
ଦେଖନ୍ତୁ Shocking ଭିଡିଓ – ବିଧାନସଭା ଆଗରେ ମା’ ବେକରେ ଛୁରୀ ଲଗାଇଲା ପୁଅ..ରାସ୍ତା ଉପରେ ହାଇ ଡ୍ରାମା
ଓଡ଼ିଶା ର ରାଜଧାନୀ ଭୁବନେଶ୍ବର ରେ ଦିନ କୁ ଦିନ ଭିନ୍ନ ଭିନ୍ନ ଡ୍ରାମା ଦେଖିବାକୁ ମିଳୁଛି। କେତେବେଳେ ଏଠାରେ ଦିନ ଦିପହର ରେ ଗୋଷ୍ଠୀ ସଂଘର୍ଷ ହେଉଛି ତ, କେତେ ବେଳେ ଯୁବକ ଯୁବତୀ ଙ୍କର ରାସ୍ତା ମଝିରେ ହାଇ ଭଲଟେଜ ଡ୍ରାମା ଚାଲିଲାଣି ତ ପୁଣି କେତେବେଳେ ରାତି ଅଧ ଯୁବତୀ ମାନେ ମଦ୍ୟପାନ କରି ତାଣ୍ଡବଲୀଳା କରିଲେଣି ।ତେବେ ବୁଝି ହେଉନାହିଁ ପଵିତ୍ର ଭୂମି ଓଡ଼ିଶା ର ଲୋକ ମାନେ କାହିଁକି ଏପରି ହେଉଛନ୍ତି ତାହା ବୁଝି ହେଉନି ଏମାନେ ନୀତି ନିୟମ , ସଂସ୍କୃତି ପରମ୍ପରା ସବୁ ଭୁଲିଯାଇ ଏହିଭଳି କାଣ୍ଡ କରୁଛନ୍ତି।
କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ତାହା ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ ।ଆଜ୍ଞା ଜଣେ ଯୁବକ ବିଧାନସଭା ଆଗରେ ନିଜ ମା ଙ୍କ ବେକ ରେ ଛୁରୀ ଲଗାଇ ବହୁତ ବଡ଼ ତମସା ଛିଡା କରେଇଛନ୍ତି ଆଉ ତାଙ୍କର ଡ୍ରାମା ଦେଖିଲେ ଆପଣ ଙ୍କର ମୁଣ୍ଡ ବୁଲେଇ ଦେବ ନିଶ୍ଚିତ। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଚର୍ଚ୍ଚା ରେ ରହିଛି ,ଆଉ ଭିଡ଼ିଓ ଟିକୁ ଯିଏ ଦେଖୁଛି ସେ ଚିନ୍ତା ରେ ପଡି ଯାଉଛି କି ଏହି ଯୁବକ ଙ୍କର ଏପରି କରିବା ପଛରେ କଣ କାରଣ ରହିଛି ବୋଲି।
ତେବେ ଘଟଣା ଟି କିଛି ଏହିପରି ଥିଲା କି ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ , କିଛି ଦିନ ତଳେ ଜଣେ ଯୁବକ ବିଧାନସଭା ଆଗରେ ରାସ୍ତା ମଝିରେ ନିଜ ମା ବେକ ରେ ଛୁରୀ ଲଗାଇ ଶାସକ ଦଳର ନେତା ମାନଙ୍କ ଉପରେ ଅନେକ ପ୍ରଶ୍ନ କରିଥିଲେ। ତେବେ ଯୁବକ ଜଣଙ୍କ ଶିକ୍ଷିତ ଅଟନ୍ତି କାରଣ ସେ ଇଂରାଜୀ ରେ କଥା କହୁଥିଲେ। ସେ କହୁଥିଲେ କି ଶାସକ ଦଳର ନେତା ତଥା ବିଜେଡ଼ି ନେତା ମାନେ ଚୋର , ଠକ ଓ ଅତ୍ୟାଚାରୀ ଅଟନ୍ତି। ସେମାନେ ଆମ ରାଜ୍ୟ କୁ ଲୁଟୁଛନ୍ତୁ ।
ସେ କହିଛନ୍ତି କି ପୁରୀ ଶ୍ରୀ ମନ୍ଦିର ରୁ ଚୋରି ହେବା ଠାରୁ ଆରମ୍ଭ କରି ଅନେକ ହତ୍ୟା ପଛରେ ଏହି ନେତା ଙ୍କର ହାତ ରହିଛି। ସେହି ଯୁବକ ଜଣଙ୍କ କହିଛନ୍ତି କି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତ ଏବଂ ବହୁତ ଭଲ ଅଟନ୍ତି ମାତ୍ର ବିଜେଡି ନେତା ମାନେ ନିଜ ସ୍ୱାର୍ଥ ପାଇଁ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ରେ ପକାଉଛନ୍ତି। ପୋଲିସ ସେମାନଙ୍କ ର ଉପରେ ନିଶ୍ଚିତ ଭାବରେ ପଦକ୍ଷେପ ନିଅନ୍ତୁ। ସେ କହିଛନ୍ତି କି ତାଙ୍କର କଥା କେହି ନଶୁଣିଲେ ସେ ମହିଳା ଙ୍କୁ ମାରିଦେବେ ବୋଲି।
ମାତ୍ର ପୋଲିସ ସେହି ଯୁବକ ଙ୍କ ଠାରୁ ମହିଳା ଙ୍କୁ ଉଦ୍ଧାର କରିବା ପାଇଁ ସେ ଏହା ଯୋଜନା କରି , ମହିଳା ଙ୍କୁ ଉଦ୍ଧାର କରିଥିଲେ ଆଉ ସାଂଗରେ ସେହି ଯୁବକ ଙ୍କୁ ପୋଲିସ ଷ୍ଟେସନ ନେଇ ଯାଇଥିଲେ। ତେବେ କିନ୍ତୁ ଯୁବକ ଜଣଙ୍କ ଏହିପରି ଡ୍ରାମା କାହିଁକି କରିଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।