Just another WordPress site

ଯେଉଁ ନାରୀର ଛାତିରେ କଳାଜାଇ ଥାଏ ସେମାନଙ୍କ ଚରିତ୍ର କିପରି ହୋଇଥାଏ ? Ajira Anuchinta

0 798

ବନ୍ଧୁମାନେ ଭଗବାନ ଙ୍କ ସୃଷ୍ଟିରେ ମଣିଷ ସବୁ ଜୀବଜନ୍ତୁ ଠାରୁ ଭିନ୍ନ ସେମିତି ମଣିଷର ଗଠନ ବି ଭିନ୍ନ ।ମଣିଷ ଶରୀରର ଗଠନରେ ବିଭିନ୍ନ ପ୍ରକାର ଅଙ୍ଗପ୍ରତ୍ୟଙ୍ଗ ରହିଥାଏ କିଛି ବାହ୍ୟ ଓ କିଛି ଆଭ୍ୟନ୍ତରୀଣ ତେବେ କିଛି ଏମିତି ବି ଦାଗ ବା ଚିହ୍ନ ରହିଥାଏ ଯାହାକୁ ଆମେ କଳାଯାଇ କହୁ ।ତେବେ ଏହି କଳାଯାଇ ଶରୀରରେ ବିଭିନ୍ନ ଅଂଶରେ ଦେଖିବାକୁ ମିଳିଥାଏ କିନ୍ତୁ ଏହାର ବି କିଛି ଅର୍ଥ ରହିଥାଏ କି,ହଁ ଏହି କଳାଯାଇ ର ଆମ ଶରୀରର ଯେଉଁ ଯେଉଁ ସ୍ଥାନରେ ଅଛି ସେହି ଅନୁଯାୟୀ ଏହାର କିଛି ଅର୍ଥ ବି ରହିଛି ।

ଏହିସବୁ କଥା ଆମେ କହୁନାହୁଁ କେତେକ ମହାନ ବ୍ୟକ୍ତି ବିଶେଷ ମାନେ ବିଭିନ୍ନ ପ୍ରକାର ମତ ଦେଇ ଯାଇଛନ୍ତି ।ଯାହା ଦ୍ୱାରା ଆମେ ଏହି କଳାଯାଇ ରହିବାର ମହତ୍ୱ ବୁଝିପାରିବା ସହ ଏହାକୁ ଯେମିତି ଘୃଣା ନ କରିବା ।

ତେବେ ନାରୀମାନେ ହେଉଛନ୍ତି ସବୁକିଛିର ମୁଳ ଯଦି ଜଣେ ନାରୀର ଭଲ ଗୁଣ ଓ ବ୍ୟବହାର ଥିବ ତେବେ ତାର ସମ୍ପୂର୍ଣ୍ଣ ସଂସାର ସୁଖମୟ ହେବ ।ତେବେ ଆଜିକାଲି ନାରୀଙ୍କୁ ଚିନ୍ହିବା ଭାରି କଷ୍ଟ ତେଣୁ ଆମେ ଆପଣଙ୍କୁ ଏମିତି ଗୋଟିଏ ମାଧ୍ୟମ କହିବୁ ଯାହା ଆପଣଙ୍କୁ ନାରୀଙ୍କ ଚରିତ୍ର ଜାଣିବାରେ ସାହାଯ୍ୟ କରିବ ।ତେବେ ଆସନ୍ତୁ ଜାଣିବା ଏହି କଳାଯାଇ ନାରୀ ମାନଙ୍କ ଚରିତ୍ର ଜାଣିବାରେ କେମିତି ସାହାଯ୍ୟ କରେ ।

1.ଯେଉଁ ଲୋକ ଆଖିରେ କଳାଯାଇ ଥାଏ ସେ ଚତୁର,ବୁଦ୍ଧିମାନ ଓ ଦୂରଦୃଷ୍ଟି ସମ୍ପର୍ଣ୍ଣ ହେଇଥାନ୍ତି ।
2.ଯେଉଁ ଲୋକର ପାଦରେ କଳାଯାଇ ଥାଏ ସେହି ବ୍ୟକ୍ତି ଅଶିକ୍ଷିତ ଓ ଧନ ନଷ୍ଟକାରୀ ହେଇଥାନ୍ତି ।
3.ଯେଉଁ ଲୋକର କାନରେ କଳାଯାଇ ଥାଏ ତେବେ ସେହି ବ୍ୟକ୍ତି ଅତ୍ୟନ୍ତ ମିଷ୍ଟଭାଷୀ ଓ ଧର୍ମ ପରାୟଣ ହେଇ ଥାଆନ୍ତି ।

4.ଯେଉଁ ଲୋକଙ୍କ ର ପୃଷ୍ଠ ଭାଗରେ କଳାଯାଇ ରହିଥାଏ ସେମାନେ ଅତ୍ୟନ୍ତ ଧୀର ସ୍ୱାଭବର,ଦାନୀ ହେବାସହ ବହୁତ ସୁଖ ଭୋଗ କରିଥାନ୍ତି ।
5.ଯେଉଁ ଲୋକ ମାନଙ୍କର ଜଙ୍ଘରେ କଳାଯାଇ ରହିଥାଏ ସେହି ବ୍ୟକ୍ତି ମାନେ ଅଧିକ ବଳିଷ୍ଠ ହେବା ସହ ପରୋପକାରୀ ହେଇଥାନ୍ତି ।
6.ଯେଉଁ ଲୋକ ମାନଙ୍କର ଆଖି ତଳେ କଳାଯାଇ ରହିଥାଏ ସେମାନେ ଅଧ ବ୍ୟବସାୟୀ ଓ ପରିଶ୍ରମୀ ହେଇଥାନ୍ତି ।
7.ନାରୀର ଡାହାଣ ବକ୍ଷରେ କଳାଯାଇ ଥିଲେ ସେମାନେ ଅତ୍ୟନ୍ତ ବିଦ୍ୟାବାନ ହେଇଥାନ୍ତି ।

8.ଡାହାଣ ପାଦ ତଳେ କଳାଯାଇ ଥିଲେ ସେମାନେ ଧନବନ୍ତ ହେବା ସହ ଜ୍ଞାନବନ୍ତ ହେଇଥାନ୍ତି ।
ବନ୍ଧୁମାନେ ଏବେ ଆପଣମାନେ ଏହି କଳାଯାଇ ଆପଣଙ୍କ ଶରୀରରେ କୋଉଠି ଅଛି ଦେଖି ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣି ପାରିବେ ।ଆପଣଙ୍କ ଶରୀର ଭଗବାନଙ୍କ ଦାନ ସବୁ ଅଙ୍ଗପ୍ରତ୍ୟଙ୍ଗ ଓ ଦାଗ ଚିହ୍ନର କିଛି ନା କିଛି ମହତ୍ୱ ରହିଛ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।