Just another WordPress site

ଅଣ୍ଟାବିନ୍ଧା , ଗୋଡ ବିନ୍ଧା , ହାତ ବିନ୍ଧା ଶେଷ କରିଦେବ ଏହି 5ଟଙ୍କାର ଜିନିଷ

0 43

ବନ୍ଧୁମାନେ ମଣିଷ ର ବୟସ ବଡ଼ିବା ସଙ୍ଗେ ସଙ୍ଗେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି କମିଯାଇଥାଏ ଆଉ ଧୀରେ ଧୀରେ ଆମେ ବହୁତ ଶାରୀରିକ ଅସୁବିଧା ଗୁଡିକର ସାମ୍ନା କରିଥାଉ ।ତେବେ 30 ବୟସ ପାର କଲା ପରେ ମଣିଷର ହାଡ଼ ଗୁଡିକ ଓ ଯୋଏଣ୍ଟ ଗୁଡ଼ିକ କ୍ଷୀଣ ହେବାରେ ଲାଗିଥାଏ ।ସେଥିପାଇଁ ଆମକୁ ଉଚିତ ପରିମାଣରେ କ୍ୟାଲସିୟମ ଥିବା ଖାଦ୍ୟ ଖାଇବା ଦରକାର କିନ୍ତୁ ଆମେ କାର୍ଯ୍ୟ ବ୍ୟସ୍ତତା ବା ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ନହୋଇ ଏହାକୁ ଏଡାଇ ଦେଉ ।ଆଉ ପରବର୍ତ୍ତୀ ସମୟରେ ଏହାର ଫଳ ସ୍ୱରୂପ ବହୁତ ପ୍ରକାର ଯୋଏଣ୍ଟ ପେନ ଦେଖା ଦେଇଥାଏ ।

ଆପଣ ଯୋଏଣ୍ଟ ପେନକୁ କିଛି ସାଧାରଣ କହି ହେସ କରନ୍ତୁ ନାହିଁ କାହିଁକି ନା ଥରେ ଆଣ୍ଠୁଗଣ୍ଠି ବ୍ୟଥା ବାହାରିଲେ ତାହା ଭଲ ହେବା ଭାରି କଷ୍ଟ ।ଆଉ ଏଥିରୁ ମିଳୁଥିବା ଯଂତ୍ରଣା ଟ ଅସହ୍ୟ ରାତି ରାତି ନିଦ ହେବ ନାହିଁ ଯଂତ୍ରଣା ପାଇଁ, ଠୋକରେ ଉଠି ବସି ପାରିବେନି ଇତ୍ୟାଦି ପ୍ରି ବହୁତ ଅସୁବିଧା ହେଇଥାଏ ।

ତେବେ ବହୁତ ଲୋକମାନେ ଏଡ଼ବୁରୁ ଉପଶମ ପାଇବା ପାଇଁ ବହୁତ ପ୍ରକାର ଔଷଧ ଖାଇବା ଶ ଉପଚାର ବି କରିଥାନ୍ତି ।କିନ୍ତୁ ଏହା ମାତ୍ର କିଛି ସମୟର ଆରାମ ଦେବା ପରେ ଯାହାକୁ ସେଇୟା ହେଇଥାଏ ।ତେଣୁ ଆଣ୍ଠୁଗଣ୍ଠି ବ୍ୟଥା ରେ ପୀଡିତ ଥିବା ଲୋକ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ବହୁତ କମ ଖର୍ଚ୍ଚରେ ଆପଣ ପାଇପାରିବେ ।ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାରର ପ୍ରସ୍ତୁତି ପ୍ରକ୍ରିୟା ବିଷୟରେ ।

1.ଆବଶ୍ୟକ ସାମ୍ରାଗୀ:-
-ସୋରିଷ ତେଲ
-ଗୋଟିଏ ଜାଇଫଳ

2.ଘରୋଇ ଉପଚାର ପ୍ରସ୍ତୁତି ପ୍ରଣାଳୀ:-

-ଏହି ମିଶ୍ରଣ ପ୍ରସ୍ତୁତି ପାଇଁ ପ୍ରଥମେ ଆପଣ ଏକଁ ଜାଇଫଳ ନିଅନ୍ତୁ ଆଉ ତାକୁ ଫଟାଇ ତାର ଫଳ କୁ ପଶି ଗୁଣ୍ଡ କରି ନିଅନ୍ତୁ ।
-ଏବେ ଗୋଟିଏ ପାତ୍ରରେ ଦୁଇ ଚାମଚ ଜାଇଫଳ ଗୁଣ୍ଡ ନିଅନ୍ତୁ ଆଉ ସେଥିରେ ତିନି ଚାମଚ ସୋରିଷ ତେଲ ପକାଇ ଭଲଭାବେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

3.ପ୍ରୟୋଗ ପ୍ରଣାଳୀ:-

-ଆପଣ ଆପଣଙ୍କ ଯଂତ୍ରଣା ହେଉଥିବା ଜାଗାରେ ସେହି ପେଷ୍ଟକୁ ଭଲଭାବରେ ଲଗେଇ ଦିଅନ୍ତୁ ଆଉ ତାକୁ ଏମିଞି ଛାଡ଼ି ଦିଅନ୍ତୁ ।
-ଯଦି ଆପଣଙ୍କ ର ସବୁଦିନ ଆଣ୍ଠୁଗଣ୍ଠି ବ୍ୟଥା ହେଉଛି ତେବେ ଏହି ପେଷ୍ଟକୁ ସବୁଦିନ ଶୋଇବା ଆଗରୁ ଲଗାନ୍ତୁ ।

ତେବେ ଆପଣ ଏହି ଲଗେଇବା କିଛି ସମୟ ପରେ ଅନୁଭବ କରିପାରିବେ ଆପଣଙ୍କ ପୀଡ଼ା କମ ହେଇଥିବାର ।ତେଣୁ ଆପଣ ଆପଣ ଏହି ଖୁବ ଶସ୍ତା ଓ ସହଜ ଉପାୟକୁ ବ୍ୟବହାର କରି ଆଣ୍ଠୁଗଣ୍ଠି ବ୍ୟଥାରୁ ଉପଶମ ପାଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।