Just another WordPress site

Jyotish shastra:-କେଉଁ ବାରରେ ଜନ୍ମ ହୋଇଥିବା ପିଲା ହୋଇଥାଏ ସବୁଠୁ ଅଧିକ ଭାଗ୍ୟଶାଳୀ…

0 149

ଆଜି କାଲି ର ଦୁନିଆରେ ପିଲା ଟିକୁ ଜନ୍ମ କରି ତାର ଲାଳନ ପାଳନ କରିବା ବହୁତ କଷ୍ଟ କର ହେଇ ପଡ଼ିଲାଣି । ପିଲାକୁ ଜନ୍ମ ଦେଇ ତାର ସବୁ ଖର୍ଚ୍ଚ କୁ ବୁଝିବା ବହୁତ କଷ୍ଟ ହୋଇ ପଡି ଲାଣି । ପ୍ରଥମେ ପିଲାକୁ ଜନ୍ମ ଦେବା , ତା ପରେ ତାକୁ ଗୋଟେ ଭଲ ସ୍କୁଲ ରେ ପାଠ ପଢେଇବା , ପୁଣି ପିଲା ଚାକିରୀ ନ କଲେ ବାପା ମା ମାନେ ବହୁତ ଟେନସନ ନେଇ ଥାନ୍ତି । ଯେ କୌଣସି ଚାକିରୀ କରି ସାରିବା ପରେ ବାପା ମା ମାନେ ତାଙ୍କୁ ବିବାହ କରିବା ପାଇଁ ପୁଣି ଟେନସନ ନେଇ ଥାନ୍ତି ।

ତାହାଲେ ଦେଖିବା ପାଇଁ ଗଲେ ପିଲା ପାଇଁ ବାପା ମା ମାନେ ବହୁତ ଟେନସନ ନେଇ ଥାନ୍ତି । ତେବେ ଏହି ଟେନସନ ଯିବ କେମିତି । ଏହାର ଗୋଟିଏ କାରଣ ହେଉଛି , ଠିକ ସମୟରେ ପିଲା କୁ ଜନ୍ମ ଦେଇ ଥିଲେ ପିଲା ବହୁତ ବୁଦ୍ଧି ମାନ ହୋଇ ଥାଏ । ଆଉ ପିଲା ବୁଦ୍ଧି ମାନ ହୋଇ ଥିଲେ ବାପା ମା କୁ କିଛି ଟେନସନ ନେବା ପାଇଁ ପଡି ନ ଥାଏ । ତେବେ ଆସନ୍ତୁ ଜାଣିବା କେଉଁ ବାର ରେ ପିଲା ଜନ୍ମ କଲେ ପିଲା ବହୁତ ବୁଦ୍ଧିମାନ ହୋଇ ଥାଏ ।

1,ସମବାର :-

ପ୍ରଥମ ରେ ପିଲା ଯଦି ସମବାର ଦିନ 4 ଟା ବେଳେ ଜନ୍ମ ନେଇ ଥାଏ , ତାହାଲେ ପିଲା ବହୁତ ବୁଦ୍ଧିମାନ ହୋଇ ଥାଏ । କାରଣ ସମବାର ହେଉଛି ଶିବଙ୍କ ର ବାର ଏହି ବାର ରେ ପିଲା ଜନ୍ମ କଲେ ପିଲା ବହୁତ ସୁସ୍ଥ ରହି ଥାଏ । ସୋମବାର ଗୋଟେ ଏମିତି ବାର ଯେଉଁ ବାର ରେ ପିଲା ଜନ୍ମ କଲେ ପିଲା ପୁରା ପ୍ରଭାବ ଶାଳୀ ହୋଇ ଥାଏ ।

2, ଗୁରୁବାର :-

ଦ୍ୱିତୀୟ ରେ ଗୁରୁବାର ହେଉଛି ମାତା ଲଷ୍ମୀ ଙ୍କର ବାର । ଏହି ବାର ରେ ପିଲା ଜନ୍ମ କରିବା ଦ୍ୱାରା ପିଲା ବହୁତ ଭଲ ହୋଇ ଥାଏ । ଏହି ବାର ରେ ପିଲା ଜନ୍ମ କରିବା ଦ୍ୱାରା ପିଲା ଚାକିରୀ କରିବାର ବହୁତ ସମ୍ଭାବନା ରହି ଥାଏ । ପିଲା ଗୁରୁବାର ଜନ୍ମ କରିବା ଦ୍ୱାରା ଘରକୁ ଲଷ୍ମୀ ଆସିବା ସହିତ ସମାନ ହୋଇ ଥାଏ ।


3, ଶନିବାର :-

ଶନିବାର ରେ ପିଲା ଜନ୍ମ କରିବା ଦ୍ୱାରା , ପିଲା ର ଭବିଷ୍ୟତ ରେ କେବେ ହେଲେ ଶନି ଦଶା ପଡି ନ ଥାଏ । ପିଲା ର ଶନି ଦଶା ପଡି ନ ଥିବା ବେଳେ ଘର ର ମଧ୍ୟ ଶନି ଦଶା ପଡି ନ ଥାଏ । ଏହି ବାର ରେ ପିଲା ଜନ୍ମ ହୋଇ ଥିଲେ ଶନି ମନ୍ଦିର ରେ ଗୋଟେ ପୁଜା ଦେଇ ଦୁଅନ୍ତୁ ଦେଖିବେ ବହୁତ ଆପଣ ଧନୀ ହୋଇ ଯିବେ । ତେବେ ବନ୍ଧୁ ମାନେ ଏହା ଥିଲା ସେହି ବାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।