଆମ କଳ୍ପନା ବାହାରେ ।

ତେବେ ଆମେ ଆମ ସାଙ୍ଗସାଥି ମାନଙ୍କ ସହ ପ୍ରାଙ୍କ କରିଥାଉ ତେବେ ଭାବିଲେ ଯଦି କେହି ପଶୁପକ୍ଷୀ ଆପଣଙ୍କ ସହ ପ୍ରାଙ୍କ କରିବେ ତ ।ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ଯେମିତି ଏହି ଭିଡ଼ିଓ ଦେଖିଲେ ଆପଣ ନିଶ୍ଚିତ ବିଶ୍ୱାସ କରିବେ ।ଆମେ ଏମିତି ଗୋଟିଏ ଭିଡ଼ିଓ ପାଇଛୁ ଯେଉଁଥିରେ ଆପଣ ଦେଖିପାରିବେ କେବଳ ଗୋଟିଏ ନୁହେଁ ବହୁତ ପଶୁପକ୍ଷୀ ମଣିଷ ସହିତ ଏମିତି ପ୍ରାଙ୍କ କରୁଛନ୍ତି ଯାହା ଆମ କଳ୍ପନା ବାହାରେ ।

ଏହି ଭିଡ଼ିଓ ଆପଣଙ୍କୁ ନଜର ଆସିବ ଯେମିତି ଗୋଟିଏ ହାତୀ ଜଣେ ମହିଳାଙ୍କୁ କିସ କରୁଛନ୍ତି ।ଆହୁରି ଯେତେବେଳେ ପର୍ଯ୍ୟଟକ ମାନେ ନିଜ ମୋବାଇଲ ରେ ତାଙ୍କ ଫୋଟ ନେଉଥିବା ବେଳେ ସେମାନେ ତାଙ୍କୁ ହଇରାଣ କରୁଛନ୍ତି ।ପହଁରୁଥିବା ବେଳେ ଗୋଟିଏ କୁକୁର ନିଜ ମାଲିକଙ୍କୁ ତାର ବେଲ୍ଟରେ ଟାଣିନେଉଛି ।କାର ଭିତରୁ ଗୋଟିଏ ଅଟୋପକ୍ଷୀ ମୋବାଇଲ ନେଇଯାଉଥିବାର ବି ଆପଣ ଏଥିରେ ଦେଖିପାରିବେ ।

ଆହୁରି ଭିଡ଼ିଓ କରୁଥିବା ବେଳେ ପଛରୁ ଆସି ଠେଲି ଦେଉଛନ୍ତି,ପଛରୁ ଆସି ପିଚାକୁ ଖୁମ୍ପି ଦେଉଥିବା ପ୍ରି ଅନେକ ଦୃଶ୍ୟ ଆପଣ ଏହି ଭିଡ଼ିଓ ଟିରେ ଦେଖିପାରିବେ ।ତେବେ ବନ୍ଧୁମାନେ ପ୍ରକୃତ ଭଲପାଇବାରେ ସବୁକିଛି ସମ୍ଭବ ହେଇପାରେ ଆପଣଙ୍କୁ ଲକ୍ଷ୍ୟକରି ସେମାନେ ବି ଆପଣଙ୍କ ସହ ମଜ୍ଜା କରିପାରନ୍ତି ।ତେବେ ସେମାନେ ବୁଦ୍ଧିହୀନ ଓ ହିଂସ୍ର ହେଲେ ବି ଆମେ ଚାହିଁଲେ ତାଙ୍କୁ ପରିବର୍ତ୍ତନ କରିପାରିବା ଆମ ବ୍ୟବହାର ହିଁ ନିର୍ଭର କରେ ସେମାନଙ୍କ ବ୍ୟବହାର ଉପରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।