Just another WordPress site

IAS Interview Questions ଏମିତି କେଉଁ ଜିନିଷ ଅଛି ଯାହା ମହିଳା ମନେ ଖାଆନ୍ତି ଆଉ ପିନ୍ଧନ୍ତି ? ଦମ୍ ଅଛି ତ ପ୍ରଶ୍ନର ଉତ୍ତର ଦିଅ

0 130

ଆଜିକାଲି ସବୁ କ୍ଷେତ୍ରରେ ପ୍ରତିଯୋଗିତା ଦିନକୁ ଦିନ ବଡିବାରେ ଲାଗିଛି କାରଣ କାହା ପାଖରେ ବି ତେଲେଣ୍ଟ ର ଅଭାବ ନାହିଁ ।ଏବେକାର ପିଲା ମାନେ ବହୁ ଜ୍ଞାନର ଅଧିକାରୀ ହେବା ସହ ଟେକ୍ନୋଲୋଜି କ୍ଷେତ୍ରରେ ବି ସବୁଠୁ ଆଗରେ ।ତେବେ ସେମାନଙ୍କ ଭିତରେ ଥିବା ତେଲେଣ୍ଟ କୁ ଲକ୍ଷ୍ୟ କରି ଆଜିର ଚାକିରୀ ନିୟଯୋଗ କ୍ଷେତ୍ରରେ ବି ବହୁତ କଠିନ ପରୀକ୍ଷା ଗୁଡ଼ିକ ପାସ କରିବାକୁ ପଡିଥାଏ ।

ଆମ ଦେଶର ୟୁପିଏସି ବିଭାଗ ଦ୍ଵାରା ବହୁତ ପିଲା ଚାକିରେ ନିୟଯୋଗ ହେଇଥାନ୍ତି ।ତେବେ ଆ.ଏ.ସ. ହେବା ପାଇଁ ବି ବହୁତ ପିଲା ଏହି ପରୀକ୍ଷା ଦେଇଥାନ୍ତି ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା ଏହି ପରୀକ୍ଷା ଦେଇଥାନ୍ତି କିନ୍ତୁ କିଛି ପିଲା ହିଁ ଆ.ଏ.ସ. ପାଇବାରେ ସଫଳ ହେଇଥାନ୍ତି ।

ତେବେ ଏହି ପରୀକ୍ଷାର ସବୁ ରାଉଣ୍ଡ କ୍ବାଲିଫାୟ କରିବା ପରେ ଜଣେ ଇଣ୍ଟରଭ୍ୟୁ ରାଉଣ୍ଡ ପାଇଁ ସିଲେକ୍ଟ ହେଇଥାନ୍ତି ।ଆଉ ଏହି ରାଉଣ୍ଡ ରେ ପିଲାର ଉପସ୍ଥିତ ବୁଦ୍ଧି, ଜ୍ଞାନ, ନିଜର ଚିନ୍ତାଧାରା,ସମାଜ ପ୍ରତି କର୍ତ୍ତବ୍ୟ କଣ ସେସବୁ ଜାଣିବା ପାଇଁ ଏମିତି ପ୍ରଶ୍ନ ପଚାରା ଯାଏ ଯାହାର ଉତ୍ତର ଦେବାରେ ସବୁ ପିଲା ସମର୍ଥ ନୁହଁନ୍ତି ।ବନ୍ଧୁମାନେ ଆମେ ଆପଣଙ୍କ ସୁବିଧା ଓ ଜ୍ଞାନ ବୃଦ୍ଧି ପାଇଁ ସେମିତି କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଜାଣିଲେ ଆପଣ କୋଉ ବି ଇଣ୍ଟରଭ୍ୟୁ ଦେବା ପାଇଁ ଡରିବେ ନାହିଁ ।ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଓ ଉତ୍ତର ଗୁଡିକ….

1.କେଉଁ ମନ୍ତ୍ରଣାଳୟର “ବୈଦ୍ୟ ଆପଣଙ୍କ ଦ୍ୱାର” ନାମକ ଯୋଜନା ଆରମ୍ଭ କଲା?
ଉତ୍ତର – ଆୟୁଷ ମନ୍ତ୍ରଣାଳୟ

2.୨୦୨୨ ଫିଫା ବିଶ୍ୱକପରୁ କେଉଁ ଦେଶ ନିଜକୁ ବାହାର କରିଥିଲା?
ଉତ୍ତର – ଉତ୍ତର କୋରିଆ

3.ଭାରତରେ କୋଉ ରାଜ୍ୟରେ ସବୁଠାରୁ ଅଧିକ ମଣ୍ଡି ଅଛି ?
ଉତ୍ତର – ତାମିଲନାଡୁ

4.ଚେକମେଟ କୋଭିଡ ପଦକ୍ଷେପ କିଏ ଆରମ୍ଭ କଲା?
ଉତ୍ତର – ଅଲ ଇଣ୍ଡିଆ ଚେସ ଫେଡେରେଶନ

5.କେଉଁ ତିନୋଟି ଅକ୍ଷର ଛୋଟ ଝିଅକୁ ସ୍ତ୍ରୀ ଲୋକ କରିଦିଏ ?
ଉତ୍ତର – ବୟସ

6.ଭାରତରେ କେଉଁ ଷ୍ଟେସନରେ କେବଳ ମହିଳା କର୍ମଚାରୀ ଅଛନ୍ତି ?
ଉତ୍ତର – ମଟୁଙ୍ଗା ରେଲୱେ ଷ୍ଟେସନ

7.Wi Fi କେତେ ଦୂର ପର୍ଯ୍ୟନ୍ତ Connect ହେଇଥାଏ ?
ଉତ୍ତର – 92 ମିଟର ପର୍ଯ୍ୟନ୍ତ

9.5ରୁ 2 ବାହାର କରି ନେଲେ ତାହା 4 ହେଇଯିବ ?
ଉତ୍ତର – five =5 ଆଉ ଏଥିରୁ f ଓ e କୁ ବାହାର କରିଲେ ରହିବ iv=4

10 -ଏମିତି କେଉଁ ଜିନିଷ ଅଛି ଯାହା ମହିଳା ମନେ ଖାଆନ୍ତି ଆଉ ପିନ୍ଧନ୍ତି ?

ଉତ୍ତର  –  ଏହିଭଳି କିଛି ଜିନିଷ ନାହିଁ ଯାହାକୁ ମହିଳାମାନେ ଖାଆନ୍ତି ଓ ପିନ୍ଧନ୍ତି ନାହିଁ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।