Just another WordPress site

Viral Video ଝିଅ ସାପ ଧରାଳି ସାପ ଧରିବା ସମୟରେ ହଠାତ୍ ଦଂଶନ କଲା ସାପ ର ଭୟଙ୍କର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରୀ ଉଠିବ

0 176

ବର୍ତ୍ତମାନ ଆପଣ ଦେଖିବାକୁ ପାଉଥିବେ କି ଆମ ସମାଜ ରେ ଅଧିକ ରୁ ଅଧିକ ବିଷଧର ସାପ ଦେଖିବାକୁ ମିଳୁଛନ୍ତି। ଆଉ ଅନେକ ସମୟରେ ବିଷଧର ସାପ କାମୁଡିବା ଦ୍ୱାରା ବହୁତ ଲୋକଙ୍କ ର ମୃତ୍ୟୁ ମଧ୍ୟ ହୋଇଥାଏ। ଏହା ସ୍ୱାଭାବିକ ଅଟେ କାରଣ ଲୋକ ମାନେ ବିକାଶ ନାମରେ ଧୀରେ ଧୀରେ ସମସ୍ତ ଜଙ୍ଗଲ କୁ କାଟି ସଫା କରି ଦେଉଛନ୍ତି। ଯାହା ଫଳରେ ଜଙ୍ଗଲ ର ରହିବା ସାପ ଗୁଡିକ ବାସହରା ହୋଇ ଗାଁ ତଥା ଜନବସତି ସ୍ଥାନକୁ ପଳେଇ ଆସୁଛନ୍ତି ।

ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ। ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ ।ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ।ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ।

କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି।ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ।

ତେବେ ଗୋଟିଏ ଗ୍ରାମ ର ଜଣେ ବ୍ୟକ୍ତି ଙ୍କର ଘରେ ଏକ ଢମଣା ସାପଟି ଲୁଚି କରି ରହିଥିଲା। ତେବେ ପରିବାର ଲୋକ ସେହି ବିଶାଳ ସାପ ଟିକୁ ସାପ କୁ ଦେଖି ଡରିଗଲେ ,ଆଉ ସାପ ଟି ଏଠାରେ ରହିଲେ ଲୋକ ଙ୍କୁ ପରେ ଅସୁବିଧା ରେ ପକେଇପାରେ ବୋଲି ଚିନ୍ତା କଲେ। ତେଣୁ ସେମାନେ ଜଙ୍ଗଲ ବିଭାଗ କୁ ଏ ବିଷୟରେ ଜଣେଇଲେ।

ଆଉ ଜଙ୍ଗଲ ବିଭାଗ ରୁ ଜଣେ ମହିଳା ସାପ ଧରାଳି ଜଣଙ୍କ ସେଠାରେ ଆସି ଦେଖିଲେ କି ସାପଟି ଘରର ଏକ କୋଣ ରେ ରହିଛି ବୋଲି ।ତେବେ ମହିଳା ସାପ ଧରାଳି ଜଣଙ୍କ ତାଙ୍କୁ ସେଠାରେ ବହୁତ ସାବଧାନତା ର ସହ ଉଦ୍ଧାର କଲେ , ମାତ୍ର ଉଦ୍ଧାର କରିବା ସମୟରେ ସାପ ଟି ବହୁତ ରାଗି ଯାଇଥିଲା ଆଉ ସେ ମହିଳା ଙ୍କର ହାତ କୁ କାମୁଡି ଦେଲା।ଏହା ଦେଖି ସମସ୍ତେ ଡରି ଗଲେ କାରଣ ମହିଳା ଙ୍କର ହାତ ରୁ ରକ୍ତ ବାହାରୁ ଥିଲା ମାତ୍ର ମହିଳା ସାପ ଧରାଳି ଜଣଙ୍କ କହିଥିଲେ କି କିଛି ସମସ୍ୟା ନାହିଁ ମୋ ପାଖରେ ଏହାର ମେଡ଼ିସିନ ଅଛି ବୋଲ। ତେବେ ସାପ ଧରାଳି ଜଣଙ୍କ କହିଛନ୍ତି କି ଏହି ସାପ ମାନଙ୍କର କାମୁଡ଼ିବାର ଉପାୟ ପୁରା ନିର୍ଦ୍ଦିଷ୍ଟ ରହିଥାଏ, ତେଣୁ ଏହି ସାପ ଠାରୁ ଦୂରରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।