Just another WordPress site

ବାହାଘର ଠାରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବାହାଘରର ସମ୍ପୂର୍ଣ ଭିଡିଓ ଆପଣଙ୍କର ଅନୁରୋଧର ଭିଡିଓ..ଏହି 3 ମିନିଟ 32 ସେକେଣ୍ଡର ର ଭିଡିଓ ଏବେ ସୁଦ୍ଧା 96 କୋଟି ଲୋକ ଦେଖି ସାରିଲେଣି…

0 6,429

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।

ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ଆପଣ ମାନେ ସମସ୍ତେ ଜଣାଇଛନ୍ତି ଯେ କିଛିଦିନ ତଳେ, ବିବାହ ବନ୍ଧନରେ ଆମ ସମସ୍ତ ଙ୍କର ପ୍ରିୟ କମେଡ଼ିଆନ ପ୍ରଜ୍ଞା କୁମାର ଖଟୁଆ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ତେବେ ବର୍ତ୍ତମାନ ତାଙ୍କର ବିବାହ କୁ ନେଇ ତଥା ବିବାହ ପ୍ର ର ଫିଟ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଉଛି।ତେବେ ପ୍ରଜ୍ଞା ଙ୍କର ବିବାହ ର ଏହି ରେ ଭିଡିଓ ଓ ଫୋଟ ଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆ ର୍ଡ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଓଡ଼ିଶାର ଲୋକପ୍ରିୟ କମେଡିଆନ ପ୍ରଜ୍ଞ ଖଟୁଆ ଅଭିନେତ୍ରୀ ସୁନନ୍ଦା ଙ୍କୁ ବିବାହ କରିଛନ୍ତି।

ତେବେ କିନ୍ତୁ ବର୍ତ୍ତମାନ ସୁନନ୍ଦା ଓ ପ୍ରଜ୍ଞା ଙ୍କର ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ଯାହାକୁ ଦେଖିଲେ ଆପଣ ହସିବା ସହ ଆନନ୍ଦିତ ମଧ୍ୟ ହେବେ। ତେବେ ବନ୍ଧୁଗଣ ବର୍ତ୍ତମାନ ବିବାହ ପରେ ପ୍ରଥମ ଥର ଆମ ପ୍ରଜ୍ଞା ଭାଇ ପତ୍ନୀ ଙ୍କ ସହ ଅଷ୍ଟମଙ୍ଗଳା ଯାତ୍ରା ରେ ଯାଇଛନ୍ତି। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେଉଛି। ତେବେ ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ହସିବେ ନିଶ୍ଚିତ ,କାରଣ ପ୍ରଥମ ଥର ଅଷ୍ଟମଙ୍ଗଳା ରେ ଅର୍ଥାତ ଶଶୁର ଘରକୁ ଯିବା ସମୟରେ ପ୍ରଜ୍ଞାନନ୍ଦ ଙ୍କର ଭିଡ଼ିଓ ଟି କିଛି ଏହିପରି ହିଁ ରହିଛି।

ତେବେ ଭାଇରଲ ହେଉଥିବା ଏହି ଭିଡ଼ିଓ ଟିରେ ଆପଣ ଦେଖିବେ କି ଆମ ସୁନନ୍ଦା ଭାଉଜ ସଂସାରୀ ବୋହୁ ଭାବରେ ସବୁ ନୀତି ନିୟମ କୁ ମାନି ଶାଶୂ ଘର ଆଗରେ ବଡ଼ ମାନ ଙ୍କୁ ପ୍ରଣାମ କରି କାର ପାଖକୁ ଓଢଣୀ ଟାଣି ଦେଇ ଆସୁଛନ୍ତି। ଆଉ ଏପଟେ ଆପଣ ଯଦି ପ୍ରଜ୍ଞା ଭାଇ ଙ୍କୁ ଦେଖିବେ ତେବେ ସେ ତାଙ୍କର ବିନଦାସ ଭାବରେ ଏକ କୁନି ଝିଅ ସହ ଆସି କାର ରେ ବସି ଯାଉଛନ୍ତି। ତେବେ ପ୍ରଜ୍ଞା ଭାଇ ଙ୍କ ମୁଁହ ରେ ପ୍ରଥମ ଥର ଶଶୁର ଘର ଯିବାର ଯେଉଁ ଆନନ୍ଦ ଦେଖିବା କୁ ମିଳିଛି। ପରେ ଦୁହେଁ କାର ରେ ଅଷ୍ଟମଙ୍ଗଳା ପାଇଁ ବାହାରି ଛନ୍ତି।

ତେବେ ନବ ବିବାହିତ ଯୋଡ଼ି ପ୍ରଜ୍ଞାନନ୍ଦା ଙ୍କର ଏହି ଅଷ୍ଟମଙ୍ଗଳା ଯାତ୍ରା ର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ଯାହାକୁ ଦେଖିଲେ ଆପଣ ହସିବା ନିଶ୍ଚିତ, ତେବେ ଭାଇରଲ ହେଉଥିବା ଭିଡ଼ିଓ ଟିକୁ ଥରେ ଦେଖି ନିଅନ୍ତୁ ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।