
ଏହି ସବୁ ଉପାୟ ମାଧ୍ୟମରେ ମୁଁ ମୋର ଓଜନ 10 ଦିନରେ 110Kg ରୁ 60Kg କମେଇଛି ଦେଖି ନିଅନ୍ତୁ ବହୁତ ମଜା ଆସିବ -Weight Loss
ଆଧୁନିକ ତାଳରେ ଆଜିକାଲି ସମସ୍ତେ ବାଇଆ ସମସ୍ତେ ନିଜକୁ ସବୁବେଳେ ସୁନ୍ଦର ରୂପରେ ଦେଖିବାକୁ ପସନ୍ଦ କରନ୍ତି ।ତେବେ ଆଜିର ଖାଦ୍ୟ ଖାଇବାର ପରିବର୍ତ୍ତନ ଓ ଆଡ଼ମ୍ବିତ ଜୀଵନ ବଞ୍ଚିବାର ପକ୍ରିୟାର ପରିବର୍ତ୍ତନ ଯୋଗୁଁ ମଣିଷ ଦିନକୁ ଦିନ ଅଳସୁଆ ହେଇ ଯାଉଛି ।ଆଉ ଫଳ ସ୍ୱରୂପ ଏବେ ଲୋକମାନଙ୍କୁ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ କିନ୍ତୁ ସମସ୍ତଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ମୋଟାପଣ ।
ତେବେ ପେଟରେ ବଡୁଥିବା ମେଦ ଆମକୁ ବହୁତ କଷ୍ଟ ଦେଇଥାଏ,ପ୍ରେଗନେନ୍ସି ପରେ ମହିଳାଙ୍କ ପେଟର ଚର୍ବି ବଡିଯାଇଥାଏ।
କୌଣସି ଲୁଗା ପିନ୍ଧିବାରେ ଆମୁକୁ ବହୁତ ଅଡ଼ୁଆ ହୁଏ ଆଉ ଏଥିରୁ ମୁକ୍ତି ପାଇବା ପାଇଁ ବହୁତ ପଦକ୍ଷେପ ବି ନେଉ ଯେପରି ସମାଧାନ ପାଇଁ ଲୋକେ ଯିମ,ଏକ୍ସାସାଇଜ, ଡାଇଟିଂ ଆଦିର ସାହାରା ନେଇଥାନ୍ତି ।କିନ୍ତୁ ଏହିସବୁରେ ବହୁତ କଷ୍ଟ କରିବା ସହ ବହୁତ ସମୟ ଲାଗିଥାଏ ।ତେବେ ବନ୍ଧୁମାନେ ଏମିତି ଗୋଟିଏ ଘରୋଇ ଉପଚାର ଅଛି ଯାହା ଆପଣଙ୍କ ମୋଟାପଣ ଓ ପେଟର ମେଦ କୁ ଖୁବ କମ ସମୟରେ ଶେଷ କରିଦେବ ।ବନ୍ଧୁମାନେ ଆପଣ ଜାଣି ଖୁସି ହେବେ ଏହି ଉପଚାରରେ ଆପଣ ସାତ ଦିନରେ ଆପଣଙ୍କ ଶରୀରରେ ପରିବର୍ତ୍ତନ ଦେଖିପାରିବେ ।ତେବେ ଆସନ୍ତୁ ଜାଣିବା କଣ ସେହି ଘରୋଇ ଉପଚାର…
1.ପ୍ରଥମେ ଆପଣ ଗୋଟିଏ ପେନରେ ଗୋଟିଏ ଗ୍ଲାସ ପାଣିକୁ ଗରମ କରି ସେଥିରେ ଗୋଟିଏ ଚାମୁଚ ଜିରା ପକାନ୍ତୁ ।ଜିରା ଶରୀର ପାଇଁ ବହୁତ ଉପକାରୀ ଏହା ଏସିଡ୍ କମାଏ ଓ ମେଦ କମାଇବାରେ ବହୁତ ସାହାଯ୍ୟ କରେ ।
2.ଏହି ପାଣି ଭଲ ଭାବରେ ଫୁଟି ଗଲେ ହଳଦିଆ ରଙ୍ଗର ଦେଖାଯିବ ଏହାକୁ ଗୋଟିଏ ଗ୍ଲାସକୁ ଛାଣି ନିଅନ୍ତୁ ଓ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।
3. ସେଥିରେ ଛୋଟ ଅଦାକୁ ଛେଞ୍ଚୀ ତାର ରସ ବାହାର କରି ସେହି ଜିରା ପାଣିରେ ପକାନ୍ତୁ ଓ ଲେମ୍ବୁର ଆଠ ଦଶ ବୁନ୍ଦା ପକାନ୍ତୁ ।
4.ତା ପରେ ସେଥିରେ ଗୋଟିଏ ଚାମୁଚ ମହୁ ପକେଇ ଭଲଭାବରେ ଗୋଳେଇ ନିଅନ୍ତୁ ଏବଂ ଏବେ ଏହି ଘରୋଇ ଉପଚାର ପ୍ରସ୍ତୁତ ହେଇଯିବ ।
5.ଏହି ପାଣିକୁ କେବେ ଖାଇବା ପରେ ଖାଆନ୍ତୁ ନାହିଁ ଏଥିରୁ କିଛି ଫଳ ମିଳିବ ନାହିଁ ତେବେ ଏହାକୁ ଆପଣ ଖାଲି ପେଟରେ ପ୍ରତ୍ୟେକ ଦିନ ଖାଆନ୍ତୁ ଦେଖିବେ ଆପଣ ଦିନକୁ ଦିନ ପତଳା ହେଇଯିବେ ।ବନ୍ଧୁମାନେ ଏହି ଉପାୟ କୁ ଆପଣେଇ ଦେଖନ୍ତୁ ଦେଖିବେ ଏହାର ଚମତ୍କାର ଫଳ ।ଏହା ଶସ୍ତା ଏବଂ ବହୁ ଅଳ୍ପ ସମୟରେ ପ୍ରସ୍ତୁତ ହେଇଯିବ ।ଆଉ ଏହା ଶରୀରରେ ଅନ୍ୟ କିଛି କ୍ଷତି ପହଞ୍ଚାଏ ନାହିଁ ।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।