Just another WordPress site

ଚମତ୍କାର Amarnath ଧାମର ପହଡ଼ ଖୋଲିବା ମାତ୍ରେ ପୂଜାରୀ ଜଣଙ୍କ ସେଇଠି ହେଇଗଲେ ବେହୋସ,ମାହାଲୀଳା, ଦେଖିଲେ ଆପଣ ବି ଯୋଡ଼ିଦେବେ ହାତ

0 26

ବନ୍ଧୁଗଣ ଭଗବାନ ଅମରନାଥ ଙ୍କର ମନ୍ଦିର ରେ ଘଟିଥିଲା କିଛି ଏହିପରି ଏକ ଚମତ୍କାରୀ ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ଏବଂ ଏହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଚର୍ଚ୍ଚା ର ବିଷୟ ପାଲଟିଛି ମଧ୍ୟ। ତେବେ ଘଟଣା ଟି କିଛି ଏହିପରି ଥିଲା କି ଜଣେ ପୂଜାରୀ ଭଗବାନ ଅମରନାଥ ର ଦ୍ଵାରା ଖୋଲିବା ପରେ ସେ ଏହିପରି କିଛି ଦେଖିବାକୁ ପାଇଥିଲେ ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ।

ନିଜ ଆଖିକୁ ପୂଜାରୀ ବିଶ୍ୱାସ କରିପାରିଲେ ନାହିଁ ସେ କଣ ଦେଖୁଛନ୍ତି ବୋଲି। ତେବେ ଆପଣ ମାନେ ମଧ୍ୟ ସେହି ଘଟଣା ଟିକୁ ଜାଣିଲେ ଚକିତ ହୋଇଯିବେ,ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ।

ଆମ ଶାସ୍ତ୍ର ଓ ପୁରାଣ ଅନୁସାରେ ଆମର ୩୩ କୋଟି ଦେବା ଦେବୀ ରହିଛନ୍ତି ଏବଂ ସମସ୍ତ ଦେବା ଦେବୀ ନିଜ ସ୍ଥାନରେ ମହାନ ଏବଂ ଭକ୍ତ ଭାବରେ ମୋହିତ ଅଟନ୍ତି। କିନ୍ତୁ ଯଦି ଆମେ ଭଗବାନ ଶିବ ଙ୍କ ବିଷୟରେ କହିବା ତେବେ ସେ ସମସ୍ତ ଙ୍କ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ତାଙ୍କର ଶାରୀରିକ ଗଠନ ଠାରୁ ଆରମ୍ଭ କରି ତାଙ୍କର ସମସ୍ତ କାର୍ଯ୍ୟ ଏବଂ ମହିମା ଅପାର ଅଟେ। ତେବେ ଜଣେ ଏମିତି ଦେବତା ଯିଏକି ଭକ୍ତ ଙ୍କ ପାଇଁ କିଛି ବି କରିପାରନ୍ତି। ସେ ନିଜ ମସ୍ତ କରେ ମାତା ଗଙ୍ଗା ଙ୍କୁ ସ୍ଥାନ ଦେଇଛନ୍ତି ଏବଂ ବେକ ରେ ସାପ କୁ ଗୁଡ଼ାଇ ରଖିଥାନ୍ତି। ଏପରି ମଧ୍ୟ କୁହାଯାଏ କି ସେ ଭକ୍ତ ଙ୍କ ଉପରେ ଖୁସି ହେଲେ ତାଙ୍କୁ ବର ଦେଇଥାନ୍ତି ଏବଂ ରାଗି ଗଲେ ମଧ୍ୟ ବରଦାନ କରିଥାନ୍ତି।

ତେବେ ଅମରନାଥ ମନ୍ଦିର ରେ ୨୦୧୬ ମସିହାରେ ହୋଇଥିଲା କିଛି ଏହିପରି ଯାହା ସମସ୍ତ ଙ୍କୁ ଆଚମ୍ବିତ କରିଦେଇଥିଲା। ତେବେ ବନ୍ଧୁଗଣ ଅମରନାଥ ମନ୍ଦିର ର ଗେଟ ବନ୍ଦ ହେବା ପୂର୍ବରୁ ଭଲ ଭାବରେ ପୂଜାରୀ ମାନେ ଯାଞ୍ଚ କରି ବନ୍ଦ କରିଥାନ୍ତି। ତେବେ ସବୁଦିନ ପରି ସେ ଦିନ ମଧ୍ୟ ପୂଜାରୀ ଜଣଙ୍କ ମନ୍ଦିର ରେ ପହଡ଼ ପକାଇ ଘରକୁ ଯାଇଥିଲେ। ମାତ୍ର ସକାଳେ ସେ ଯେତେବେଳେ ଆସି ପ୍ରଭୁ ଅମରନାଥ ଙ୍କର ମନ୍ଦିର ର କବାଟ ଖୋଲିଲେ ସେତେବେଳେ ସେ ଶେଷନାଗ ଙ୍କୁ ଅମରନାଥ ଙ୍କର ଲିଙ୍ଗ ଉପରେ ଦେଖିବାକୁ ପାଇଲେ।

ଏହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶିବ ଲିଙ୍ଗ ଉପରେ ଯେଉଁ ଶେଷନାଗ ଅବସ୍ଥାନ କରିଥିଲେ ସେ ବହୁତ ବିଚିତ୍ର ଓ ବଡ଼ ଥିଲେ। ତେବେ ପୂଜାରୀ ଜଣଙ୍କ ଏହାକୁ ଦେଖିବା ପରେ ଭଗବାନ ଶିବ ତାର ଦୃଷ୍ଟି ଶକ୍ତି ସବୁଦିନ ପାଇଁ ଛଡେଇ ନେଲେ। ତେବେ ସେହି ପୂଜାରୀ ଜଣଙ୍କ ବର୍ତ୍ତମାନ କିଛି ଦେଖିପାରନ୍ତି ନାହିଁ। କିନ୍ତୁ ଜୀବନ ରେ ଥରେ ଭଗବାନ ଶିବ ଙ୍କର ଦର୍ଶନ କରି ସେ ନିଜକୁ ଧନ୍ୟ ମନେ କରନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଛି ଆଉ ପ୍ରଭୁ ଶିବ ଙ୍କର ମହିମା କୁ ସମସ୍ତେ ଗାନ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।