Just another WordPress site

IAS Questions -ଏମିତି କଣ ମୋଟା ଓ ଲମ୍ବା ଜିନିଷ ଅଛି, ଯାହାକୁ ମହିଳା ମାନେ ବହୁତ୍ ପସନ୍ଦ କରିଥାନ୍ତି ?

0 103

ବନ୍ଧୁମାନେ ଆମେ ଆମ ଜୀବନର ରେ ବହୁତ ପ୍ରକାରର ପ୍ରଶ୍ନର ଉତ୍ତର ଦେଇଥାଉ କିନ୍ତୁ କିଛି ଏମିତି ପ୍ରଶ୍ନ ଯାହା କୋଉ ବହିରେ ଖୋଜିଲେ ପାଇବା ଏତେ ସହଜ କଥା ନୁହେଁ କିନ୍ତୁ ଏହାର ଉତ୍ତର ଦେବା ଭାରି କଷ୍ଟ ।ତେବେ ଆମେ ଛୋଟ ବେଳୁ ବହୁତ ପିହେଳି ଶୁଣିଛୁ ଆଉ ସାଙ୍ଗସାଥି ଭିତରେ ଏହାକୁ ନେଇ ବହୁତ ଖେଳିଛୁ କିନ୍ତୁ ଏହାର ଉତ୍ତର ଦେବା ସମସ୍ତଙ୍କ ପାଖରେ ସମ୍ଭବ ହେଇନଥାଏ ।କେବଳ ବୁଦ୍ଧିମାନ ଲୋକ ମାନେ ହିଁ ଏହାକୁ ସହଜରେ ସମାଧାନ କରିପାରନ୍ତି ନହେଲେ ବହୁତ ଲୋକଙ୍କର ଅକଲ ଗୁଡୁମ ହେଇଯାଇଥାଏ ।

ତେବେ ଜାଣିଛନ୍ତି ଆଜିକାଲି ଏହି ପହେଳି ଗୁଡ଼ିକ ବହୁତ ଏଟ୍ରାନ୍ସ ପରୀକ୍ଷା ଗୁଡିକରେ ବି ପଚାରାଯାଏ ଆଉ ପିଲାମାନେ ଏହି ପ୍ରଶ୍ନରେ ହଡ଼ବଡ଼ ହେଇଯାଆନ୍ତି ।ଏବେ କିନ୍ତୁ ଏହି ପହେଳି ଗୁଡିକୁ ନେଇ ସୋସିଆଲ ମେଡ଼ିଆରେ ବହୁତ ଭିଡ଼ିଓ ଆସିଲାଣି ଆଉ ଏମିତି କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ଏଗୁଡିକର ସମାଧାନ ପାଇଁ ବହୁତ ଆଗ୍ରହୀ ହେଇଥାନ୍ତି ।ତେବେ ଆମେ ଆଜି ସେମିତି କିଛି ପହେଳି ନେଇ ଆସିଛୁ ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ ।

1.ତାହା କଣ ଯାହା ଫ୍ରିଜରେ ରହିଲେ ବି ଗରମ ରହେ ।
ଉତ୍ତର:- ଗରମ ମସଲା

2.ମୁଁ ସବୁଜ, ମୋ ଛୁଆ କଳା ।ମୋତେ ଛାଡ଼ି ମୋ ଛୁଆକୁ ଖା ?
ଉତ୍ତର:- ଗୁଜୁରାତି

3.ଗୋଟିଏ ନାରୀର ଦୁଇଟି ବାଳକ । ଗୋଟିଏ ପରେ ଠିଆ ହେଲେ ତାଙ୍କ ଉଚ୍ଚତା ହୁଅଇ ସମାନ ।
ଉତ୍ତର:- ଶଗଡ଼ ଚକି

4.ମାରିଲେ ତାକୁ ବଞ୍ଚି ଯାଏ ଆଉ ନମାରିଲେ ସେ ମରିଯାଏ ।
ଉତ୍ତର:- ଛାଇ

5.ମିଳେ ନାହିଁ ବଗିଚାରେ ସେ, ହେଲେ ସେ ଅଧା ଫୁଲ ଓ ଅଧା ଫଳ, ସେ କଳା ହେଲେ ବି ମିଠା ଥରୁଟେ ଖାଇଲେ ଲୋକେ ଭୁଲନ୍ତୁନି ତାକୁ ।ସେ କିଏ ?
ଉତ୍ତର:- ଗୋଲାପ ଜାମ୍ମୁ

6.ଶୋଇବା ପାଇଁ ପଲଙ୍କ ନାହିଁ, ନା ତାର ଥାଏ ମହଲ, ଗୋଟିଏ ଟଙ୍କା ବି ପାଖରେ ନଥାଏ ବୋଲାଏ ସେ ରଜା ?ସେ କିଏ?
ଉତ୍ତର:- ଜଙ୍ଗଲର ରାଜା ସିଂହ

7.ସେ କଣ ଖାଇବାକୁ ଇଛା ନଥିଲେ ମିଳେ ଆଉ ତାକୁ କେହି ପସନ୍ଦ କରନ୍ତି ନାହିଁ ।
ଉତ୍ତର:- ମାଡ଼

8.ଏମିତି କୋଉ କାମ ଅଛି ଯାହା ମଣିଷ ମୃତ୍ୟୁ ପରେ ବି କରିପାରେ ।
ଉତ୍ତର:- ଅଙ୍ଗଦାନ


9 – ଏମିତି କଣ ମୋଟା ଓ ଲମ୍ବା ଜିନିଷ ଅଛି, ଯାହାକୁ ମହିଳା ମାନେ ବହୁତ୍ ପସନ୍ଦ କରିଥାନ୍ତି ?
ଉ- ଏହାର ଉତ୍ତର ରେ ମହିଳା ଜଣଙ୍କ କହିଲେ ଯେ ଏହା ହେଉଚି ‘ ବାଳ ‘। ଏହାକୁ ମହିଳା ମାନେ ଘନ ଏବଂ ମୋଟା ହେଲେ ବହୁତ୍ ପସନ୍ଦ କରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।