Just another WordPress site

ଯଦି ଆପଣଙ୍କ ପାଦର ଆଙ୍ଗୂଠି ଏହି ଆକୃତିର ତାହେଲେ ଆପଣ ବହୁତ୍ ଭାଗ୍ୟଶାଳୀ( ଅତ୍ଯନ୍ତ ଧନୀ ବ୍ୟକ୍ତି) – ଜାଣନ୍ତୁ ଭାଗ୍ୟ

0 38

ବନ୍ଧୁମାନେ ସମସ୍ତ ମଣିଷ ଶରୀର ଗଠନ ସମାନ ହେଲେ ବି କିଛି ଅଙ୍ଗର ଗଠନ ସମସ୍ତଙ୍କ ପାଖରେ ଭିନ୍ନ ଭିନ୍ନ ଦେଖା ଯାଇଥାଏ ।ଯେପରି ସବୁ ମଣିଷର ରଙ୍ଗ ସମାନ ହେଇ ନଥାଏ, ସେମିତି ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକ ମଧରେ ବି ଭିନ୍ନତା ଦେଖାଯାଇଥାଏ ।ତେବେ ବନ୍ଧୁମାନେ ଶାରୀରିକ ଭନ୍ନତା ମଣିଷର ଆଚାର ଓ ବ୍ୟବହାର ବିଷୟରେ ଜାଣିବାରେ ଆମକୁ ସାହାଯ୍ୟ କରେ ।

ତେବେ ଆପଣ ଲକ୍ଷ୍ୟ କରିଥିବେ ସମସ୍ତଙ୍କର ପାଦ ସମାନ ନଥାଏ ।ତେବେ ଏହି ଭିନ୍ନତା ବି ଲୋକଙ୍କ ର ଭାଗ୍ୟ ଜାଣିବାରେ ବହୁତ ବଡ଼ ସାହାଯ୍ୟ କରେ, କେମିତି ଆସନ୍ତୁ ଜାଣିବା ।ତେବେ ବ୍ୟକ୍ତିର ପାଞ୍ଚ ପ୍ରକାରର ପାଦ ଦେଖିବାକୁ ମିଳିଥାଏ,ତେବେ ଏହି ଭିନ୍ନତା ଅନୁଯାୟୀ ଜାଣିବା ଶାସ୍ତ୍ର ଅନୁସାରେ ବ୍ୟକ୍ତି କେଉଁ ଭଳି ସ୍ୱାଭବର ହେଇଥାଏ ।

1.ସେଲଟିକ ଆକୃତି –


ଯଦି ପାଦର ବୁଡା ଆଙ୍ଗୁଳି ର ପାଖରେ ଥିବା ଆଙ୍ଗୁଳି ସବୁ ଆଙ୍ଗୁଳି ଠାରୁ ବଡ଼ ଓ ପାଦର ଶେଷ ଦୁଇଟି ଆଙ୍ଗୁଳି ସମାନ ହେଇଥାନ୍ତି ତେବେ ଏହିକୁ ସେଲଟିକ ପାଦ କହନ୍ତି ।
ଏହି ପାଦ ଥିବା ବ୍ୟକ୍ତିମାନେ ବହୁତ ସାଧାରଣ ହେବା ସହ ଏମାନେ ଜୀବନରେ ସଫଳତାର ପାଦ ଛୁଇଁ ଥାଆନ୍ତି ଓ କିଛି ଜିନିଷ ବୁଝିବା ଅଦ୍ଭୁତ ଶକ୍ତି ରହିଛି ।ଏହି ବ୍ୟକ୍ତିମାନେ କାଳେ କାଳ୍ପନିକ ଜୀଵନ ବଞ୍ଚିବାକୁ ଭଲପାଆନ୍ତି,ଜୀବନସାଥୀ ସହ ଖୁବ ତାଳମେଳ ବସିବା ସହ ସନ୍ତାନ ମାନେ ଆଜ୍ଞା ପାଳନ କରିଥାନ୍ତି ।ଶାସ୍ତ୍ର ଅନୁଯାୟୀ ଏମାନଙ୍କୁ ସାଧାରଣ ଭାଗ୍ୟର ଅଧିକାରୀ କୁହାଯାଇଛି ।

