Just another WordPress site

ବିବାହର ମାତ୍ର 5ଦିନ ପରେ ହନୁମୁନ ଯାଇ ପ୍ରଥମଥର ଏହିପରି ରୋମାଣ୍ଟିକ ଭିଡ଼ିଓ ଓ ଫୋଟ ସେୟାର କଲେ ଡ଼୍ୟାନ୍ସର ହରିହର

0 31

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଓଡିଶାରେ ଜଣେ ପ୍ରସିଦ୍ଧ ଡ଼୍ୟାନ୍ସର ତଥା ହିରୋ ହରିହର ଙ୍କ ର ବିବାହ କୁ ନେଇ ଚର୍ଚ୍ଚା ଚାଲିଛି। ତାଙ୍କ ବିବାହ କୁ ନେଇ ଯେତିକି ଚର୍ଚ୍ଚା ଚାଲିଛି ତାଙ୍କ ବିବାହରେ ଅନ୍ୟ ଡ଼୍ୟାନ୍ସର ଓ କଳାକାର ତଥା ତାଙ୍କର ପରିବାର ଲୋକ ମାନେ ଯାହା ସବୁ କରିଛନ୍ତି ତାହା ଅଧିକ ମାତ୍ରାରେ ଭାଇରଲ ହେଉଛି।

ଆଉ ଆମେ ନିଶ୍ଚିତ ଯେ ଏହାକୁ ଦେଖିବା ପରେ ଆପଣ ହସି ହସି ପାଗଳ ହୋଇଯିବେ।ଏହି ଭିଡିଓ ଟି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ମଧ୍ୟ ରହିଥିଲା। ତେବେ ବର୍ତ୍ତମାନ ହରିହର ଙ୍କର ତାଙ୍କ ପତ୍ନୀ ଙ୍କ ସହ ଅନ୍ୟ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେଉଛି।

ତେବେ ଡ୍ୟାନ୍ସର ତଥା ହିରୋ ହରିହର ତାଙ୍କ ପତ୍ନୀ ଙ୍କୁ ନେଇ ହନିମୁନ ରେ ଯାଇଛନ୍ତି ଯାହାର ଫୋଟ ଓ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି। ତେବେ ବିବାହ ପରେ ପ୍ରଥମଥର ପାଇଁ ଏହି ନବ ବିବାହିତ ଦମ୍ପତି ପରସ୍ପର ସହ କିଛି ମେମ୍ରେବୁଲ ସମୟ ବିତାଇବା ପାଇଁ ହନୀମୁନ ରେ ଯାଇଛନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଫୋଟ ଓ ଭିଡ଼ିଓ ରେ ଆପଣ ଦେଖିବେ କି ହରିହର ନିଜ ପତ୍ନୀ ଙ୍କୁ ନେଇ ଏକ ରୋମାଣ୍ଟିକ ସ୍ଥାନ କୁ ବୁଲିବା କୁ ଯାଇଛନ୍ତି।

ସେଠାରେ ସେମାନେ ବହୁତ ଭଲ ଭଲ ସ୍ଥାନ ବୁଲିବା ସହ ଏକ ସୁ ସଜିତ ହୋଟେଲ ରେ ଖାଦ୍ୟ ଗ୍ରହଣ କରୁଛନ୍ତି। ତେବେ ଏହି ସମୟରେ ଉଭୟ ପରସ୍ପର କୁ ମ୍ୟାଚ କରି ଡ୍ରେସ ପିନ୍ଧିବା ସହ ଦୁହେଁ ଏକତ୍ର ବହୁତ ସୁନ୍ଦର ଦେଖା ଯାଉଛନ୍ତି। ତେବେ ଏହା ସହ ହରିହର ଓ ତାଙ୍କର ପତ୍ନୀ ବହୁତ ଖୁସି ରେ ସମୟ ବିତାଉଛନ୍ତି ଯାହା ଆପଣ ଏହି ଭିଡ଼ିଓ ରେ ଦେଖି ପାରୁଥିବେ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଦମ୍ପତି ଙ୍କର ହନିମୁନ ର ଭିଡ଼ିଓ ଓ ଫୋଟ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।