Just another WordPress site

ଦେଖନ୍ତୁ କେମିତି ପାଟିରେ ଚୋବାଉଛନ୍ତି ବ୍ଲେଡ ଏହି ମଣିଷ .. 36 Million ରୁ ଅଧିକ ଲୋକ ଦେଖି ସାରିଲେଣି… ଭିଡ଼ିଓ ଟି ମୋବାଇଲରୁ ମୋବାଇଲ କୁ ନିଆଁ ଭଳି ହେଉଛି ଭାଇରାଲ…

0 65

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ସହ ଆମେ ସମସ୍ତେ ଉତପ୍ରତ ଭାବରେ ଯୋଡ଼ିତ ।ଆଉ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ର ସମସ୍ତ ଘଟଣା ଆମେ ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଜାଣିପାରି ଥାଉ। ତେବେ କିନ୍ତୁ କେବେ କେବେ ଆମ ସାମ୍ନା କୁ ଏହିପରି କିଛି ଘଟଣା ଆସିଥାଏ ଯାହାକୁ ଦେଖିଲେ ଆମେ ବିଶ୍ୱାସ ତ ଦୂରର କଥା ତାହାକୁ ଗ୍ରହଣ କରିବା ବି ଅସମ୍ଭବ ହୋଇଯାଇଥାଏ।

ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଜଣେ ବ୍ୟକ୍ତି ଙ୍କ ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ମୁଣ୍ଡ ରେ ହାତ ଦେବେ।ତେବେ ବନ୍ଧୁଗଣ ଆପଣ ଲୋକ ଙ୍କୁ ଖାଦ୍ୟ , ନିଶା ଦ୍ରବ୍ଯ , କଞ୍ଚା ପନିପରିବା ତଥା ଚାଇନା ଲୋକଙ୍କ ଭଳି ଜୀବ ଜନ୍ତୁ ଙ୍କୁ ଖାଇବା ର ଦେଖିଥିବେ କିନ୍ତୁ କଣ ଆପଣ କେବେ ବି କୌଣସି ବ୍ୟକ୍ତି ଙ୍କୁ ବ୍ଲେଡ଼ ଖାଇ ବଞ୍ଚିଥିବାର ଦେଖିଛନ୍ତି।

କେବେ ବି ଦେଖି ନଥିବେ କିନ୍ତୁ ଆମେ ଆଜି ଆପଣ ଙ୍କୁ ଆମ ରାଜଧାନୀ ଭୁବନେଶ୍ବର ରେ ଜଣେ ବ୍ୟକ୍ତି ଙ୍କ ବିଷୟରେ ଜଣେଇବୁ ଯିଏକି କେବେ ବି ଖାଦ୍ୟ ଗ୍ରହଣ କରନ୍ତି ନାହିଁ ବରଂ ବ୍ଲେଡ଼ କୁ ଖାଇ ବଞ୍ଚନ୍ତି। ଆଉ ଏହି ମ୍ୟାଜିକ କରି ଯାହା ରୋଜଗାର ହୋଇଥାଏ ତାହା ଗାଈ କୁକୁର ଙ୍କୁ ଖାଇବା କୁ ଦେଇଦିଆନ୍ତି ।ତେବେ ଆସନ୍ତୁ ଜାଣିବା ଏହି ବିଚିତ୍ର ବ୍ୟକ୍ତି ଙ୍କ ବିଷୟରେ।

ବନ୍ଧୁଗଣ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାଲେଶ୍ଵର ର ପ୍ରମଦ କୁମାର ଆଉ ବର୍ତ୍ତମାନ ସେ ରାଜଧାନୀ ଭୁବନେଶ୍ବର ରେ ରୁହନ୍ତି। ତେବେ ସେହି ବ୍ୟକ୍ତି ଜଣଙ୍କ କିଛି ବି ଖାଦ୍ୟ ତଥା ଭାତ , ତରକାରୀ କିମ୍ବା ରୋଟି କୁ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ନାହିଁ। ସେ କେବଳ ବ୍ଲେଡ଼ ଖାଇଥାନ୍ତି ଆଉ ନିଜର ଏହି କଳା ଦେଖି ଲୋକଙ୍କ ଠାରୁ ପଇସା ମଧ୍ୟ ନେଇଥାନ୍ତି। ତେବେ ସେ ବ୍ଲେଡ଼ କୁ ସାଧାରଣ ଖାଦ୍ୟ ପରି ଚୋବାଇ ଚୋବାଇ ଖାଇଥାନ୍ତି।

ଆଉ ସେ ଜଣେ ବ୍ୟକ୍ତି ଙ୍କୁ ପାଟିରେ ବ୍ଲେଡ଼ ଅଛି ବୋଲି ଦେଖାଇଲେ ୨ ଟଙ୍କା ,ତାହାକୁ ଚୁବାଇ ଗୁଣ୍ଡ କଲେ ୫ ଟଙ୍କା ଆଉ ଖାଇଦେଲେ ୧୦୦ ଟଙ୍କା ନିଅନ୍ତି।ଲୋକମାନେ ମଧ୍ୟ ଏହିପରି ଯାଦୁ ଦେଖାଇ ପ୍ରମଦ ଙ୍କୁ ଟଙ୍କା ଦେଇଥାନ୍ତି ଆଉ ଏହି ଟଙ୍କା ରେ ସେ ଗାଈ ଓ କୁକୁର ଙ୍କୁ ଖାଇବା କୁ ଦିଅନ୍ତି। ତାଙ୍କର ଖାଦ୍ୟ କହିଲେ କେବଳ ଚା , ଗୁଟକା ଓ ବ୍ଲେଡ଼ ଖାଇ ସେ ବଞ୍ଚିଥାନ୍ତି। ଏହି କାମ ସହ ସେ ଜଣେ ରାଜମିସ୍ତ୍ରୀ ଭାବରେ କାମ କରନ୍ତି।

ତେବେ ସେ କହିଛନ୍ତି କି ଛୋଟ ବେଳେ ପିଲା ମାନେ ଚକଲେଟ ବିସ୍କୁଟ ଖାଇଥାନ୍ତି ଆଉ ସେ ବ୍ଲେଡ଼ ତେଣୁ ତାଙ୍କୁ କିଛି ହୁଏ ନାହିଁ। ପିଲା ଦିନ ରୁ ବ୍ଲେଡ଼ ଖାଇବା ତାଙ୍କର ଅଭ୍ୟାସ ଅଟେ। ସେ ଯୁକ୍ତ ତିନି ପାସ କରିଛନ୍ତି ,ଆଉ ଚାକିରୀ ପାଇଁ ଭୁବନେଶ୍ବର ଆସିଥିଲେ ମାତ୍ର ଚାକିରୀ ତ ପାଇଲେ ନାହିଁ ଏହି କାମ ରେ ଯାହା ରୋଜଗାର କରୁଛନ୍ତି ।ତେବେ ତାଙ୍କର ଏହି ଭିଡ଼ିଓ ଟିକୁ ଦେଖି ବର୍ତ୍ତମାନ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ,ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।