Just another WordPress site

New Twist – ଭାଇରଲ ହେଉଛି ସୋନାଲି ଙ୍କର ଇନଷ୍ଚାଗ୍ରାମ ର Live ଭିଡିଓ ଯାହାକୁ ଦେଖିଲେ ଆପଣ ଜାଣଯିବେ …

0 6,167

ଆପଣ ମାନେ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ସିଙ୍ଗର ସୋନାଲି ନନ୍ଦ ଙ୍କୁ ନେଇ ତଥା ସୌମ୍ୟ ଙ୍କର ଆତ୍ମହତ୍ୟା କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ ସୋନାଲି ,ସୌମ୍ୟ ଙ୍କୁ ପ୍ରେମ କରୁଥିଲେ ଆଉ ଏକ ବର୍ଷ ର ପ୍ରେମ ପରେ ସେ ତାଙ୍କୁ ପ୍ରତାରଣା କରିବା ସହ ଅନ୍ୟ ଯୁବକ ଙ୍କ ସହ ସମ୍ପର୍କରେ ରହୁଥିଲେ।ଖାଲି ଏତିକି ନୁହେଁ ବରଂ ସୋନାଲି ,ସୌମ୍ୟ ଙ୍କୁ ମାନସିକ ସ୍ତରରେ ଏତେ ଦୁର୍ବଳ କରିଦେଇଥିଲେ କି ଶେଷ ରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ। ତେବେ ସୌମ୍ୟ ଙ୍କର ଆତ୍ମହତ୍ୟା ପାଇଁ କେବଳ ସୋନାଲି ଦାୟୀ ବୋଲି ସମସ୍ତେ ମତ ରଖିଥିଲେ।

ତେବେ ବର୍ତ୍ତମାନ ସୋନାଲି ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯେଉଁ ଥିରେ ସେ ଆତ୍ମହତ୍ୟା ଉପରେ ପାଠ ପଢ଼ୁଛନ୍ତି।

ସେ ସୋସିଆଲ ମିଡ଼ିଆ ରେ ସୁଇସାଇଟ କୁ ନେଇ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ଯାହା ଦେଖିଲେ ଆପଣ ମଧ୍ୟ ହୃଦୟଙ୍ଗମ କରିବେ କି ସୌମ୍ୟ ଙ୍କର ଆତ୍ମହତ୍ୟା ବା ତାଙ୍କର ମୃତ୍ୟୁ ରେ ସୋନାଲି ଙ୍କୁ କିଛି ଫରକ ପଡୁ ନାହିଁ।ସେ ଏବେ ବହୁତ ଖୁସି ରେ ଅଛନ୍ତି ଜଣେ ମା ଙ୍କ ପାଖରୁ ତା ପୁଅ କୁ ସବୁଦିନ ପାଇଁ ଛଡେଇ ନେଇ ଆଉ ଗୋଟିଏ ଭଉଣୀ କୁ ଭାଇ ଠାରୁ ଅଲଗା କରିଦେଇ।

ତେବେ ଭିଡ଼ିଓ ଟିରେ ସୋନାଲି କହିଛନ୍ତି ,”ସୁଇସାଇଟ କରିବା ଦ୍ୱାରା କୌଣସି ସମସ୍ୟା ର ସମାଧାନ ତ ହୁଏ ନାହିଁ ମାତ୍ର ତୁମର ଜୀବନ ଟି ଚାଲିଯିବ। ଯେତେବେଳେ ଜୀବନ ରେ କିଛି ସମସ୍ୟା ରହୁଛି ସେତେବେଳେ ଆତ୍ମହତ୍ୟା କରିବାକୁ ସମସ୍ତେ ଶେଷ ରାସ୍ତା ବୋଲି ଭାବୁଛନ୍ତି ମାତ୍ର ତାହା ଠିକ ନୁହେଁ।ଜଣେ ବ୍ୟକ୍ତି ସେତେ ବେଳେ ଆତ୍ମହତ୍ୟା କରେ ଯେତେବେଳେ ସେ ମାନସିକ ସ୍ତର ରେ ଦୁର୍ବଳ ହୋଇପଡେ ସେତେବେଳେ ସେ ସୁଇସାଇଟ କରିବା କୁ ଭାବି ଥାଏ। ମାତ୍ର ସୁଇ ସାଇଟ କରିବା ଦ୍ୱାରା କିଛି ଫରକ ପଡେ ନାହିଁ କାହାକୁ କେବଳ ନିଜ ପରିବାର ହିଁ ସବୁଦିନ ପାଇଁ ତୁମକୁ ହରାଇ ଥାଏ। “।

ତେଣୁ ପରିସ୍ଥିତି ଯାହା ବି ହେଉ ନା କାହିଁକି କେବେ ବି ଆପଣ ସୁଇସାଇଟ କରନ୍ତୁ ନାହିଁ।ତେବେ ସୋନାଲି ଏହି ଭିଡ଼ିଓ ଟି ନିଜେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ସବୁ ଆଡେ ନିଆଁ ପରି ଭାଇରଲ ହେଉଛି। ତେବେ ଏହି ଭିଡ଼ିଓ ଟି ସାମ୍ନା କୁ ଆସିବା ପରେ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି ଆଉ ସମସ୍ତେ ସୋନାଲି ଙ୍କୁ କଡା ସୋମଲୋଚନା ମଧ୍ୟ କରିଛନ୍ତି। କାରଣ କେବଳ ସୋନାଲି ଙ୍କ ପାଇଁ ଆଜି ସୌମ୍ୟ ଆମ ସହ ନାହାନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ଆପଣ ଦେଖନ୍ତୁ ଆଉ ନିଜର ମତାମତ ନିଶ୍ଚିତ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।