Just another WordPress site

ବିବାହିତ ସ୍ତ୍ରୀ ଲୋକଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଜାଣି ରଖନ୍ତୁ | Jitu das

0 298

ଜଣେ ନାରୀ ବିବାହ ପୂର୍ବରୁ ତାର ନୂଆ ରୂପ ଓ ରଙ୍ଗରେ ରହିଥାଏ ଆଉ ଯେତେବେଳେ ସେ ବିବାହ ବନ୍ଧନରେ ବାନ୍ଧିହେଇ ଯାଏ ସେତେବେଳେ ସେହି ନାରୀର ଜୀବନରେ ସବୁକିଛି ପରିବର୍ତ୍ତନ ହେଇଯାଏ ।ଜଣେ ବିବାହିତ ନାରୀ ନିଜ ଜୀବନରେ ଏକ ନୂଆ ପରିଚୟ ତିଆରି କରିଥାଏ ତାଙ୍କ ଜୀଵନ ସ୍ୱାମୀ, ଶାଶୁ ଶଶୁର, ପିଲା ଛୁଆ ଭିତରେ ଘେରି ହେଇ ରହିଥାଏ ।

ତେବେ ଯେତେବେଳେ ନାରୀ ବିବାହ କରିଥାଏ ସେବେଠାରୁ ସେ କିଛି ଏମିତି ଶୃଙ୍ଗାର ଆଭୂଷଣ ପରିଧାନ କରିଥାଏ ଯେଉଁ ଗୁଡିକ ଭିତରୁ କିଛି ଜିନିଷ ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଓ କିଛି ପୁରୁଣା ହେଇଥାଏ ।ଏହି ଆଭୂଷଣ ଗୁଡିକର ଜଣେ ବିବାହିତ ନାରୀ ଜୀବନରେ ଥିବା ବିଶେଷ ମହତ୍ୱ ଓ ବିଶେଷତ୍ୱ ବିଷୟରେ ଆମ ଶାସ୍ତ୍ର ଗୁଡିକରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।

ଜଣେ ଶଧବା ନାରୀ ପାଇଁ ଏହି ଜିନିଷ ଗୁଡିକୁ ଅମୂଲ୍ୟ ହେଇଥାଏ ଯେତେ ଦିନ ଯାଏ ତାଙ୍କ ସ୍ୱାମୀ ବଂଚିଥିବା ଥାଆନ୍ତି ।ତେବେ ସେହି ଶୃଙ୍ଗାର ଆଭୂଷଣ ଗୁଡିକ ହେଉଛି ସିନ୍ଦୂର,କାଜଲ,ମେହେନ୍ଦୀ, ବିନ୍ଦି,ପାଉଁଜି,ଅଳତା ।ଜାଣିଥିବେ ଏହି ଜିନିଷ ଗୁଡିକ ଜଣେ ନାରୀକୁ ସମ୍ପୂର୍ଣ୍ଣ କରିଥାଏ, ତେବେ ଆମ ଶାସ୍ତ୍ରରେ ଏହି ସବୁ ଜିନିଷ ଗୁଡିକୁ ନେଇ ଏମିତି କିଛି କୁହାଯାଇଛି ଯାଇଛି ଯାହା ଜାଣିଲେ ଆପଣ ସେହି କାମ ଭୁଲରେ ବି କରିବେ ନାହିଁ ।

ବନ୍ଧୁମାନେ ତେବେ ଶାସ୍ତ୍ର ଅନୁସାରେ ଏହି ଶୁଙ୍ଗାର ଆଭୂଷଣ ଗୁଡ଼ିକ ନାରୀ ବିବାହ ପରେ ପରିଧାନ କରିଥାଏ ।ତେବେ ଶାସ୍ତ୍ରରେ କୁହାଯାଇଛି କି ଯଦି ବିବାହିତ ମହିଳା ମାନେ ନିଜର କାଜଲ,ମେହେନ୍ଦୀ, ବିନ୍ଦି,ପାଉଁଜି, ସିନ୍ଦୁର ଓ ଅଳତା କୁ ଅନ୍ୟ କୌଣସି ବିବାହିତ ମହିଳାଙ୍କୁ ସେଆର କରିବେ ତାହେଲେ ତାଙ୍କ ସ୍ୱାମୀର ଆକର୍ଷଣ ଧୀରେ ଧୀରେ କମିଯାଇଥାଏ ।

ଜଣେ ବିବାହିତ ମହିଳା ମାନଙ୍କ ପାଇଁ ନିଜ ସ୍ୱାମୀର ଭଲପାଇବା ଓ ଆକର୍ଷଣ ବହୁତ ଗୁରୁତ୍ୱପୂର୍ଣ୍ଣ ହେଇଥାଏ ।ଆଉ ଥରେ ଏହି ଜିନିଷ କୁ ହରେଇ ଦେଲେ ଜଣେ ନାରୀର ଜୀଵନ ଅନ୍ଧକାରରେ ଘେରି ହେଇ ଯାଇଥାଏ ।ତେଣୁ ବିବାହିତ ମହିଳା ମାନେ ଏଥିପ୍ରତି ଧ୍ୟାନରଖନ୍ତୁ ଆଉ କେବେବି ଜୀବନରେ ନିଜର ଏହି ଜିନିଷ ଗୁଡିକ ଭୁଲରେ ବି କାହା ସହ ବାଣ୍ଟନ୍ତୁ ନାହିଁ ।

ଆମ ଶାସ୍ତ୍ରରେ କୁହାଯାଇଥିବା ତଥ୍ୟ ବା ନିର୍ଦ୍ଦେଶ କେବେ ଭୁଲ ହେଇନଥାଏ କାରଣ ଏହା ଧୀରେଧୀରେ ସତରେ ପରିଣତ ହେଇଥାଏ ।ତେଣୁ ବନ୍ଧୁମାନେ କେବେ ଶାସ୍ତ୍ରରେ କୁହାଯାଇଥିବା କଥା ଗୁଡିକୁ ହେୟ ମନେକରି ଅପମାନ କରିବେ ନାହିଁ ନହେଲେ ଯେତେବେଳେ ନେଡିଗଡ଼ କହୁଣୀ କୁ ବହି ଯାଇଥିବ ସେତେବେଳେ ଆପଣଙ୍କ ପାଖରେ ଅବିଶୋଷ ଛଡ଼ା ଆଉ କିଛି ବି ନଥିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।