Just another WordPress site

Astrology- କୋଟିଏରେ ଗୋଟିଏ ହୋଇଥାନ୍ତି ଏହି 2 ଟି ନାମର ଝିଅ, ଭାଗ୍ୟରେ ଥିଲେ ମିଳନ୍ତି ଏମିତି ଝିଅ

0 27

ସାଧାରଣତଃ ମଣିଷ ର ଜନ୍ମ ପରେ ଜନ୍ମ ସମୟ,ରାଶି,ନକ୍ଷତ୍ର ଅନୁସାରେ ପିଲାର ନାମ କରଣ ହେଇଥାଏ ।ବ୍ୟକ୍ତି ଜୀବନରେ ତାଙ୍କ ନାମ ତାଙ୍କର ବିଶେଷ ପରିଚୟ ସୃଷ୍ଟି କରିଥାଏ ।ତେବେ ବାପା ମାଆ ଗୁରୁଜନ ମାନେ କେତେ ଶ୍ରଦ୍ଧାରେ ନା ରଖିଥାନ୍ତି,ତେବେ ବହୁତ କ୍ଷେତ୍ରରେ ନାମ ପ୍ରଥମ ଅକ୍ଷରରୁ ଆମେ ବ୍ୟକ୍ତିର ବିଶେଷତ୍ୱ ବିଷୟରେ ବି ଜାଣିପାରୁ ।ତେବେ ଶାସ୍ତ୍ର ଆଦିର ଗଣନା ଆନୁଯାୟୀ ଏମିତି ଦୁଇଟି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅ ମାନେ ସର୍ବୋତ୍ତମ ହେଇଥାନ୍ତି ।

ଏହି ଅକ୍ଷରର ଝିଅ ମାନେ ଯୋଉଠି ବି ରହନ୍ତି ସେଠି ସର୍ଵଦା ଲକ୍ଷ୍ମୀ ଙ୍କର ବାସ ହେଇଥାଏ ଆଉ ଯେଉଁ ପୁରୁଷ ତାଙ୍କୁ ବିବାହ କରନ୍ତି ତାଙ୍କର ଭାଗ୍ୟ ପରିବର୍ତ୍ତନ ହେଇଯାଏ ।ତେବେ ଚାଲନ୍ତୁ ଜାଣିବା କଣ ସେହି ଅକ୍ଷର ଦୁଇଟି….

“R”

1.ତେବେ ଯେଉଁ ଝିଅ ମାନଙ୍କର ନାମ “R” ଅକ୍ଷରରୁ ଆରମ୍ଭ ହେଇଥାଏ ସେମାନେ ବହୁତ କୋମଳ ସ୍ୱାଭବର ହେଇଥାନ୍ତି ।
2.ସେମାନଙ୍କ ତାଙ୍କ ଦୁନିଆରେ ସବୁବେଳେ ହଜି ରହନ୍ତି କିନ୍ତୁ ତାଙ୍କ ପାଖରେ କେବେ ଅଭାବ ରହେ ନାହିଁ ।
3.ସେମାନେ ସମାଜରେ ସବୁବେଳେ ସମ୍ମାନ ଓ ପ୍ରତିଷ୍ଠା ର ପାତ୍ରୀ ହେଇଥାନ୍ତି ।
4.ଏମାନେ ସବୁବେଳେ ସ୍ୱପ୍ନ ଦୁନିଆରେ ରହିଥିଲେ ସଫଳତାର ଶିଖରରେ ପହଂଚିଥାନ୍ତି ।

5.ଏମାନେ ସର୍ଵଦା ଅନ୍ୟକୁ ସାହାଯ୍ୟ ଓ ସହଯୋଗର ହାତ ବଡେ଼ଇ ଦେଇଥାନ୍ତି ।
6.ସବୁବେଳେ କିଛି ନୂଆ କରିବା ପାଇଁ ଆଗେଇ ଆସନ୍ତି ଯାହାଦ୍ୱାରା ଜୀବନରେ ପ୍ରତି କ୍ଷେତ୍ରରେ ସଫଳ ହେଇଥାନ୍ତି ।
7.ଏହି ଝିଅ ମାନେ ତାଙ୍କ ସ୍ବାମୀ ଓ ପରିବାର କୁ ବହୁତ ଭଲପାଇବା ସହ ବିଶେଷ ଗୁରୁତ୍ୱ ବି ଦେଇଥାନ୍ତି ।
8.ପରକୁ ଆପାଣା କରିବାର ଗୁଣ ଏମାନଙ୍କ ପାଖରେ ଭରପୁର ହେଇ ରହିଛି ।ନିଜ ଅପେକ୍ଷା ସବୁବେଳେ ପର ପାଇଁ ଚିନ୍ତା କରିଥାନ୍ତି ।
9.ତେବେ ବନ୍ଧୁମାନେ ଏହି ଦୁଇଟି ଅକ୍ଷର ଥିବା ନାମର ଝିଅଙ୍କୁ ବିବାହ କରୁଥିବା ପୁଅ ତାଙ୍କ ଜୀବନରେ ସଫଳତାର ଶୀର୍ଷରେ ପହଁଚି ଥାଆନ୍ତି ।

“B”

1.ଯେଉଁ ଝିଅ ମାନଙ୍କ ର ନାମ “B” ଅକ୍ଷରରୁ ଆରମ୍ଭ ହେଇଥାଏ ସେମାନେ ଖୁବ ଭଲ ଓ ତାଙ୍କ ହୃଦୟ ପବିତ୍ର ହେଇଥାଏ ।
2.ଏମାନେ ସବୁବେଳେ ମିଳିମିଶି ରହିବାକୁ ପସନ୍ଦ କରନ୍ତି ଆଉ ସବୁବେଳେ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି ।
3.ଏମାନେ ଦେଖିବାକୁ ଖୁବ ସୁନ୍ଦର ହେବା ସହ ଈଶ୍ୱର ବିଶ୍ବାସୀ ବି ହେଇଥାନ୍ତି ।
4.ଏମାନେ ନଇଁ ପ୍ରେମକୁ ଖୁବ ଶିଘ୍ର ପାଇଲେ ବି ଭଲପାଇବା ନିଭିବାକୁ ବହୁତ କଷ୍ଟ କରିଥାନ୍ତି ।
5.ଏମାନଙ୍କ ଯୋଗୁଁ ଘରେ ସବୁବେଳେ ସୁଖ ଓ ସମୃଦ୍ଧି ଲାଗି ରହେ ।

6.ଏମାନଙ୍କ ର ସବୁଠୁ ଭଲ ଗୁଣ ହେଲା ଯାହାକୁ ବି ଭଲପାଆନ୍ତି ତାଙ୍କୁ ହିଁ ଜୀଵନସାରା ହାତ ଧରି ଥାଆନ୍ତି ।
7.ଆଜ ଏହି ଝିଅ ମାନଙ୍କୁ ଯେଉଁ ମାନେ ବି ବିବାହ କରନ୍ତି ତାଙ୍କ ଜୀଵନ ପୁରା ବଦଳି ଯାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।