
ଆଜି ଖାତାକୁ ଆସିଲା E-Shram ଯୋଜନାର ପ୍ରଥମ କିସ୍ତି ଟଙ୍କା, ଟଙ୍କା ଆସିନଥିଲେ କରନ୍ତୁ ଏମିତି !
ବନ୍ଧୁମାନେ ଆପଣମାନେ ଜାଣିଛନ୍ତି ଏବେ ବିଧାନ ସଭା ଇଲେକ୍ସନ ର ଗରମ ସବୁଆଡେ ଦେଖିବାକୁ ମିଳୁଛି ।ଏହି ଅବସରରେ ସରକାର ଏକ ବିଶେଷ ଘୋଷଣା କରିଛନ୍ତି ଯାହା ଶୁଣିଲେ ଆପଣ ବହୁତ ଖୁସି ହେବେ ।ତେବେ ବନ୍ଧୁମାନେ ସେହି ଖୁସିର ଭାଗିଦାର ସେହିମାନେ ହେଇପାରିବେ ଯୋଉ ମାନଙ୍କ ପାଖରେ ଇ-ଶ୍ରମ କାର୍ଡ ରହିଥିବ ।
ତେବେ ଆପଣମାନେ ଯଦି ଇ-ଶ୍ରମ କାର୍ଡ କରିଛନ୍ତି ତେବେ ଭଲଭାବରେ ଜାଣି ରଖନ୍ତୁ କଣ ଆଉ କେମିତି ଏହି ଖୁସିର ଖବର ।ଇଲେକ୍ସନ ର ମାହଲ ଭିତରେ ସରକାର ଏକ ବିଶେଷ ଘୋଷଣା କରିଛନ୍ତି ଯୋଉଥିରେ ଆପଣ ପାଞ୍ଚ ଶହ ଟଙ୍କା ପାଇପାରିବେ ।ତେବେ ଆସନ୍ତୁ ଜାଣିବା ଏହି ଖବରର ସମ୍ପୂର୍ଣ୍ଣ ସୂଚନା ବିଷୟରେ ।
ଦେଶର ଶ୍ରମିକ କେଟାଗରିର ଲୋକ ମାନଙ୍କ ଭିତରୁ 25 କୋଟି ଲୋକ ଇ-ଶ୍ରମ କାର୍ଡ ପୋର୍ଟାଲ ନିଜର ରେଜିଷ୍ଟ୍ରେସନ କରିଛନ୍ତି ।ଆଉ ଏହି ରେଜିଷ୍ଟ୍ରେସନ ରେ ସବୁଠୁ ପ୍ରଥମ ସ୍ଥାନରେ ମଧ୍ୟପ୍ରଦେଶ ରହିଥିବା ବେଳେ ମହାରାଷ୍ଟ୍ର ଦ୍ଵତୀୟରେ ରହିଛି ଆଉ ତୃତୀୟ ରେ ରାଜସ୍ଥାନ ଓ ଚତୁର୍ଥ ରେ କର୍ଣ୍ଣାଟକ ଓ ଶେଷରେ ଗୁଜୁରାଟ ରହିଛି ।ତେବେ ଏହି ଇ-ଶ୍ରମ କାର୍ଡ ପୋର୍ଟାଲ ରେ 3.81 କୋଟି ଶ୍ରମିକ କେତାଗରୀର ଲୋକ ଉତ୍ତର ପ୍ରଦେଶ ରୁ ରେଜିଷ୍ଟ୍ରେସନ କରିଛନ୍ତି ।ଆଉ ଏଠି ମଧ୍ୟରୁ 52.77 ପ୍ରତିଶତ ମହିଳା ରହିଥିବା ବେଳେ 46.23 ପ୍ରତିଶତ ପୁରୁଷ ରହିଛନ୍ତି ।
ଆପଣ ଜାଣି ରଖନ୍ତୁ ଏହି ଇ-ଶ୍ରମ କାର୍ଡ ପୋର୍ଟାଲ ରେ ସେହି ମାନେ ନିଜର ରେଜିଷ୍ଟ୍ରେସନ କରିଛନ୍ତି ଯେପରି ରିକ୍ସା ଚାଳକ,ଫେରିବାଲା, ଲୁଗା ସଫା କରୁଥିବା ଲୋକ,କ୍ଷୀର ବିକାଳି,ଫଳ ବିକାଳି,ଟେଲର,ମୋଚି,ଦିନ ମଜୁରିଆ ଆଦି ।ତେବେ ଏହି ମାନଙ୍କ ଏକାଉଣ୍ଟ କୁ 500 ଟଙ୍କା ମିଳିବ ଆଉ ଏହା ଖୁବ ଜଲଦି ମିଳିବାକୁ ଯାଉଛି ।ତେଣୁ ଏହିପରି ଭାବରେ ଓଡ଼ିଶାରେ ବି ଇ-ଶ୍ରମ କାର୍ଡ ପୋର୍ଟାଲ ରେ ରେଜିଷ୍ଟ୍ରେସନ କରିଥିବା ଲୋକମାନେ ବି ପାଞ୍ଚ ଶହ ଟଙ୍କା ପାଇବେ ।
ତେଣୁ ଆପଣ ମାନେ ଯଦି ଇ-ଶ୍ରମ କାର୍ଡ ପୋର୍ଟାଲ ରେ ଯଦି ନିଜର ରେଜିଷ୍ଟ୍ରେସନ କରିଛନ୍ତି ତେବେ ନିଜର ଏକାଉଣ୍ଟ ଖାତାକୁ ଚେକ କରୁଥିବେ କାରଣ କୋଉ ମୁହୂର୍ତ୍ତରେ ବି 500 ଟଙ୍କା ଆପଣଙ୍କ ଖାତାକୁ ଆସି ଯାଇ ପାରେ ।ତେବେ ସରକାରଙ୍କ ର ଏହି ବ୍ୟବସ୍ଥା କୁ ସଭିଏଁ ଆଦର କରିଛନ୍ତି କାରଣ ଏହା ଗରିବ ଲୋକମାନଙ୍କୁ କିଛିଟା ତ ସାହାଯ୍ୟ କରିବ ଓ ତାଙ୍କ ଅଭାବରେ କିଛିଟା ସ୍ୱାଭଵ ଆଣିପାରିବ ।ତେଣୁ ବନ୍ଧୁମାନେ ଆପଣ ସରକାର ର ଏହି ବ୍ୟବସ୍ଥା କୁ ନେଇ କଣ ମନ୍ତବ୍ୟ ରଖୁଛନ୍ତି ଆମକୁ ନିଶ୍ଚିତ ଜଣେଇବେ ।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।