Just another WordPress site

ଗଭୀର ନଦୀ ଭିତରେ ଆନକୋଣ୍ଡା ସହ ମୁଁହାମୁଁହି ହେଲେ ଯୁବକ କ୍ୟାମେରାରେ ରେକର୍ଡ ହେଲା ଏଭଳି ଭିଡିଓ 86 Million ଲୋକ ଦେଖି ସାରିଲେଣି…

0 2,517

ବନ୍ଧୁଗଣ କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି,ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ଆଉ ଭିଡିଓ ଟିକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଏହା ଏତେ ଭୟଙ୍କର ଅଟେ ବୋଲି।ତେବେ ଆମେ ଆଜି ଆପଣ ଙ୍କୁ ଏହିପରୀ କେତେକ ଭାଇରଲ ତଥା ଅତ୍ୟନ୍ତ ଭୟଙ୍କର ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଦେଖିଲେ ଆପଣ ମଧ୍ୟ କହିବେ କି ଭାଗ୍ୟ ଭଲ ଥିଲା ବୋଲି ବଞ୍ଚିଗଲା।

ତେବେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ବ୍ରାଜିଲ ର ଜଣେ ଜଳ ବୁଡାଳି ଙ୍କ ସହ। ଯିଏକି ନଦୀ ମଧ୍ୟରେ ପ୍ରବେଶ କରିବା ପରେ ତାଙ୍କ ସହ କିଛି ଏହିପରି ଘଟିଲା ଯାହାକୁ ଦେଖିବା ପରେ ସବୁ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ। ତେବେ ନଦୀ ଭିତରେ ଏହି ବୁଡାଳି ଙ୍କର ଏକ ବହୁତ ବଡ଼ ଆନକୋଣ୍ଡା ସହ ଭେଟ ହୋଇଥିଲା ,ଆଉ ତା ପରେ ଆନକୋଣ୍ଡା ଯୁବକ ଙ୍କ ସହ ଯାହା କଲା ଜାଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ବନ୍ଧୁଗଣ ବ୍ରାଜିଲ ର ଏହି ବୁଡାଳି ଜଣଙ୍କ ଜଣେ ପ୍ରଫେସନାଲ ବୁଡାଳି ଥିଲେ ତେଣୁ ଯେବେ ବି ସେ ନଦୀ ଭିତର କୁ ଯାଉଥିଲେ ସାଙ୍ଗ ରେ କ୍ୟାମେରା କୁ ନେଇ ଯାଉଥିଲେ ଆଉ ପାଣି ଭିତରର ଦୃଶ୍ୟ କୁ ରେକର୍ଡ କରୁଥିଲେ। ସବୁଦିନ ପରି ସେଦିନ ମଧ୍ୟ ସେ କ୍ୟାମେରା ନେଇ ନଦୀ ଭିତର କୁ ଗଲେ ,ଆଉ କିଛି ବାଟ ଯିବା ପରେ ସେ ଏକ ବହୁତ ବଡ଼ ଆନକୋଣ୍ଡା ସାପ କୁ ତାଙ୍କ ସାମ୍ନା ରେ ଦେଖିଲେ। ସାପ ଟି କୁ ଦେଖି ସେ ବହୁତ ଆଶ୍ଚର୍ଯ୍ୟ ଚକିତ ହେବା ସହ ଭୟଭୀତ ମଧ୍ୟ ହୋଇଯାଇଥିଲେ।

ସେ ଏହା ମଧ୍ୟ ଭାବି ନେଇଥିଲେ କି ଆଜି ମୋର ଜୀବନ ଯିବା ନିଶ୍ଚିତ ମାତ୍ର ଆଶ୍ଚର୍ଯ୍ୟ ର କଥା ଏହାକି ଯେ ଆନକୋଣ୍ଡା କି ସେଦିନ ଖାଇବା ର ଇଚ୍ଛା ନଥିଲା ବଧେ ।ଆଉ ସେଇଥି ପାଇଁ ସେ ବ୍ୟକ୍ତି ଙ୍କୁ ଦେଖିବା ପରେ ତା ଠାରୁ ଦୁରକୁ ପଳେଇ ଗଲା। ତେବେ ବ୍ୟକ୍ତି ଜଣଙ୍କ ଏହା ଜାଣିପାରି ଥିଲେ କି ସେ ଆନକୋଣ୍ଡା ତାଙ୍କୁ ଖାଇବ ନାହିଁ ତେଣୁ ସେ ତାର ଆଖପାଖ କୁ ଯାଇ ବହୁତ ଭଲ ଭଲ ଫୋଟ ସବୁ ଉଠାଇ ଥିଲେ ଆଉ ସମ୍ପୂର୍ଣ୍ଣ ଘଟଣା ର ଏକ ଭିଡ଼ିଓ ରେକର୍ଡ କରିଥିଲେ।

ତେବେ ବ୍ୟକ୍ତି ଜଣଙ୍କ ପାଣି ରୁ ଆସିବା ପରେ ସେ ଏ ବିଷୟରେ ସମସ୍ତ ଙ୍କୁ ଜଣାଇଲେ ଏବଂ ରେକର୍ଡ କରିଥିବା ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେଉଛି ଯିଏ ଏହାକୁ ଦେଖୁଛି ସେ କହୁଛି ଭାଗ୍ୟ ଭଲ ଥିଲା ତେଣୁ ତୁ ବଞ୍ଚିଗଲୁ। ତେବେ ଏହି ଭିଡ଼ିଓ ଟିକୁ ଆପଣ ମଧ୍ୟ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।