Just another WordPress site

ରାଜଧାନୀରେ ଇଂଲିଶ ଭିକାରୀ , ପାଠ ନପଢି ତାଙ୍କ ମୁହଁରୁ ଇଂଲିଶ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ… ଦେଖନ୍ତୁ ଭିଡ଼ିଓ

0 140

ବନ୍ଧୁଗଣ ବର୍ତ୍ତମାନ ର ଏହି 21st ସେଂତୁରୀ ରେ ଆମ ଦେଶ ଅନ୍ତର୍ଜାତୀୟ ସ୍ତର ରେ ବହୁତ ନାମ କମାଇଲେଣି ,ଖାଲି ଏତିକି ନୁହେଁ ବରଂ ଆମ ଦେଶ ଭାରତ ବହୁତ ଅଗ୍ରଗତି ମଧ୍ୟ କରିଲାଣି। କିନ୍ତୁ ଦେଶ ଭିତରେ ରହିଛି ସବୁଠାରୁ ବଡ଼ ସମସ୍ୟା ରହିଛି ତାହା ହେଉଛି ବେରୋଜଗାର ସମସ୍ୟା ଯାହା ଉପରେ କାହାର ନଜର ନାହିଁ। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ପ୍ରକାରର ଦୃଶ୍ୟ ।

ତେବେ ସେହି ବେରୋଜଗାର କୁ ମେଣ୍ଟାଇବା ପାଇଁ ସେମାନେ ଭିକ୍ଷା ବୃତ୍ତି କରୁଛନ୍ତି। ତେବେ ଆପଣ ମାନେ ଭିନ୍ନ ଭିନ୍ନ ପ୍ରକାରର ଭିକାରୀ ଦେଖିବା କୁ ପାଉଥିବେ।ତେବେ କିନ୍ତୁ ଆମେ ଆଜି ଆପଣ ଙ୍କୁ ଏହିପରି ଜଣେ ଭିକାରୀ ଙ୍କ ବିଷୟରେ ଜଣେଇବା କୁ ଯାଉଛୁ ଯାହାଙ୍କର ଇଂରାଜୀ ଶୁଣିଲେ ଆପଣ ଆବାକ ହୋଇଯିବେ।

ଆଜ୍ଞା ହଁ ଆପଣ ଏହିପରି ବହୁତ କମ ଭିକାରୀ ଙ୍କୁ ଦେଖିଥିବେ ଯିଏକି କି ଏତେ ଭଲ ଇଂରାଜୀ କହୁଛନ୍ତି ଯେ ଭଲ ଇଂରାଜୀ କହୁଛନ୍ତି ତାଙ୍କ ଆଗରେ ପାଠ ପଢା ପିଲା ବି ଫିକା ପଡିଯିବେ। ତେବେ ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶ୍ରୀପତି ପାତ୍ର ଯିଏକି ରାଜଧାନୀ ଭୁବନେଶ୍ବର ରେ ପ୍ରାୟ ଆଜକୁ ୩୦ ବର୍ଷ ହେବ ଭିକ୍ଷା ମାଗି ଚଳୁଛନ୍ତି।

ତେବେ ସେ ଇଂରାଜୀ ଭାଷା ରେ କଥା କହି ଲୋକଙ୍କ ଠାରୁ ଭିକ ମାଗିଥାନ୍ତି ତେବେ ଲୋକେ ତାଙ୍କର ଇଂଲିଶ ଦେଖି ସବୁ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥାନ୍ତି। ତେବେ ତାଙ୍କୁ ଯେତେ ବେଳେ ଏହି ବିଷୟରେ ଶ୍ରୀପତି ଙ୍କୁ ପଚରାଯାଇଥିଲା ସେ ଯାହା ସବୁ ଉତ୍ତର ଦେଇଥିଲେ ତାହା ଜାଣିଲେ ଆପଣ ଙ୍କୁ ଆହୁରି ଝଟକା ଲାଗିବ। ତେବେ ଶ୍ରୀପତି ପାତ୍ର କୁହନ୍ତି କି ସେ ଆଜ କୁ ୩୦ ବର୍ଷ ହେବ ରାଜଧାନୀ ର ୟୁନିଭର୍ସିଟି ଆଗ ରେ ଭିକ୍ଷା ବୃତ୍ତି କରୁଛନ୍ତି ଆଉ ସେହି ୟୁନିଭର୍ସିଟି ପିଲା ଙ୍କ ଠାରୁ ସେ ଏହି ଇଂରାଜୀ ଭାଷା ଶିକ୍ଷା କରିଛନ୍ତି। ଆଉ ବର୍ତ୍ତମାନ ସେ ପୁରା ଭଲ ଭାବରେ ଇଂଲିଶ କହିପାରୁ ଛନ୍ତି।


ଖାଲି ଏତିକି ନୁହେଁ ବରଂ ସେ କହିଛନ୍ତି କି ତାଙ୍କ ଜୀବନ ରେ ସେ ଏତେ ଔଷଧ ଖାଇଛନ୍ତି କି ତାଙ୍କୁ କରନା କଣ କୌଣସି ରୋଗ ହେବ ନାହିଁ କାହିଁକି ନା ତାଙ୍କର ଦେହ ବର୍ତ୍ତମାନ ଏକ ବିଷ ଭଳି ହୋଇଯାଇଛି। ସେ କହିଛନ୍ତି ଜି ଯଦି ସେ କୌଣସି କୋଭିଡ ଆକ୍ରାନ୍ତ ଙ୍କୁ ଛୁଇଁ ଦିଅନ୍ତି ଏମିତି କି ତଞ୍ଜୁ ଗାଧୁଆ ପାଧୁଆ ବି କରନ୍ତି ତେବେ ତାଙ୍କୁ କିଛି ବି ହେବ ନାହିଁ।ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି। ସମସ୍ତେ ତାଙ୍କର ଇଂଲିଶ ଶୁଣି ଆବାକ ହୋଇଛନ୍ତି ଏବଂ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଆପଣ ମଧ୍ୟ ଥରେ ଏହି ଭିକାରୀ ଙ୍କର ଇଂଗଲି ନିଶ୍ଚିତ ଶୁଣନ୍ତୁ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।