Just another WordPress site

ଚର୍ଚ୍ଚିତ ଅଭିନେତ୍ରୀ Rani Panda କହିଲେ Byte ଯେତେବେଳେ ମୋବାଇଲ ଖୋଲିବି ସବୁବେଳେ ସୌମ୍ୟ ସୋନାଲି – ଦେଖନ୍ତୁ ଭିଡିଓ

0 46

ବନ୍ଧୁମାନେ ଆମ ସମାଜରେ ବିବାହ, ଯେଉଁଥିରେ କେବଳ ଦୁଇଟି ଜୀଵନ ନୁହେଁ ଦୁଇଟି ପରିବାର ,ଦୁଇଟି ସମ୍ପ୍ରଦାୟ, ଦୁଇଟି ରୀତି ନୀତି ଓ ପରମ୍ପରା ର ମିଳନ ହେଇଥାଏ । ବିବାହ ଏକ ପବିତ୍ର ବନ୍ଧନ ହେଇଥାଏ ଯେଉଁଠି ବହୁତ ଗୁରୁଜନ, ଲଘୁଜନ ଓ ଭଗବାନଙ୍କ ଉପସ୍ଥିତ ଆଉ ଆଶୀର୍ବାଦ ରହିଥାଏ ।ତେବେ ଆଜିକାଲି ଏହା ଏକ ଖେଳ ଘର ପାଲଟି ଗଲାଣି କାରଣ ଏବେ ଆଉ ଏରେଞ୍ଜ ମ୍ୟାରେଜ ଦେଖିବା ଏକ ସ୍ୱପ୍ନ ପରି ମନେ ହେଉଛି ।କାରଣ ଆଜିର ଯୁବକ ଯୁବତୀ ମାନେ ନିଜ ଇଚ୍ଛାରେ ଭଲପାଇ ବିବାହ କରିବାକୁ ପସନ୍ଦ କରୁଛନ୍ତି ସେଥିରେ ଆଉ କାହାର ସହମତି ଥାଉ ବା ନଥାଉ ।

ତେବେ ବନ୍ଧୁମାନେ ଏହି ଭଲପାଇବା ପାଇଁ ପରେ ବହୁତ ଅପଦସ୍ତ ବି ହେଉଛନ୍ତି ଯାହା ଆମେ ପ୍ରତିଦିନ ସୋସିଆଲ ମେଡ଼ିଆରେ ଓ ନିଉଜ୍ ରେ ଦେଖିବାକୁ ପାଉଛୁ ।ଆଜିକାଲିର ଭଲପାଇବା ଏକ ଡିଲ କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ସେଥିରେ କେବଳ ପୁଅ ହେଉ ବା ଝିଅ ନିଜର ସ୍ୱାର୍ଥ ଖୋଜି ଥାଆନ୍ତି ତେବେ ଯିଏ ଦୁଇ ଜଣଙ୍କର ଭିତରୁ ଜଣେ କେହି ଯଦି ହୃଦୟରୁ ଭଲପାଇଲା ତେବେ ସେ ଉଚିତ ନାମ ନେଉଛି ।କେମିତି ଏହି କିଛି ଦିନ ହେଲା ଚାଲିଥିବା ସୌମ୍ୟଙ୍କ କେସ ରୁ ଆପଣ ଜାଣି ପାରୁଥିବେ ।

ପ୍ରେମ ଓ ପ୍ରତାରଣା ଏବେ ଖେଳଘର ଆଜି ଜଣକୁ ଭଲପାଇଲେଣି ତ କାଲି ତାଙ୍କ ଠାରୁ ନିଜର ସ୍ୱାର୍ଥ ସରିଗଲେ ଆଉ କାହାକୁ କୋଜିଲେଣି ।ତେବେ ଏଥିରୁ ଉଭୟ ଝିଅ ପୁଅ କେହିବି ବାଦ ପଡ଼ନ୍ତି ନାହିଁ ।କିନ୍ତୁ କେବଳ କିଛି ଝିଅ ଓ କିଛି ପୁଅ ପାଇଁ ସବୁବେଳେ ସବୁ ଝିଅ ସମାଜ ଓ ସବୁ ପୁଅ ସମାଜ ଖରାପ ହେଇଥାନ୍ତି ।

ତେବେ ଏହି ସୌମ୍ୟଙ୍କ କେସ ରେ ବି ସୋନାଲି ନିଜର ସେହି କଦର୍ଯ୍ୟ ଖେଳ ଖେଳିଲା ପରେ ଶେଷରେ ସୌମ୍ୟ ଆତ୍ମହତ୍ୟା କରିଦେଇଛନ୍ତି ।ସୋନାଲି ନିଜର ସଉକ ମେଣ୍ଟାଇବା ପାଇଁ ଜଣେ ଧନୀ ପୁଅକୁ ମାନଙ୍କୁ ନିଜ ମୋହ ଜାଲରେ ଫସଉଛି ଜଣଙ୍କୁ ଭଲପାଇ ଛାଡିବା ତାଠାରୁ ଧନୀ ପୁଅକୁ ବାଛି ନେଉଥିଲା ଏହାର ଫଳ ସ୍ୱରୂପ ଆଜି ସୌମ୍ୟ ପରି ଜଣେ ଭଲପିଲା ସୁଇସାଇଡ଼ କରିଛି ଆଉ ତାହା ସୌମ୍ୟଙ୍କ ପରିବାର କୁ ସବୁଦିନ ପାଇଁ ଏକ ଦୁଃଖର ସାଗରରେ ଭସେଇ ଦେଇଛି ।

ସୌମ୍ୟ ତାଙ୍କ ବାପ ମାଆଙ୍କର ଏକ ମାତ୍ର ପୁଅ ଆଉ ତାଙ୍କ ମୃତ୍ୟୁ ରେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡ଼ିଛି ।ତେବେ ବିଶିଷ୍ଟ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏହି ଖବରରେ ବହୁତ ଦୁଃଖିତ ହେବା ସହ ସୌମ୍ୟଙ୍କ ପାଇଁ ନ୍ୟାୟ ମାଗିଛନ୍ତି ଆଉ ଦୋଷୀ କୁ ଉଚିତ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ।ଆଉ ଯୁବପିଢ଼ି ଙ୍କୁ ପ୍ରଥମେ ନିଜର ଭବିଷ୍ୟତ ଗଡ଼ିବା ପାଇଁ କହିବା ସହ ଅନୁରୋଧ କରିଛନ୍ତି ଅଧା ରାସ୍ତାରେ ବାଟବଣା ହୁଅନ୍ତୁ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।