Just another WordPress site

” Sami Sami ” ଗୀତର ଆଲୁବମ ଜବରଦସ୍ତ ଡ୍ୟାନ୍ସ କଲେ ଏହି କୁନି କଳାକାର…. ଏହି ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…. ଦେଖନ୍ତୁ Video

0 1,637

ତେବେ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଟଲିଉଡ଼ ଫିଲ୍ମ , “ପୁଷ୍ପା” ର ରୋମାଣ୍ଟିକ ଗୀତ “ସାମୀ ସାମୀ” ଗୀତ ଟି ବହୁତ ମାତ୍ରା ରେ ଚର୍ଚ୍ଚା ରେ ରହିଛି। ଏହି ଗୀତ ଟିକୁ ଆପଣ ପ୍ରାୟ ସମସ୍ତ ଙ୍କର ମୋବାଇଲ ରୁ ପାଇବେ ,ଏହି ଗୀତ କୁ ନେଇ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ଭିନ୍ନ କଳାକାର ଏବଂ ସେଲିବ୍ରେଟି ମାନ ଙ୍କୁ ଡ଼୍ୟାନ୍ସ କରିବାର ନଜର ରେ ଆସିଛନ୍ତି।

ତେବେ ଏହି ଗୀତ ରେ ସମସ୍ତେ ଆଲୁ ଅର୍ଜ୍ଜୁନ ଙ୍କର ଷ୍ଟେପ ଟିକୁ କରୁଛନ୍ତି। ତେବେ ଏହି ଗୀତ ରେ ଏକ ରିଲ ଭିଡ଼ିଓ କରିଛନ୍ତି ଯାହାକି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି। ତେବେ ସେହି ଭିଡିଓ ଟି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ କିନ୍ତୁ ବର୍ତ୍ତମାନ ଏହି ତେଲୁଗୁ ଫିଲ୍ମ ପୁଷ୍ପା ର “ସାମୀ ସାମୀ” ଗୀତ କୁ ନେଇ ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯାହା ବିଷୟ ରେ ଜାଣିବା ପରେ ଆପଣ ବିଶ୍ୱାସ କରିପାରିବେ ନାହିଁ।

ତେବେ ବନ୍ଧୁଗଣ ଭିଡ଼ିଓ ଟି କିଛି ଏହିପରି ରହିଛି କି ଏହି “ସାମୀ ସାମୀ” ଗୀତ କୁ ଇଂରାଜୀ ଭାଷା ରେ ଓ ତାମିଲ ଭାଷା ର ମିଶ୍ରଣ ରେ ଜଣେ ଡ଼ଚ ଗାୟିକା ଗାଇଛନ୍ତି। ଯାହା ଶୁଣିବାକୁ ବହୁତ ସୁନ୍ଦର ଲାଗୁଛି , ତେବେ ସେହି ଗାୟିକା ଜଣଙ୍କ ହେଉଛନ୍ତି ଡ଼ଚ ଗାୟିକା ଏନା ହେଷ୍ଟିଜ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟରେ।

ବନ୍ଧୁଗଣ କିଛି ଦିନ ତଳେ ମୁକ୍ତିଲାଭ କରିଥିବା ତେଲୁଗୁ ଫିଲ୍ମ ପୁଷ୍ପା ଏବଂ ତାର ସମସ୍ତ ଗୀତ ଗୁଡ଼ିକ ଲୋକଙ୍କୁ ପାଗଳ କରିଦେଇଛି ,ତେବେ ଏହି ଫିଲ୍ମ ର ରମାଣ୍ଟିକ ଗୀତ “ସାମୀ ସାମୀ” କୁ ନେଇ ଚାରି ଆଡ଼େ ଖୁବ ଚର୍ଚ୍ଚା ଚାଲିଛି। ଖାଲି ଦେଶ ମଧ୍ୟରେ ନୁହେଁ ବରଂ ବିଦେଶ ରେ ମଧ୍ୟ ଏହି ଗୀତ ଏବଂ ଏହାର ହୁକ ଷ୍ଟେପ କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ତେବେ ଏହି “ସାମୀ ସାମୀ” ଗୀତ ଟି ତିନି ଟି ଭାଷା ରେ ମୁକ୍ତିଲାଭ କରିଥିଲା ତଥା ତେଲୁଗୁ , ତାମିଲ ଏବଂ ହିନ୍ଦୀ ଭାଷାରେ। ମାତ୍ର ବର୍ତ୍ତମାନ ଏହି ଗୀତ ର ଓଡ଼ିଆ ଭର୍ସନ କୁ ନେଇ ଚର୍ଚ୍ଚା ଚାଲିଥିଲା।

ଆଉ ବର୍ତ୍ତମାନ ଏହି ସାମୀ ସାମୀ ର ଓଡ଼ିଆ ଗୀତରେ ଆମ ଓଡ଼ିଶାର ଯୋଡ଼ି ରାଜେଶ ଓ ନନ୍ଦିନୀ ଡ଼୍ୟାନ୍ସ କରିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି।ତେବେ ଏହି ଯୋଡ଼ି ଆଲୁ ଅର୍ଜ୍ଜୁନ ଏବଂ ରଶ୍ମିକା ଙ୍କର ଷ୍ଟେପ କୁ ଅନୁସରଣ କରି ଡ୍ୟାନ୍ସ କରିଛନ୍ତି। ତେବେ ବର୍ତ୍ତମାନ ଏହି ଯୋଡ଼ି ଙ୍କର ଡ୍ୟାନ୍ସ ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ।ଏହି ଯୋଡ଼ି ଙ୍କର ଏତେ ସୁନ୍ଦର ଗୀତ ର ଜବରଦସ୍ତ ଡ଼୍ୟାନ୍ସ ଦେଖିବା ପରେ ସମସ୍ତେ ଏହାକୁ ଖୁବ ପ୍ରଶଂସା କରିଛନ୍ତି। ତେବେ ଆପଣ ମାନେ ମଧ୍ୟ ଗୀତ ଟିର ଏହି ଓଡ଼ିଆ ଯୋଡ଼ି ଙ୍କର ଡ଼୍ୟାନ୍ସ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।