Just another WordPress site

TVରେ ସଂସ୍କାରି ବୋହୁ ରୁପରେ ଅଭିନୟ କରୁଥିବା ଏହି ହିରୋଇନ ଏବେ ଛୋଟ କଳା ପୋଷାକରେ କରିଲେ ବୋଲଡ ହଟ ଡ଼୍ୟାନ୍ସ ଛୋଟ ଛୁଆ ଦେଖନ୍ତୁ ନାହିଁ ଏହି ଭିଡ଼ିଓ

0 19

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି।

ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।ତେବେ କିନ୍ତୁ ବର୍ତ୍ତମାନ ଏମିତି ଜଣେ ଅଭିନେତ୍ରୀ ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

କାରଣ ଆପଣ ଏହି ଅଭିନେତ୍ରୀ ଙ୍କୁ ଟିଭି ପରଦା ରେ ସବୁବେଳେ ସଂସ୍କାରୀ ବହୁ ଭାବରେ ଦେଖିବା କୁ ଆଇଛନ୍ତି ମାତ୍ର ବର୍ତ୍ତମାନ ତାଙ୍କର ଯେଉଁ ଭିଡ଼ିଓ ଟି ଭାଇରଲ ହେଉଛି ତାହା ଏହା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ବିପରୀତ ଅଟେ।ତଥା ସେ ଏକ କଳା ସେକ୍ସି ଡ୍ରେସ ପିନ୍ଧି ଡ଼୍ୟାନ୍ସ କରିଛନ୍ତି। ଯାହା ଦେଖିବା ପରେ ସବୁ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।

ତେବେ ବନ୍ଧୁଗଣ ସେହି ଅଭିନେତ୍ରୀ ଆଉ କେହି ନୁହନ୍ତି ବରଂ ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ମେଗା ଧାରାବାହିକ ସିରିଏଲ “ଦିଆ ଅର ବାତୀ ହମ” ର ଅଭିନେତ୍ରୀ ସନ୍ଧ୍ୟା ତଥା ଦୀପିକା କୁମାରୀ ।ତେବେ ଆପଣ ଦୀପିକା ଙ୍କୁ ର ଅଭିନୟ କୁ ଦେଖିଥିବେ ନିଶ୍ଚିତ ତେବେ ସେ ତାଙ୍କର ଅଭିନୟ ପାଇଁ ଲୋକମାନ ଙ୍କ ମଧ୍ୟରେ ରାଜ କରିଥାନ୍ତି। ଆଉ ସବୁବେଳେ ସେ ଏକ ସଂସ୍କୃତିକ ବହୁ ଭାବରେ ଶାଢ଼ୀ ପିନ୍ଧି ଅଭିନୟ କରନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କର ଏକ ବୋଲଡ ଡ଼୍ୟାନ୍ସ ଭିଡ଼ିଓ ଭାଇରଲ ହେଉଛି ,ଯାହାକୁ ନେଇ ସେ ବେଶ ଚର୍ଚ୍ଚା ରେ ରହିଛନ୍ତି।

ତେବେ କିଛି ଦିନ ତଳେ ଦୀପିକା ,ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ଏକ ଡ଼୍ୟାନ୍ସ ଭିଡିଓ ସେୟାର କରିଥିଲେ ,ଯେଉଁ ଡ଼୍ୟାନ୍ସ ଭିଡ଼ିଓ ଟିରେ ସେ ଏକ ଆଇଟମ ସଙ୍ଗ ରେ ବୋଲଡ ଡ଼୍ୟାନ୍ସ କରିଥିଲେ। ଏହି ଡ଼୍ୟାନ୍ସ ଭିଡ଼ିଓ ରେ ସେ କଲା ରଙ୍ଗ ର ଏକ ହଟ ତଥା ସେକ୍ସି ଡ୍ରେସ ପିନ୍ଧି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି। ତେବେ ସେ ଡ଼୍ୟାନ୍ସ ଭିଡ଼ିଓ ଟି ସେୟାର କରିବା ସହ କ୍ୟାପ୍ସନ ରେ ଲେଖିଥିଲେ କି “ଛୋଟ କେଶ ପ୍ରତି ପ୍ରେମ” ଯାହାକି ବର୍ତ୍ତମାନ ଚର୍ଚ୍ଚା ରେ ରହିଛି।


ତେବେ ଲୋକମାନେ ତାଙ୍କର ଏହି ରୂପ କୁ ବହୁତ ପସନ୍ଦ କରିଛନ୍ତି। ତେବେ ଅଭିନେତ୍ରୀ ଦୀପିକା ପ୍ରାୟ ଡ଼୍ୟାନ୍ସ ଭିଡିଓ ସବୁ ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି। କିନ୍ତୁ ତାଙ୍କର ଏହି ବୋଲଡ ଏବଂ ହଟ ଡ଼୍ୟାନ୍ସ ଭିଡ଼ିଓ ସମସ୍ତ ଙ୍କୁ ଆବାକ କରିଦେଇଛି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଆପଣ ଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।