Just another WordPress site

ସୁଶାନ୍ତ ସିଂ ଓ ରିୟା ଚକ୍ରବର୍ତ୍ତୀ ଙ୍କ ମଧ୍ୟରେ ଥିବା ଏହି ଗୁପ୍ତ ଭିଡ଼ିଓ ସେୟାର କଲେ “Riya” … 33 କୋଟିରୁ ଅଧିକ ଲୋକ ଦେଖିସାରିଲେନି

0 2,607

ବନ୍ଧୁଗଣ ଆଜକୁ ପ୍ରାୟ ଦୁଇ ବର୍ଷ ହେବ ଆମ ବଲିଉଡ ର ଲୋକପ୍ରିୟ ତଥା ହ୍ୟାଣ୍ଡସମ ହିରୋ ସୁଶାନ୍ତ ସିଂ ରାଜପୁତ ଙ୍କର ମୃତ୍ୟୁ ହୋଇଥିଲା। ତେବେ କୁହାଯାଇଛି କି ତାଙ୍କୁ ମାନସିକ ସ୍ତରରେ ବହୁତ ଦୁର୍ବଳ କରି ପରେ ଯୋଜନା ଅନୁସାରେ ହତ୍ୟା କରାଯାଇଥିଲା।

ତେବେ ହୁଏତ ସେ ଆଜି ଆମ ସହ ନାହାନ୍ତି କିନ୍ତୁ ତାଙ୍କର ଅଭିନୟ ଦ୍ୱାରା ସେ ଆଜି ବି ଆମ ହୃଦୟ ରେ ଜୀବିତ ଅଛନ୍ତି ଆଉ ଲୋକମାନେ ତାଙ୍କୁ ସେତିକି ଭଲ ପାଇବା ଦେଉଛନ୍ତି। ତେବେ ବର୍ତ୍ତମାନ ତାଙ୍କର ଜନ୍ମ ଦିନ ଉପଲକ୍ଷେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି ।

ତେବେ ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତ ଙ୍କର ମୃତ୍ୟୁ ପଛରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଙ୍କର ହାତ ଥିବା ମଧ୍ୟ କୁହାଯାଇଛି। ତେବେ ପ୍ରାଥମିକ ସୂଚନା ରୁ ଏହା ମଧ୍ୟ ଜଣା ପଡିଥିଲା କି ରିୟା ସୁଶାନ୍ତ ଙ୍କର ଗାର୍ଲଫ୍ରେଣ୍ଡ ଥିଲେ ବୋଲି। ତେବେ ଚକିତ ବର୍ଷ ସୁଶାନ୍ତ ଙ୍କର ଜନ୍ମ ଦିନ ରେ ରିୟା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସୁଶାନ୍ତ ଙ୍କ ସହ ତାଙ୍କର ଏହିପରି ଏକ ଭିଡ଼ିଓ ସେୟାର କରିଥିଲେ ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେଉଛି। ତେବେ ଆସନ୍ତୁ ଜାଣିବା ସେହି ଭିଡ଼ିଓ ଟି ବିଷୟରେ।

ତେବେ ସୁଶାନ୍ତ ଙ୍କର ଜନ୍ମ ଦିନ ରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ , ଜିମ ସେଣ୍ଟର ର ଏକ ଭିଡ଼ିଓ ସେୟାର କରିଥିଲେ ଯେଉଁ ଥିରେ ସୁଶାନ୍ତ ତାଙ୍କ ସହ ବହୁତ ମସ୍ତି କରୁଥିବା ର ଦେଖାଯାଇଥିଲା। ଭିଡ଼ିଓ ଟିରେ ଦେଖାଯାଇ ଥିଲା କି ଏକ ଜିମ ରେ ସୁଶାନ୍ତ ଓ ରିୟା ବହୁତ ଫୋନି ଫୋଟ ସବୁ କ୍ଲିକ କରୁଥିଲେ ଆଉ ସୁଶାନ୍ତ ଏଥିରେ ବହୁତ ମସ୍ତି ମଜାକ କରୁଥିଲେ। ତେବେ ରିଆ ଚକ୍ରବର୍ତ୍ତୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସୁଶାନ୍ତ ଙ୍କର ଏହି ଭିଡ଼ିଓ ଟି ସେୟାର କରିବା ସହ କ୍ୟାପ୍ସନ ରେ ଲେଖିଥିଲେ କି “ପ୍ରେମ ତୁମେ ମୋର ବହୁତ ମନେ ପଡୁଛ”।

ତେବେ ଆପଣ ମାନେ ଜାଣିଥିବେ କି ୨୦୨୦ ମସିହାରେ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ରେ ରହୁଥିବା ତାଙ୍କ ହୋଟେଲ ରୁମ ରେ ବେକ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଆଉ ତାଙ୍କର ମୃତ୍ୟୁ ଏକ ଆତ୍ମହତ୍ୟା ନୁହେଁ ବରଂ ଏକ ଯୋଜନା ଵଧ ହତ୍ୟା ବୋଲି ସମସ୍ତେ ଦାବି କରିଥିଲେ ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତ ଙ୍କର ମୃତ ର ରହସ୍ୟ ଏକ ରହସ୍ୟ ହୋଇ ରହିଯାଇଛି।


ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରଲ ହେଉଛି ଏବଂ ଲୋକ ମାନେ ଏହାକୁ ଦେଖି ପୁଣି ଥରେ ତାଙ୍କର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ଙ୍କୁ ବହୁତ ମନେ ପକାଇଛନ୍ତି।ତେବେ ସମସ୍ତେ ଏହି ଭିଡ଼ିଓ କୁ ଦେଖି ଭାବ ବିହ୍ଵଳ ହୋଇଯାଇଛନ୍ତି ଏବଂ ସମସ୍ତ ଙ୍କର ଆଖିରେ ଲୁହ ଆସିଯାଇଛି କାରଣ ଆମେ ଜଣେ ଭଲ ଅଭିନେତା ଙ୍କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।