Just another WordPress site

ସୋନାଲି ତୋ ଜୀବନ ଓ Profession ଆମେ ଖରାପ କରି ଦେବୁ ଆଉ ଯେବେ ବାହାରକୁ ବାହାରିବୁ ପସ୍ତେଇବୁ,ଏଭଳି କାହିଁକି କହିଲେ ଏହି ଯୁବକ…ଦେଖନ୍ତୁ Video

0 45

“ସୌମ୍ୟ ଭାଇ ର ବାହାଘର ଖାଇଥାନ୍ତୁ କିନ୍ତୁ ଏକାଦଶ ଖାଇଲୁ…. କେବଳ ସୋନାଲି ପାଇଁ ଆମ ଭାଇ ଆଜି ଆମ ପାଖରେ ନାହିଁ….. ସୋନାଲି ର ଜୀବନ ଓ କ୍ୟାରିୟର ବର୍ବାଦ କରିଦବୁ….ସୋନାଲି କୁ ଜେଲ ନିଶ୍ଚିତ ହେବ”।ବନ୍ଧୁଗଣ ଏହିସବୁ କଥା ହେଉଛି ଜଣେ ବନ୍ଧୁ ଙ୍କର ଯିଏକି ଆଜି ନିଜ ଭାଇ ସମାନ ସାଙ୍ଗ କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି।

ତେବେ ବନ୍ଧୁଗଣ ଆପଣ ଜାଣିଥିବେ କି ସୌମ୍ୟ ଙ୍କର ଆତ୍ମହତ୍ୟା କୁ ଆଜି ୧୧ ଦିନ ବିତିଗଲାଣି ଆଉ ତାଙ୍କର ଏକାଦଶ କାମ ମଧ୍ୟ ସାରିଲାଣି। କିନ୍ତୁ ବାପା ମା , ଭାଇ ଭଉଣୀ ଓ ସାଙ୍ଗ ଙ୍କର ହୃଦୟ ଏବେ ବି କାନ୍ଦି ଉଠୁଛି ସୌମ୍ୟ ଙ୍କ ପାଇଁ।ତେବେ ସୌମ୍ୟ ଙ୍କର ଏକାଦଶ ରେ ତାଙ୍କ ଘରକୁ ଯାଇଥିବା ତାଙ୍କର ବନ୍ଧୁମାନେ ଅନେକ କଥା କହିଛନ୍ତି ସୌମ୍ୟ ଓ ସୋନାଲି ଙ୍କର ସମ୍ପର୍କ କୁ ନେଇ ।

ଖାଲି ଏତିକି ନୁହେଁ ବରଂ ସୋନାଲି ଙ୍କର ଜୀବନ ବର୍ବାଦ ହୋଇଯିବ ଓ ତାକୁ ଜେଲ ହୋଇ ଆମ ସୌମ୍ୟ ଭାଇ ଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି ତାଙ୍କର ସାଙ୍ଗ ସାଥି। ତେବେ ଜଣେ ଯୁବକ କହିଛନ୍ତି କି ସୌମ୍ୟ ଭାଇ ର ଆତ୍ମହତ୍ୟା ର କିଛି ଦିନ ପୂର୍ବରୁ ଆମେ ଉଭୟ ସୌମ୍ୟ ଓ ସୋନାଲି ଙ୍କୁ ଏକ କଫିସ୍ୱପ ରେ ଭେଟିଥିଲୁ ସେଠାରେ ତାଙ୍କର ବିବାହ କୁ ନେଇ କେତେ କଥା ହୋଇଥିଲୁ। ଆଉ ସେତେବେଳେ ସୋନାଲି ହସି ହସି ହଁ କହୁଥିଲା।

ସେମାନେ କହିଛନ୍ତି କି ଯଦି ତ ମନରେ ଭାଇ କୁ ଛାଡିବାର ଥିଲା ତେବେ ସେଦିନ ନା କହିଥାନ୍ତୁ ,ମିଛ କହି ଭାଇର ଜୀବନ ଟା ନେଇଗଲୁ। ଯଦି ତା ଜୀବନ ରୁ ତୁ ଯିବାକୁ ଚଂହୁଥିଲୁ ତେବେ ଚାଲିଯାଇଥାନ୍ତୁ ତାକୁ ଏତେ ମାନସିକ ଯନ୍ତ୍ରଣା ଓ ନିର୍ଯ୍ୟାତନା ଦେବା କଣ ଦରକାର ଥିଲା। ଆମ ଭାଇ ଯେତେବେଳେ ସୋନାଲି କୁ ବୁଝେଇ ପାରିଲା ନାହିଁ ସେତେବେଳେ ତା ମା କୁ କଲ କରି ୨୫ ମିନିଟ କଥା ହୋଇଥିଲା। କିନ୍ତୁ ସୋନାଲି ର ମା ସୌମ୍ୟ କୁ ବୁଝେଇବା ବଦଳ ରେ ତାକୁ ଛାଡି ଦେବାକୁ କହିଥିଲେ ।ଏହି ମା ଓ ଝିଅ ମିଶିକି ଆମ ଭାଇ କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି।

କିନ୍ତୁ ଯେତେ ପର୍ଯ୍ୟନ୍ତ ଆଇନ ରହିଛି ଆମର ବିଶ୍ୱାସ ଅଛି କି ଆମ ସୌମ୍ୟ ଭାଇ କୁ ନ୍ୟାୟ ମିଳିବ ଆଉ ସୋନାଲି ନିଶ୍ଚିତ ଭାବରେ ଜେଲ ଯିବ। ଆମେ ତାକୁ ଶାନ୍ତି ରେ ବଂଚିବା କୁ ଦେବା ନାହିଁ , ତାର ଜୀବନ ଓ କ୍ୟାରିୟର ନିଶ୍ଚିତ ଭାବରେ ବର୍ବାଦ ହୋଇଯିବ। ଗୋଟିଏ ପୁଅ ର ଜୀବନ ସହ ଖେଳିବା ର ମୁଲ୍ୟ ସୋନାଲି କୁ ଦେବାକୁ ହିଁ ପଡିବ। ତେବେ ସୌମ୍ୟ ଙ୍କର ସାଙ୍ଗ ମାନଙ୍କ ର ଏହି କଥାଟି ବର୍ତ୍ତମାନ ସମସ୍ତ ଙ୍କୁ ନିରବ କରିଦେଇଛି। ସତରେ ସୌମ୍ୟ ଙ୍କୁ ନ୍ୟାୟ ଓ ସୋନାଲି ଙ୍କୁ ଦଣ୍ଡ ମିଳିବା ଆବଶ୍ୟକ ନଚେତ କାଲି ପୁଣି ଆଉ କୋଉ ପୁଅ ର ଜୀବନ ଯାଇପାରେ ଏହିଭଳି ଝିଅ ମାନଙ୍କ ପାଇଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।