Just another WordPress site

“ମମି” ମୁଁ ତୋ ବିନା ରହିପାରୁନି ମୃତ୍ୟୁ ପୂର୍ବରୁ ଯୁବକର ଶେଷ ଭିଡ଼ିଓ …ଦେଖିଲେ କାନ୍ଦିପକେଇବେ

0 80

ଯୁବପିଢ଼ିଙ୍କୁ ଦେଶରେ ଭବିଷ୍ୟତ ବୋଲି କୁହାଯାଏ, କାରଣ ଏମାନେ ଆଜି କଡ଼ ହେଇଥାଏ କିନ୍ତୁ କାଲି ସେମାନଙ୍କ ମହକରେ ପୁରା ସଂସାର ମହକି ଉଠିବ ।ଜଣେ ପିଲା ମାଆ ବାପା ଗୁରୁଜନ ମାନଙ୍କ ଉଚିତ ସଂସ୍କାର ପାଇଥାନ୍ତି କିନ୍ତୁ ଯେତେବେଳେ ସେମାନେ ଯୁବା ବୟସରେ ପାଦ ଥାପି ଥାଆନ୍ତି ସେହି ସଂସ୍କାର କୁ ଧୀରେ ଧୀରେ ଭୁଲିବାରେ ଲାଗିଥାଏ ।ଆଉ ପରବର୍ତ୍ତୀ ସମୟରେ କିଛି ଏମିତି ଭୁଲ କରିଦିଅନ୍ତି ଯାହାର ଭରଣରେ ମୃତ୍ୟୁକୁ ହିଁ ଠିକ ଭାବିଥାନ୍ତି ।

ତେବେ ବନ୍ଧୁମାନେ ଆଜିକାଲି ଯୁବ ପିଡ଼ିକୁ ଭଲପାଇବା ରୋଗରେ ଏମିତି ପୀଡ଼ିତ ଯେ ଏଥିରୁ ବର୍ତ୍ତିଗଲା ସେ ଟ ଠିକ ନହେଲେ ଯିଏ ଫସିଗଲା ସେ ପୁରା ଗଲା ।

ଆମେ କହିବା ର ଅର୍ଥ ଭଲପାଇବା ଯାହା ଏକ ପବିତ୍ର ସମ୍ପର୍କ ହେଇଥିଲେ ବି ଆଜି ତାହା ଛଳନା, ମିଛ ଓ ଧୋକା ରେ କଳୁଷିତ ।ଏବେ ଭଲପାଇବାରେ ସେ ଜଣେ ଝିଅ ହେଉ କି ପୁଅ ସଭିଏଁ ନିଜର ସ୍ୱାର୍ଥ ଖୋଜିଥାନ୍ତି ଆଉ ଥରେ ସ୍ୱାର୍ଥ ପାଇଗଲେ ଜଣେ ଆଉ ଜଣଙ୍କୁ ଭୁଳିଯାନ୍ତି ।ତେବେ ଅନେକ ସମୟରେ ଜଣେ ପ୍ରକୃତ ଭଲପାଉ ଥିଲେ ବି ଆଉ ଜଣଙ୍କ ର କିଛି ସ୍ୱାର୍ଥ ଲୁଚିରହିଥାଏ ଆଉ ସେହି କ୍ଷେତ୍ରରେ ପ୍ରକୃତ ଭଲପାଉଥିବା ମଣିଷ ଟି ଖୁବ ଭାଙ୍ଗି ପଡିଥାଏ ।

ଏହି କିଛିଦିନ ହେବ ସୋସିଆଲ ମେଡ଼ିଆରେ ଏମିତିକା ଭିଡ଼ିଓ ବହୁତ ଦେଖିବାକୁ ମୁଳୁଛି ପ୍ରେମ ଓ ପ୍ରତାରଣା ର ଶିକାର ହେଇ ବହୁତ ଯୁବପିଢ଼ି ମୃତ୍ୟୁ କୁ ବାଛି ନେଉଛନ୍ତି କିନ୍ତୁ ପଛରେ ଛାଡି ଯାଉଛନ୍ତି ଦୁଃଖର କଳା ବାଦଲ ।ତେବେ ଏହିପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମେଡ଼ିଆରେ ଖୁବ ଭାଇରଲ ହେଉଛି ତେବେ ଏହି ଭିଡ଼ିଓଟିରେ ଜଣେ ପୁଅ ପିଲା ପ୍ରେମ ପ୍ରତାରଣା ର ଶିକାର ହେଇ ଆଜି ମୃତ୍ୟୁକୁ ବାଛି ନେଇଛନ୍ତି ।ଏହା ତାଙ୍କ ମୃତ୍ୟୁ ପୂର୍ବରୁ ଏକ ଶେଷରୁ ଜାଣିବାକୁ ମିଳିଛି, ତେବର ସେ ଏହି ଭିଡ଼ିଓ ରେ କାନ୍ଦି କାନ୍ଦି ନିଜ ବାପା ମାଙ୍କୁ ଭୁଲ ମାଗିଛନ୍ତି ଓ କହିଛନ୍ତି ମୁ ତା ବିନା ବଞ୍ଚି ପାରିବିନି ।

ତେବେ ଆମ କହିବୁ ଯୁବପିଢ଼ି ଯଦି ଏମିତି ବାଟବଣା ହେବ ତାହେଲେ ଏ ଦେଶର ଭବିଷ୍ୟତ କଣ ହେବ ।ଆଉ ଭଲପାଇବାରେ ସ୍ୱାର୍ଥ ରହିବ ତାହେଲେ ଦୁନିଆରେ ବିଶ୍ୱାସ ବୋଲି ଏକ ବାକ୍ୟ ଉଠିବାକୁ ଲାଗିବ ।ଆଉ ମୃତ୍ୟୁ କଣ ସବୁ ପରିସ୍ଥିତି ପାଇଁ ଏକ ମାତ୍ର ମାର୍ଗ ,ଆଉ ମନେରଖନ୍ତୁ ଯଦି କେହି ବିଶ୍ୱାସ କରୁଛନ୍ତି କାହାକୁ ତେବେ ସେହି ମଣିଷର ବାସ୍ତବତା ବିଷୟରେ ଆଗ ନଜର ଦିଅନ୍ତୁ ଖାଲି ରୂପରଙ୍ଗ ର ମୋହରେ ମୋହିତ ହୁଅନ୍ତୁ ନାହିଁ ।ଜୀବନରେ କେବେ କିଛିବି ନିଷ୍ପତ୍ତି ନେବା ପୂର୍ବରୁ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।