Just another WordPress site

ସୁନ୍ଦରୀ ସ୍ତ୍ରୀ ଙ୍କ ସହ ପ୍ରଥମ ଥର ମାଷ୍ଟର୍ ଶାଶ୍ଵତଙ୍କ ରୋମାନ୍ସ ଏହି ଗୋଟିଏ ଭାଇରାଲ୍ ଭିଡିଓ ମାର୍କେଟ ନେଉଛି … ଦେଖନ୍ତୁ Video

0 147

ଆମ କଳା ଓ ସାହିତ୍ୟ କାହା ଠାରୁ କମ ନୁହେଁ, ଉତ୍କୃଷ୍ଟ କାରୁକାର୍ଯ୍ୟ ଓ ନୃତ୍ୟ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆଜି ଓଡ଼ିଆ ତାର ସ୍ଥାନ ନିର୍ଦ୍ଧାରିତ କରିଛି ।ତେବେ ଏହି ସବୁ କାରିଗରୀ ଓ କୌଶଳ କୁ ଆଗକୁ ନେବାରେ ରହିଛି ଏମିତି କିଛି ଓଡ଼ିଆ ମାନଙ୍କ ର ବିଶେଷ ହାତ ରହିଛି ।ଯେଉଁ ମାନେ ତାଙ୍କର କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ବଳରେ ଅନେକ ବାଧାକୁ ସାମ୍ନା କରି ଆମ କଳାକୁ ଦେଶ ଓ ଦେଶରେ ବାହାରେ ବି ଉପସ୍ଥାପନ କରିଛନ୍ତି ।

ତେବେ ଆମେ ସେମାନଙ୍କ ଭିତରୁ ଖୁବ କମ ବ୍ୟକ୍ତିତ୍ୱ ମାନଙ୍କୁ ଜାଣିଥାଉ କିନ୍ତୁ ଆଜି ସୋସିଆଲ ମେଡ଼ିଆ ଓ ବିଭିନ୍ନ ରିଏଲିଟି ସୋ ଗୁଡିକ ମାଧ୍ୟମରେ ଆମେ ପରଦା ପଛରେ ଥିବେ ସେହି ନାୟକ ଓ ନାୟିକା ମାନଙ୍କୁ ଖୁବ ସହଜରେ ଜାଣିପାରୁଛୁ ।

ସେହିପରି ଆପଣ ଜାଣିଥିବେ ଓଡ଼ିଶାର ବିଶିଷ୍ଟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କୁ ଯିଏ ଆଜି ନିଜର ନୃତ୍ୟରେ କେବଳ ଓଡ଼ିଶା ନୁହେଁ ପୁରା ଭାରତ ବାହାରେ ବି ଖୁବ ପରିଚିତ ।ତାଙ୍କ ନୃତ୍ୟ ଟ୍ରାଡିସନଲ ହେଇଥିବା ବେଳେ ସେଥିରେ ସେ ଆଧୁନିକତାର ଛପକୁ ଏମିତି ଛାଡିଛନ୍ତି ଯାହାକୁ ଦେଖି ଦର୍ଶକ ମାନେ ବିମୋହିତ ହେଇଉ ଠନ୍ତି ।

ଆମେ ତାଙ୍କୁ ଏବେ ବହୁତ ରିଏଲିଟି ସୋ ଗୁଡିକରେ ଜଜ ରୂପେ ଦେଖିବାକୁ ପାଉଛୁ ।କିନ୍ତୁ ତାଙ୍କୁ ସୋସିଆଲ ମେଡ଼ିଆରେ ଖୁବ କମ ଦେଖିବାକୁ ମିଳିଥାଏ କିନ୍ତୁ ବହୁତ ସମୟ ପରେ ଆମେ ତାଙ୍କର ଗୋଟିଏ ଭିଡ଼ିଓ ପାଇଛୁ ଯେଉଁ ଥିରେ ଆପଣ ତାଙ୍କୁ ତାଙ୍କ ସ୍ତ୍ରୀ ଙ୍କ ସହ ଦେଖିପାରିବେ ।ତେବେ ରିସେଣ୍ଟଲି ତାଙ୍କର ଏକ ଭିଡ଼ିଓ ସୋସିଆଲ ମେଡ଼ିଆରେ ଖୁବ ଜୋର ସୋରରେ ଭାଇରଲ ହେଉଛି ତେବେ ଏହି ଭିଡ଼ିଓଟିରେ ସେ ତାଙ୍କ ସ୍ତ୍ରୀ ସହ ରୋମାଣ୍ଟିକ ଗୀତରେ ଖୁବ ସୁନ୍ଦର ଡ଼୍ୟାନ୍ସ କରୁଛନ୍ତି ।ଆଉ ଏହାକୁ ଦେଖି ଶାଶ୍ୱତ ଙ୍କ ଫେନ ମାନେ ବହୁତ ଖୁସି ଅନୁଭବ କରୁଛନ୍ତି କାରଣ ବହୁତ ସମୟ ପରେ ତାଙ୍କର ଏମିତି କିଛି ଭିଡ଼ିଓ ଦେଖିବାକୁ ମିଳିଛି ।

ତେଣୁ ବନ୍ଧୁମାନେ ଯଦି ଆପଣ ତାଙ୍କର ଏହି ଭିଡ଼ିଓ ଦେଖିନାହାନ୍ତି ତେବେ ଜଲଦି ଦେଖନ୍ତୁ ଆପଣ ବି ଖୁବ ଏନଜୟ  କରିବେ ।ତେବେ ବନ୍ଧୁମାନେ ନୃତ୍ୟ ଏକ କଳା ଯାହା ପ୍ରତ୍ୟେକ ମଣିଷ ଜୀବନ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ କାହିଁକି ନା ନୃତ୍ୟ ଆମେ ଖୁସିରେ କରୁ ସେଥିରେ ହଜି ଯାଉ ଆଉ ଏହା ଆମ ଖୁସି ଯତେଇବାର ବି ଏକ ମାଧ୍ୟମ ହେଇଥାଏ ।ଏହାକୁ କେବେ ଖରାପ ଦୃଷ୍ଟିରେ ଦେଖିବା ଅନୁଚିତ ତେବେ ଆମେ ଗୋଟିଏ କଥା କହିବୁ ଆଜିକାଲି ବ୍ୟସ୍ଥ ଜୀବନରେ ନୃତ୍ୟ ହିଁ ଗୋଟିଏ ଉପାୟ ଯେଉଁଥିରୁ ଆମକୁ ରିଲାକ୍ସ ମିଳିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।