Just another WordPress site

Odia Jokes- ପପୁ ନିଜ ଚାକିରାଣୀ କୁ କବାଟ କଣ ରେ କିସ୍ କରୁଥିଲା, ଏହି କମେଡ଼ି ପଢ଼ିଲେ ହସି ହସି ଗଡ଼ିବେ

0 524

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟର ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1 – ପ୍ରଥମ ଲୋକ: ଭାଇ ମୋ ଉପରେ ସମସ୍ତେ ଖାଲି ରାଗୁଛନ୍ତି ଆଉ ସେଭି ପୁଣି ବିନା କାରଣ ରେ।
ଦ୍ଵିତୀୟ ଲୋକ: ଗୋଟେ କାମ କରେ, ଯାଇକି ସେ ଲୋକ ଗାଲରେ ଦୁଇ ଚାରିଟା ଚାପୁଡ଼ା ଲଗା, ସେ ରାଗି ଯାଇକି ପିଟିବ, ଆଉ କାରଣ ଭି ଥିବ।

2 – ଗୋଟେ ମହା କଞ୍ଜୁସ୍ ନିଜ ପୁଅ କୁ ବାଡଉଥିଲା,
ପଡୋଶୀ: ନିଜ ପୁଅକୁ କଣ ପାଇଁ ବାଡାଉଛ?
କଞ୍ଜୁସ୍: ବହୁତ ବଦମାସ ମୋ ପୁଅ ଜାଣିନ ତାକୁ କହିଲି ଗୋଟେ ଗୋଟେ ପାହାଚ ଚଢ଼ିବୁ ଚପଲ କମ୍ ଘୋରି ହେବ, ମାଡୁଆ ଦୁଇ ଦୁଇଟି ସିଢ଼ି ଚଢ଼ି ଆସିଛି ପେଣ୍ଟ ଫାଟି ଯାଇଛି।

3- ଚମ୍ପୁ (ପ୍ରେମିକାକୁ): ବାହାଘର ପରେ ତମେ ଅଲଗା ଘର ମାଗିବନି ତ।
ପ୍ରେମିକା: ନାହିଁ, ମୁଁ ଏମିତିକା ଝିଅ ନୁହଁ, ତମେ ବାହାଘର ପରେ ନିଜ ମାକୁ ଅଲଗା ଘର ଦେଇ ଦେବ।

4 – ସ୍ବାମୀ: ମୁଁ ତୁମକୁ ଯେତେବେଳେ ବାଡ଼ାଏ, ତୁମେ କଣ କରି ତୁମ ରାଗ କୁ ଶାନ୍ତ କର…?
ସ୍ତ୍ରୀ: ଟଏଲେଟ୍ ସଫା କରିକି..!
ସ୍ବାମୀ: ଜୋର୍ ରେ ହଁସିକି କହିଲା… କି ପାଗଳ ସ୍ତ୍ରୀ ତମେ, ରାଗ ସହିତ ଟଏଲେଟ୍ ସଫାର ସମ୍ପର୍କ କଣ?
ସ୍ତ୍ରୀ: ଟଏଲେଟ୍ ତମ ଟୁଥବ୍ରଶ ରେ ସଫା କରୁଛି।

5 –  ପପୁ ନିଜ ଚାକିରାଣୀ କୁ କବାଟ କୋଣ କୁ ନେଇ କିସ କରିବାକୁ ଲାଗିଲା

ପପୁ ; ଆରେ ବାଃ ତମ ଓଠ ମୋ ସ୍ତ୍ରୀ ଓଠ ଠାରୁ ତ ବହୁତ ନରମ

ଚାକିରାଣୀ ; ଆଉ ତମ ପୁଅର ସାଇଜ ତମ ଠାରୁ ବି ବେଶୀ ବଡ଼..

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।