Just another WordPress site

ନିଜ ବାହାଘର ଦିନ ପ୍ରେମିକ ପାଖକୁ ଭାଗୀ ପଳାଉଥିଲେ କନ୍ୟା ହଠାତ୍ ଧରାପଡିଲେ ଘର ଲୋକ ହାବୁଡରେ ତା’ପରେ ଯାହାହେଲା 48 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

0 67

ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ ଯାହା ଗୋଟିଏ ଜନ୍ମ ପାଇଁ ନୁହେଁ ବରଂ ସାତ ଜନ୍ମ ପାଇଁ ହୋଇଥାଏ। ତେବେ ଏହି ବିବାହ ଦୁଇଟି ବ୍ୟକ୍ତି ତଥା ଦୁଇଟି ପରିବାର ର ହସ ଖୁସି ଉପରେ ପର୍ଯ୍ୟବେସିତ ହୋଇଥାଏ, ତେଣୁ ବିବାହ ଟି କାହାର ବିପକ୍ଷରେ ଯାଇ କରିବା ଉଚିତ ନୁହେଁ।

ଖାସ କରି ବର ଓ କନ୍ୟା ଙ୍କର ବିବାହ ରେ ସହମତି ରହିବା ନିହାତି ଆବଶ୍ୟକ ଅଟେ ।କିନ୍ତୁ ଆଜିକାଲି ର ବାପା ମା ମାନେ ପିଲାଙ୍କ ର ମନ କଥା ବୁଝୁନାହାନ୍ତି ସେମାନେ ତାଙ୍କର ବିନା ଇଚ୍ଛା ରେ ତାଙ୍କ ପସନ୍ଦ ର ପୁଅ ବା ଝିଅ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଯାଉଛନ୍ତି।

ଆଉ କେବଳ ଏହି କାରଣ ରୁ ପିଲା ମାନେ ବାହା ମଣ୍ଡପ ରୁ କିଛି ଏହିପରି ସବୁ କାର୍ଯ୍ୟ କରୁଛନ୍ତି ଯାହା ବିଷୟରେ ଆପଣ ଭାବି ବି ପାରିବେନି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଚାଞ୍ଚଲ୍ୟକର ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ଙ୍କର ପାଦ ତଳୁ ମାଟି ଖସିଯିବ। ତେବେ ଜଣେ ଯୁବତୀ କନ୍ୟା ବେଶ ରେ ସାଜିହୋଇ ବିବାହ ବେଦୀ ରୁ ଘରୁ ପଳେଇବା ପାଇଁ ଯୋଜନା କରିଥିଲେ। ମାତ୍ର ତାର ପରିବାର ଲୋକେ ସେଠାରେ ପହଁଚି ଗଲେ ଆଉ ଦେଖନ୍ତୁ ତା ପରେ କଣ ଘଟିଥିଲା।

ତେବେ ଘଟଣା ଟି କିଛି ଏହିପରି ଥିଲା କି ଜଣେ ଯୁବତୀ ଯାହାଙ୍କ ର ବିବାହ ହେବା କୁ ଯାଉଥିଲା ସେ ଅନଲାଇନ ରେ କାର ବୁକ କରିଥିଲେ ଘରୁ ଭାଗିକି ପଳେଇବା ପାଇଁ। ତେବେ ଯୁବତୀ ଜଣଙ୍କ କନ୍ୟା ବେଶ ରେ ସଜେଇ ହୋଇ ଏକ ସ୍କୁଟି ରେ ଘରୁ ଦୌଡ଼ି ପଳାଉ ଥିଲେ ସେହି କାର ପାଖକୁ ମାତ୍ର ଏହି ସମୟରେ ତାଙ୍କୁ ପରିବାର ଲୋକେ ଦେଖି ପକେଇଥିଲେ ଆଉ ତାଙ୍କ ପଛରେ ଯିବାକୁ ଲାଗିଲେ। ତେବେ ଏ ମଧ୍ୟରେ ଯୁବତୀ ଜଣଙ୍କ ସ୍କୁଟି କୁ ପକେଇଦେଇ କାର ଭିତରକୁ ପ୍ରବେଶ କରିଗଲେ।

ମାତ୍ର ସଙ୍ଗେ ସଙ୍ଗେ ତାର ପରିବାର ଲୋକେ ମଧ୍ୟ କାର ପାଖରେ ପହଁଚିଗଲେ ଆଉ ଝିଅ କୁ ଯିବାକୁ ଦେବାକୁ ଚାହିଁଲେ ନାହିଁ। ତେବେ କାର ର ଡ୍ରାଇଭର କିଛି ବୁଝିପାରୁ ନଥିଲେ,ଆଉ ପରେ ସେ ଜାଣିବାକୁ ଚେଷ୍ଟା କଲେ କଣ ଘଟଣା ବୋଲି। ତେବେ ଝିଅ ଟିର ପରିବାର ଲୋକେ କହୁଥିଲେ କି ଝିଅ ବାହା ବେଦୀ ରୁ ପଳେଇ ଯାଉଛି ଆମ ପରିବାର ର ମାନ ସମ୍ମାନ ର କଥା ଆପଣ ତାକୁ ନେଇକି ଯାଆନ୍ତୁ ନାହିଁ।

ଏପଟେ ଝିଅ କିନ୍ତୁ କହୁଥିଲା କି ଏମାନେ ମୋ ଇଚ୍ଛା ବିରୋଧ ରେ ଯାଇ ଜଣେ ପୁଅ ସହ ମୋର ବାହାଘର କରିବାକୁ ଯାଉଛନ୍ତି ଜର ଜବରଦସ୍ତ।ତେଣୁ ମୁଁ ବର୍ତ୍ତମାନ ମୋ ଭଲପାଉ ଥିବା ପିଲାକୁ ବାହା ହେବା ପାଇଁ ଯାଉଛି। ତେବେ କାର ର ଡ୍ରାଇଭର ଜଣଙ୍କ ଉଭୟ ପରିବାର ଓ ଝିଅ ଟିର କଥା ଶୁଣିଲେ କିନ୍ତୁ କଣ ନିଷ୍ପତ୍ତି ନେବେ ସେ ନିଜେ ଜାଣିପାରୁ ନଥିଲେ। ତେବେ ବନ୍ଧୁଗଣ ବାହାଘର ଖେଳ ଘର ନୁହେଁ ତେଣୁ ବିବାହ ପୂର୍ବରୁ ଥରେ ପୁଅ ଓ ଝିଅ ର ମତ ନେବା ନିହାତି ଆବଶ୍ୟକ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।