Just another WordPress site

ଗାଧୋଇବା ପୂର୍ବରୁ ଗୋଟେ ଥର ଏହାକୁ ପୁରା ଶରୀର ରେ ଲଗେଇ ଦେଖନ୍ତୁ ୧୦ ଦିନ ରେ ଏତେ ଗୋରା କରିଦବ କି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0 163

ବନ୍ଧୁମାନେ ଆମ ସମାଜରେ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ତାଙ୍କ ତ୍ୱଚା ପ୍ରତି ବିଶେଷ ଗୁରୁତ୍ୱ ଓ ଯତ୍ନଶୀଳ ହେଇଥାନ୍ତି ।ସବୁବେଳେ ସୁନ୍ଦର ଓ ସଜେଇ ହରି ରହିବା ନାରୀ ମାନଙ୍କର ଏକ ମାତ୍ର ଅଧିକାର କହିଲେ ଅତ୍ୟୁକ୍ତି ହେବ ନାହିଁ ।ତେବେ ସୁନ୍ଦର ଓ ଗୋରା ଚେହେରା ପାଇବା କାହାର ବା ଇଚ୍ଛା ନଥାଏ ଆଉ ଏହା ପାଇଁ ବହୁତ ଉପାୟ ଆପଣେଇବାକୁ ପଛଘୁଞ୍ଚା ଦେଇନଥାନ୍ତି ନାରୀମାନେ ।ଆଜିକାଲି ବହୁତ କୃତ୍ରିମ କସମେଟିକ ବି ବାହାରିଲାଣି ଯାହାର ବ୍ୟବହାର କରି ଆପଣ ଆପଣଙ୍କ ତ୍ୱଚାର ବିଶେଷ ଚମତ୍କାର କରିପାରିବେ ।

ଆପଣ ଜାଣିଛନ୍ତି ଏହି କସମେଟିକ ଗୁଡ଼ିକ ବ୍ୟବହାର କରିବା ଦ୍ୱାରା କିଛି ଲାଭ ମିଳିବା ଜାଗାରେ ଏହା ଆମ ସ୍କିନ କୁ ଆହୁରି ଖରାପ ଓ ନଷ୍ଟ କରିଦେଇଥାଏ ।ଏଗୁଡିକର ସାଇଡ ଇଫେକ୍ଟ ବି ବହୁତ ରହିଥାଏ ତେଣୁ ଆମେ କହିବୁ କି ଆପଣ କିଛିବି କସମେଟିକ ବ୍ୟବହାର କରୁଛନ୍ତି ତେବେ ସତର୍କ ରୁହନ୍ତୁ ନହେଲେ ଆପଣ ନିଜର ସୁନ୍ଦର ତ୍ୱଚାକୁ ହରେଇ ବସିବେ ।


ତେବେ କୋମଳ ଓ ସୁନ୍ଦର ଓ ଗୋରା ଚେହେରା ପାଇଁ ବହୁତ ଉପାୟ ଟ ଆପଣେଇ ଥିବେ କିନ୍ତୁ ଆମେ ଆଜି ଏମିତି ଗୋଟିଏ ଉପାୟ ନେଇଆସିଛୁ ଯାହା ଆପଣଙ୍କ ତ୍ୱଚାର କିଛି କ୍ଷତି କରିବ ନାହିଁ ଆଉ ସମ୍ପୂର୍ଣ୍ଣ ପ୍ରାକୃତିକ ପଦାର୍ଥ ରୁ ନିଜେ ପ୍ରସ୍ତୁତ କରିପାରିବେ ।ଏହା ବ୍ୟବହାର କରି ଆପଣ ଖୁବ କମ ଖର୍ଚ୍ଚରେ ବି ସୁନ୍ଦର ମୁହଁ ପାଇ ପାରିବେ ତେବେ ବନ୍ଧୁମାନେ ଆସନ୍ତୁ ଜାଣିବା କଣ ସେହି ବିଶେଷ ଉପାୟ ।

ପ୍ରସ୍ତୁତ ସାମଗ୍ରୀ :-

1-ଲେମ୍ବୁ
2-ମହୁ
3-ଭିଟାମିନ ଇ କ୍ୟାପସୁଲ
4-ଚାଉଳ ଗୁଣ୍ଡ
5-ଗୋଲାପ ଜଳ

ମିଶ୍ରଣ ପ୍ରସ୍ତୁତି ପ୍ରଣାଳୀ :-

-ବନ୍ଧୁମାନେ ପ୍ରଥମେ ଆପଣଙ୍କୁ ଏହି ମିଶ୍ରଣ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ନେବାକୁ ପଡିବ ଆଉ ତାପରେ ଗୋଟିଏ ପାତ୍ରରେ ଦୁଇଟି ଭଟାମିନ ଇ କ୍ୟାପସୁଲ କୁ ଖୋଲି ସେହି ପାତ୍ରରେ ରଖନ୍ତୁ ।
-ଆଉ ତାପରେ ସେହି ପାତ୍ରରେ ଅଧା ଚାମୁଚ ମହୁ ମିଶାନ୍ତୁ ଓ ଅଧା ଚାମଚ ଲେମ୍ବୁ ପାଣି ପକାନ୍ତୁ ।ଏବେ ଏଥିରେ ଅଳ୍ପ ଚାଉଳ ଗୁଣ୍ଡ ଓ କିଛି ଗୋଲାପ ଜଳକୁ ପକେଇ ଭଲଭାବରେ ଗୋଳେଇ ଦିଅନ୍ତୁ ।

-ଆଉ ଏହି ମିଶ୍ରଣ ପ୍ରସ୍ତୁତ ହେଇଗଲା ପରେ ଏହାକୁ ଫେସ ମାସ୍କ ପରି ଭଲଭାବରେ ନିଜ ମୁହଁରେ ଲଗେଇ 15 ମିନିଟ ପର୍ଯ୍ୟନ୍ତ ରଖି ଦିଅନ୍ତୁ ।
-15 ମିନିଟ ପରେ ସଫା ପାଣିରେ ନିଜ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ ଆଉ ଏହିପରି ନିୟମିତ 10 ଦିନ ଯାଏ କରନ୍ତୁ ।
ଆଉ ଦଶ ଦିନ ପରେ ଦେଖିପାରିବେ ମୁହଁରେ ଆସିଥିବା ପରିବର୍ତ୍ତନ କୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।