Just another WordPress site

9 ମିନିଟ୍ ରେ ଦେଖନ୍ତୁ ରାଷ୍ଟ୍ରପତିଙ୍କ ଭୁବନେଶ୍ବରରୁ ପୁରୀ ଯିବାବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ତା’ପରେ

0 774

ଆମ ଓଡିଶାର ଗର୍ଵ ଗୌରବ ପୁରୀ ଶ୍ରୀମନ୍ଦିର ପ୍ରଭୁ ଜଗନ୍ନାଥ ଙ୍କର ମାହାତ୍ମ୍ୟ ସାରା ବିଶ୍ଵ କୁ ପାଗଳ କରିଛି। ଖାଲି ଦେଶ ଭିତରେ ନୁହେଁ କାହିଁ କେତେ ଦୂରରୁ ଲୋକମାନେ ଜଗତ ର ନାଥ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା କୁ ଧାଇଁ ଆସିଥାନ୍ତି। ଜଗନ୍ନାଥ ଙ୍କର ଲୀଳା କହିଲେ ସରିବ ନାହିଁ। ତେବେ ବର୍ତ୍ତମାନ ଆମ ସମସ୍ତ ଓଡ଼ିଶା ବାସୀ ଙ୍କ ପାଇଁ ଗର୍ଵ ର କଥା ହୋଇଛି କି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଭାରତ ର ରାଷ୍ଟ୍ରପତି ଦର୍ଶନ କରିବାକୁ ଆସିଛନ୍ତି। ତେବେ ଏହ ଘଟାଣ ଟି ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ରେ ରହିଛି।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ରାଷ୍ଟ୍ରପତି ହେଉଛି ଆମ ଭାରତ ର ମୁଖ୍ୟ ଏବଂ ତାଙ୍କୁ ଭାରତ ବର୍ଷ ର ପ୍ରଥମ ନାଗରିକ ବୋଲି ମଧ୍ୟ କୁହାଯାଏ।

ଯେ କୌଣସି କାର୍ଯ୍ୟ ହେଲେ ପ୍ରଥମେ ତାଙ୍କର ଦସ୍ତଖତ ର ଆବଶ୍ୟକ ରହିଥାଏ ତାଙ୍କ ବିନା କୌଣସି କାର୍ଯ୍ୟ ଆମ ଭାରତ ରେ ହେବା ଅସମ୍ଭବ ଅଟେ। ତେବେ ବର୍ତ୍ତମାନ ଆମ ଭାରତ ର ରାଷ୍ଟ୍ରପତି ଅଛନ୍ତି ରାମନାଥ କୋବିନ୍ଦ। ଆଉ ସୂଚନା ଅନୁସାରେ ରାମନାଥ କୋବିନ୍ଦ ଦୁଇ ଦିନ ପାଇଁ ଆମ ଓଡ଼ିଶା କୁ ତଥା ପୁରୀ ଧାମ କୁ ଆସିଛନ୍ତି ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ।

ତେବେ ଏ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିବା ସହ ତାଙ୍କର ଆସିବା ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯାହା ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବୁ। ତେବେ ବନ୍ଧୁଗଣ ରାଷ୍ଟ୍ରପତି ତାଙ୍କର ସୁରକ୍ଷା କର୍ମୀ ମାନଙ୍କ ସହ ସୁରକ୍ଷା ବଳୟ ମଧ୍ୟରେ ହେଲିକ୍ୟାପ୍ଟର ରେ ଆସି ଭୁବନେଶ୍ୱର ରେ ପହଂଚି ଥିଲେ। ଆଉ ସେଠାରେ ତାଙ୍କୁ ଆମ ଓଡିଶାର ମୁଖ୍ୟମନ୍ତ୍ରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ପୁଣି ଅନ୍ୟ ଏକ ହେଲିକ୍ୟାପ୍ଟର ରେ ରାଷ୍ଟ୍ରପତି ଙ୍କୁ ପୁରୀ ନିଆ ଯାଇଥିଲା।

ତେବେ ଭାରତ ର ରାଷ୍ଟ୍ରପତି ପୁରୀ ଷ୍ଟାଡିୟମ ରେ ହେଲିକ୍ୟାପ୍ଟର ରେ ଅଵତରଣ କରିଥିଲେ। ସେ ହେଲିକ୍ୟାପ୍ଟର ରେ ଓଲ୍ହାଇ ବା ପରେ ସେଠାରେ ପ୍ରଶାସନ ଏବଂ ଯବାନ ମାନଙ୍କ ଦ୍ଵାରା କଡା ସୁରକ୍ଷା ର ବ୍ୟବସ୍ଥା କରାଯାଇଥିଲା।ତେବେ ସେ ହେଲିକ୍ୟାପ୍ଟର ରୁ ଆସିବା ପରେ ତାଙ୍କୁ ତଳେ ଏକ ସୁନ୍ଦର ଟାଉଳେ ରଖା ଯାଇଥିଲା। ଯେଉଁ ଥିରେ ସେ ଓଆଡ଼ ଦେଇ ଆସିଲେ ଆଉ କଡା ସୁରକ୍ଷା ର ସହ ସେ ହେଲିକ୍ୟାପ୍ଟର ରୁ କାର ରେ ପୁରୀ ଗସ୍ତ କରିଥିଲେ ଆଉ ସେହି କାର ରେ ଓଡ଼ିଶାର ସୁରକ୍ଷା କର୍ମୀ ଙ୍କ ସହ ରାଷ୍ଟ୍ରପତି ଙ୍କର ସୁରକ୍ଷା ଦାୟିତ୍ୱ ରେ ଥିବା ବ୍ୟକ୍ତି ପୁରୀ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।