Just another WordPress site

IAS Interview – ଝିଅମାନଙ୍କର ଦୁଇଗୋଡ ମଝିରେ କ’ଣ ଅଛି ? ସାହାସ ଅଛି ତ ଉତ୍ତର ଦିଅ

0 444

ଆମ ସଭ୍ୟତା ଓ ପରମ୍ପରା ଭିତରେ କିଛି ଏମିତି କଥା ରହିଛି ଯାହା ଆମ ପାଠରେ ବି ବିଶେଷ ସ୍ଥାନ ଅଧିକାର କରିଛି ।ଯାହା ଏବେ କାର ପିଲାମାନଙ୍କୁ ବୁଝିବାରେ ବହୁତ କଷ୍ଟ ହେଉଛି କିନ୍ତୁ ସମୟ ଥିଲା ଲୋକମାନେ ଏହି ଜ୍ଞାନ କୁ ନିଜ ନୀତିଦିନ କଥାବାର୍ତ୍ତା ରେ ବ୍ୟବହାର କରୁଥିଲେ ।ତେବେ ଏହା ଏମିତି ଛନ୍ଦା ଛନ୍ଦି ହେଇ ରହେ ଯେ ଥରେ ଏହାକୁ ବୁଝିପାରେ ସେ ଆଉ କେବେ ଏହାକୁ ଭୁଲି ପାରେନି କିନ୍ତୁ ଯିଏ ଏହାକୁ ବୁଝିବାରେ ଟିକିଏ ଭୁଲ କରେ ତାକୁ ଆଉଥରେ ଏହାକୁ ବୁଝିବା କାଠିକର ପାଠ ହେଇଯାଏ ।

ବନ୍ଧୁମାନେ ଆମେ କଥା ହେଉଛୁ ଢଗ ଧମାଳି ବିଷୟରେ ତେବେ ବୁଡ଼ା ବୁଡ଼ି ଏହାମୁ ଆଜି ଯାଏ ବଞ୍ଚେଇ ରଖିବା ସହିତ ନିଜ ଜୀବନରେ ବି ଏହାକୁ ପ୍ରୟୋଗ କରିଥାନ୍ତି ।ସବୁଠୁ ବଡ଼ କଥା ହେଲା ଏହି ଢଗ ଧମାଳି କୁ ବୁଝିବା,କାରଣ ଏହାର ଅର୍ଥ ସବୁବେଳେ ଆମ ଭାବନା ଠାରୁ ବିପରୀତ ହେଇଥାଏ ।ତେବେ ଯଦି ଜଣେ ଏହାକୁ ଠିକରେ ବୁଝିଲେ ସିନା ଜୀବନରେ ବ୍ୟବହାର କରିପାରିବେ ।ତେଣୁ ବନ୍ଧୁମାନେ ଆମେ ଆଜି ସେମିତି କିଛି ଢଗ ଧମାଳି ଭରା ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

1.ତୁଳସୀ _ ପତ୍ରରୁ ବାସେ ।
ଉତ୍ତର – ଦୁଇ

2.କଷ୍ଟ କଲେ _ ମିଳେ ।
ଉତ୍ତର – କୃଷ୍ଣ

3.ଚାଲି ନଜାଣି _ ର ଦୋଷ ।
ଉତ୍ତର – ବାଟ

4.ଅତି ଭକ୍ତି _ ର ଲକ୍ଷଣ ।
ଉତ୍ତର – ଚୋର

5.ଗରଜିଲା ମେଘ _ ନାହିଁ ।
ଉତ୍ତର – ବରଷେ

6.ଆୟକୁ ଦେଖି _ କର ।
ଉତ୍ତର – ବ୍ୟୟ

7.କହି ଜାଣିଲେ _ ସୁନ୍ଦର ।
ଉତ୍ତର – କଥା

8.ସିଧା ଆଙ୍ଗୁଠି ରେ _ ଉଠେ ନାହିଁ ।
ଉତ୍ତର – ଘିଅ

9.ଅତି ଲେମ୍ବୁ ଚିପୁଡ଼ିଲେ _ ।
ଉତ୍ତର – ପିତା

10.ମୋତେ ଯେତେ ମାଠିବୁ ମାଠ ମୁଁ ସେହି _ କାଠ ।
ଉତ୍ତର – ଦରପୋଡ଼ା

11. _ ଧନ ପ୍ରାୟଶ୍ଚିତ ରେ ଯାଏ ।
ଉତ୍ତର – ପାପ

12.ଯେ ଦେଶେ ଯାଇ ସେହି _ ଖାଇ ।
ଉତ୍ତର – ଫଳ

13.ଚୋର ମନ ଚୋର _ ରେ ଥାଏ ।
ଉତ୍ତର – ଗଣ୍ଠିଲିରେ

14.ଶୋଇଲା _ ର ଭାଗ ନଥାଏ ।
ଉତ୍ତର – ପୁଅର

15. _ ଏକା ଆସେ ନାହିଁ ।
ଉତ୍ତର – ବିପଦ

16.ମଙ୍ଗଳ ରାତି _ ପାହାନ୍ତି ।
ଉତ୍ତର – ବୁଧ

17 – ଝିଅମାନଙ୍କର ଦୁଇଗୋଡ ମଝିରେ କ’ଣ ଅଛି ?

ଉତ୍ତର – ଆଣ୍ଠୁ
ବନ୍ଧୁମାନେ ଏହି ଢଗ ଧମାଳି ଗୁଡିକୁ ଭଲଭାବରେ ଜାଣିଲେ ଆପଣ ଏହି ଢଗ ଧମାଳି କୁ ଆପଣଙ୍କ ଜୀଵନରେ ବ୍ୟବହାର କରିପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।