Just another WordPress site

ଚତୁର୍ଥୀ ପିଣ୍ଡ ପକେଇବା ସମୟରେ ହଠାତ୍ ଭାଉଜ ଙ୍କ କାନରେ କହିଲେ ଏମିତି କଥା ବେଦୀରେ ହସିଲେ ଭାଉଜ ଭାଇରଲ ହେଉଥିବା ଭିଡ଼ିଓ

0 64

ଆମେ ସମସ୍ତେ ଜାଣିଛୁ କି, ବିବାହ ବନ୍ଧନରେ ଆମ ସମସ୍ତ ଙ୍କର ପ୍ରିୟ କମେଡ଼ିଆନ ପ୍ରଜ୍ଞା କୁମାର ଖଟୁଆ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ତେବେ ବର୍ତ୍ତମାନ ତାଙ୍କର ବିବାହ କୁ ନେଇ ତଥା ବିବାହ ପ୍ର ର ଫିଟ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଉଛି।ତେବେ ପ୍ରଜ୍ଞା ଙ୍କର ବିବାହ ର ଏହି ରେ ଭିଡିଓ ଓ ଫୋଟ ଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆ ର୍ଡ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଓଡ଼ିଶାର ଲୋକପ୍ରିୟ କମେଡିଆନ ପ୍ରଜ୍ଞ ଖଟୁଆ ଅଭିନେତ୍ରୀ ସୁନନ୍ଦା ଙ୍କୁ ବିବାହ କରିଛନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ପ୍ରଜ୍ଞାନନ୍ଦା ଙ୍କର ବାହାଘର ଠାରୁ ଚତୁର୍ଥୀ ରାତି ପର୍ଯ୍ୟନ୍ତ ସମସ୍ତ ଭିଡ଼ିଓ ବହୁଳ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ହସି ହସି ପାଗଳ ହୋଇଯିବେ। ତେବେ ସେହି ଭାଇରଲ ଭିଡ଼ିଓ ଟି ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବାକୁ ଯାଉଛୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଭାଇରଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କିପରି କମେଡ଼ିଆନ ପ୍ରଜ୍ଞା ବିବାହ ବେଦୀ ରେ ବର ସାଜି ସୁନନ୍ଦା ଙ୍କ ମଥାରେ ସିନ୍ଦୂର ଦେଇ ତାଙ୍କୁ ସବୁଦିନ ପାଇଁ ନିଜର କରିଛନ୍ତି।

ଏହି ଭିଡ଼ିଓ ର ସବୁଠାରୁ ମଜାଦାର ର ପାର୍ଟ ହେଉଛି ଉଭୟଙ୍କ ର ବିବାହ ପରେ ରୀତିନୀତି ଅନୁଯାୟୀ ହୋଇଥିବା କଉଡି ଖେଳ। ତେବେ ଆପଣ ଦେଖି ପାରୁଥିବେ କି କିପରି ଭାବରେ କଉଡି ଖେଳିବା ସମୟ ରେ ଉଭୟ ପ୍ରଜ୍ଞା ଏବଂ ଅଭିନେତ୍ରୀ ସୁନନ୍ଦା ହସ ହସ ମୁଁହ ରେ ଖେଳୁଥିଲ।ଆଉ ଏହି ଖେଳ ରେ ପ୍ରାୟ ସବୁବେଳେ ପ୍ରଜ୍ଞା ଙ୍କ ଠାରୁ ସୁନନ୍ଦା ହାରି ଯାଉଥିଲେ ଯାହାର ମଜା ନେଉଥିଲେ ପ୍ରଜ୍ଞା ଙ୍କର ପରିବାର ଲୋକେ। ତେବେ ଏଥିରେ ରିସେପସନ ଏବଂ ଚତୁର୍ଥୀ ବିବାହ ର ଭିଡ଼ିଓ ମଧ୍ୟ ରହିଛି ଯାହା ଆପଣ ଦେଖି ପାରୁଥିବେ ନିଶ୍ଚିତ।

ତେବେ ଭିଡ଼ିଓ ଟିରେ ଆପଣ ଦେଖୁଥିବେ କି ସୁନନ୍ଦା ଙ୍କର ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ଯାହାକୁ ଦେଖିଲେ ଆପଣ ହସିବା ସହ ଆନନ୍ଦିତ ମଧ୍ୟ ହେବେ। ତେବେ ଆଜ୍ଞା ହଁ , ସୁନନ୍ଦା ନିଜ ବିବାହ କୁ ନେଇ ବହୁତ ଖୁସି ଅଛନ୍ତି ଆଉ ପ୍ରଜ୍ଞା ଙ୍କୁ ବିବାହ କରୁଥିବା ରୁ ସେ ନିଜକୁ ବହୁତ ଧନ୍ୟ ମନେ କରିଛନ୍ତି। ଖାଲି ଏତିକି ନୁହେଁ ବରଂ ପ୍ରଜ୍ଞା କମେଡ଼ିଆନ ଙ୍କୁ ବିବାହ କରିବା ପରେ ସେ ଖୁସି ରେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି।

ତେବେ କୁହାଯାଏ କି ଉଚିତ ଜୀବନ ସାଥି ମିଳିଗଲେ ଜୀବନ ର ସବୁକିଛି ମିଳିଯିବା ପରି ଲାଗେ ଆଉ ସୁନନ୍ଦା ପ୍ରଜ୍ଞା ଙ୍କୁ ନିଜ ସ୍ୱାମୀ ରୁପରେ ପାଇଁ ସବୁ କିଛି ପାଇଛନ୍ତି। ତେବେ ପ୍ରଜ୍ଞାନନ୍ଦା ଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ତାଙ୍କ ଫେନ ମାନ ଙ୍କୁ ବହୁତ ଖୁସି କରିବା ସହ ହସାଇ ହସାଇ ତାଙ୍କର ହୋସ ଉଡେଇ ଦେଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।