Just another WordPress site

ଭାଇରାଲ ହେଲା Lata ଦିଦିଙ୍କ ମୃତ୍ୟୁ ପୂର୍ବର କାହିଁକି କ୍ଷମା ମାଗି କହିଗଲେ ଏହି ଶେଷ କଥା… ଥରୁଟିଏ ଦେଖନ୍ତୁ ଭିଡ଼ିଓ…

0 105

ବନ୍ଧୁଗଣ କାଲି ସକାଳ ର ସୂର୍ଯ୍ୟ ଉଦୟ ହେଉ ହେଉ ଆମ ସମସ୍ତ ଙ୍କ ପାଇଁ ଏକ ଅତ୍ୟନ୍ତ ଦୁଃଖଦ ସୂଚନା ଦେଇଥିଲା ଯାହାକି ବରିଷ୍ଠ କଣ୍ଠଶିଳ୍ପୀ ତଥା ଭାରତ ରତ୍ନ ବିଜେତା ଗାୟିକା ଲତା ମଙ୍ଗେସ୍କର ଙ୍କର ପରଲୋକ ହେବାର ଖବର। ତେବେ ଲତା ଙ୍କର ମୃତ୍ୟୁ ର ଖବର ପ୍ରାୟ ସକାଳେ ସବୁ ଟିଭି ଚେନାଲ ତଥା ସୋସିଆଲ ମିଡ଼ିଆ ରେ ଆପଣ ଦେଖିବାକୁ ପାଉଥିବେ।

ତେବେ କିଛି ଦିନ ତଳେ ଲତା କୋରନା ରେ ଆକ୍ରାନ୍ତ ହୋଇ ମୁମ୍ବାଇ ରେ ଚିକିତ୍ସା ହେଉଥିବା। ମାତ୍ର ଚିକିତ୍ସିତ ଅବସ୍ଥାରେ ଆଜି ସକାଳେ ୯୨ ବର୍ଷ ବୟସ ରେ ସେ ଆମ ସମସ୍ତଙ୍କୁ ପର କରି ସବୁଦିନ ପାଇଁ ଛାଡି ଚାଲିଯାଇଛନ୍ତି।

ତେବେ ବର୍ତ୍ତମାନ ଲତା ମଙ୍ଗେସ୍କର ଙ୍କର ମୃତ୍ୟୁ ପୂର୍ବ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି। ତେବେ ଏହି ଭିଡ଼ିଓ ଟିରେ ସେ ଆମ ଇନ୍ଦ୍ରଷ୍ଟ୍ରି ର କିଛି ମାନ୍ୟଗଣ୍ୟ ଲୋକଙ୍କ ବିଷୟରେ ନିଜର ଭାବନା ଦେଇଥିଲେ।ତେବେ କିନ୍ତୁ ଆମ ପାଇଁ ସବୁଠାରୁ ଦୁଖଃ ର କଥା ଏହାକି ଯେ ଲତା ଦିଦି ଙ୍କର ସେହି ଭିଡ଼ିଓ ଟି ତାଙ୍କର ମୃତ୍ୟୁ ପୂର୍ବ ର ତଥା ଜୀବନ ର ଶେଷ ଭିଡ଼ିଓ ହୋଇଗଲା। ତାଙ୍କୁ ହରାଇ ଆମେ ଭାରତ ର ଏକ ଅମୁଲ୍ୟ ରତ୍ନ କୁ ହରାଇଛୁ କହିଲେ କିଛି ଅତୁଟ ହେବ ନାହିଁ ,ଆଉ ଏହି ଜନ୍ମ ରେ ତାଙ୍କର ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ।

ତେବେ ବନ୍ଧୁଗଣ ଭାଇରଲ ହେଉଥିବା ଏହି ଭିଡ଼ିଓ ଟିରେ ଲତା ତାଙ୍କର ସିନେମା ଜଗତରେ ଗୀତ ଗାଇବା ସମୟର କିଛି ଅନୁଭୂତି ସେୟାର କରିଥିଲେ। ସେ କହିଥିଲେ କି ମୁଁ ତ ସମସ୍ତ ଙ୍କ ଠାରୁ ପ୍ରାୟ ବଡ଼ ଥିଲି ତେଣୁ ସମସ୍ତେ ମୋତେ ଦିଦି ବୋଲି ଡାକୁଥିଲେ। ମୋତେ ସିନେମା ଜଗତ ରୁ ବହୁତ ଭଲପାଇବା ମିଳିଛି ଯେତେବେଳେ ଯାହାକି ହୋଇଥାଏ ଆଗ ମୋତେ ସୂଚନା ମିଳିଥାଏ।ତେବେ ମୋ ପରିବାର ପରି ସିନେମା ଜଗତ ରେ ମଧ୍ୟ ମୁଁ ବଡ଼ ଭଉଣୀ ଥିଲେ। ତେବେ ସେ କହିଛନ୍ତି କି କରଣ ସକ୍ସେନା ମୋତେ ନିଜର ଆଦର୍ଶ ମାନୁଥିଲେ ଏବଂ ତାଙ୍କ ସହ ମୁଁ ଅନେକ ସମୟ ବିତାଇଛି।

ତେବେ ବନ୍ଧୁଗଣ ତାଙ୍କର ଏହି ଭିଡ଼ିଓ ଟି ଆଜି ଶେଷ ଭିଡ଼ିଓ ହୋଇଯାଇଛି ଆଉ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକେ ଏହା ଶୁଣି ତାଙ୍କୁ ବହୁତ ମନେ ପକାଇଛନ୍ତି। ଏବଂ ତେବେ ତାଙ୍କର ଗାଇଥିବା ସବୁ ଗୀତ କୁ ନେଇ ବର୍ତ୍ତମାନ ସମସ୍ତେ ଭାବ ବିହ୍ୱଳ ହୋଇପଡିଛନ୍ତି। ଏବଂ ତାଙ୍କର ମୃତ୍ୟୁ ରେ ଭାଙ୍ଗି ପଡିଛି ସାରା ଭାରତ। ତେବେ ହୁଏତ ସେ ଆଜି ଆମ ଗହଳ ରେ ନାହାନ୍ତି କିନ୍ତୁ ଆମ ହୃଦୟ ରେ ସେ ଚିର ଅମର ରହିଛନ୍ତି।ତେବେ ଆମେ ଲତା ମଙ୍ଗେସ୍କର ଙ୍କର ଆତ୍ମା ର ସଦ୍ଗତି ପାଇଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରୁଛୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।