2.ଜର୍ମାନିକ ଆକୃତି –

ଯେଉଁ ବ୍ୟକ୍ତି ମାନଙ୍କର ଚାରିଟି ଆଙ୍ଗୁଳି ସମ୍ମାନ ଓ ବୁଡ଼ା ଆଙ୍ଗୁଳି ବଡ଼ ଥାଏ ସେମାନଙ୍କ ପାଦକୁ ଜର୍ମାନିକ ଆକୃତି ।
ଏହି ପାଦ ଥିବା ବ୍ୟକ୍ତିମାନେ ବହୁତ ଶାନ୍ତି ପ୍ରିୟ ହେଇଥାନ୍ତି,ଏମାନେ ସବୁପ୍ରକାର କାମ କରିବାରେ ଉତ୍ସୁକ ଥାଆନ୍ତି ।ଏହି ବ୍ୟକ୍ତି ମାନେ ନିଜ ରୋଜଗାର ଅନୁସାରେ ନିଜକୁ ମ୍ୟାନେଜ କରି ନିଅନ୍ତି, ଶାସ୍ତ୍ର ଅନୁଯାୟୀ ସାମାନ୍ୟ ଭାଗ୍ୟର ଅଧିକାରୀ କୁହାଯାଇଛି ।

3.ଗ୍ରୀକ ଆକୃତି –

ଯେଉଁ ବ୍ୟକ୍ତି ମାନଙ୍କର ପାଦର ବୁଡା ଆଙ୍ଗୁଳି ର ପାଖରେ ଥିବା ଆଙ୍ଗୁଳି ସବୁ ଆଙ୍ଗୁଳି ଠାରୁ ବଡ଼ ଆଉ ଶେଷ ଦୁଇଟି ଆଙ୍ଗୁଳି ସାମାନ୍ୟ ବଡ଼ ଛୋଟ ହେଇଥାନ୍ତି ତାକୁ ଗ୍ରୀକ ଆକୃତି କହନ୍ତି ।
ଏହି ଲୋକମାନେ ବହୁତ ଚତୁର ଓ ବୁଦ୍ଧିମାନ ହେଇଥାନ୍ତି,ଏମାନଙ୍କୁ ଅଧିକ କଥା ହେବା ପସନ୍ଦ ନୁହେଁ ଲିମିଟେଡ଼ କଥା ହୁଅନ୍ତି ।ନିଜର କାମରେ ଅନ୍ୟକୁ ଆଶ୍ଚର୍ଯ୍ୟ କରିଦିଅନ୍ତି,ଏମାନେ ସବୁକ୍ଷେତ୍ରରେ ସମ୍ମାନିତ ହେଇଥାନ୍ତି ତେଣୁ
ଶାସ୍ତ୍ର ଅନୁଯାୟୀ ଏମାନଙ୍କୁ ଭାଗ୍ୟଶାଳୀ କୁହାଯାଇଛି ।

4.ଏଯେପସନ ଆକୃତି –

ଯେଉଁ ମାନଙ୍କର ସବୁ ଆଙ୍ଗୁଳି ଗୁଡ଼ିକ ବୁଡ଼ା ଆଙ୍ଗୁଳି ପର୍ଯ୍ୟନ୍ତ ବଡ଼ରୁ ସାନ ହେଇ ରହିଥାଏ ତାହାକୁ ଏଯେପସନ ଆକୃତି ପାଦ କହନ୍ତି ।ଏମାନେ ସାମାଜିକ କାମ କରିବାକୁ ପସନ୍ଦ କରନ୍ତି,ସବୁବେଳେ ଖୁସି ରହନ୍ତି, ଅତି ସହଜରେ ଅନ୍ୟ ଶ ମିତ୍ରତା କ୍ରିନନ୍ତି ।ଏମାନଙ୍କ କୁଣ୍ଡଳୀ ରେ ସୂର୍ଯ୍ୟ ଓ ମଙ୍ଗଳ ଭଲ ସ୍ଥାନରେ ଥାଆନ୍ତି ତେବେ ଏମାନେ ଜୀବନରେ ଶ୍ରେଷ୍ଠତ୍ଵ ପାଇଥାଆନ୍ତି ।ଏମାନେ ଧାର୍ମିକ ବି ହେଇଥିବାରୁ ଶାସ୍ତ୍ର ଅନୁଯାୟୀ ଏମାନଙ୍କୁ ଅଶି ପ୍ରତିଶତ ଭାଗ୍ୟଶାଳୀ କୁହାଯାଇଛି ।

5.ରୋମାନ ଆକୃତି –

ଯେଉଁ ମାନଙ୍କର ପାଦର ବୁଡ଼ା ଆଙ୍ଗୁଳି ସହିତ ପାଖରେ ଥିବା ଦୁଇଟି ଆଙ୍ଗୁଳି ସମ୍ମାନ ହେଇଥାଏ ତାହାକୁ ରୋମାନ ଆକୃତିଏ ପାଦ କହନ୍ତି ।ଏମାନେ ବହୁତ ବୁଦ୍ଧିମାନ ହେବାସହ କଁ ପରିଶ୍ରମରେ ଅଧିକ ସଫଳତା ପାଇଥାନ୍ତି ।ଏମାନେ ସବୁକ୍ଷେତ୍ରରେ ନିଜର ବିଶିଷ୍ଟ ପ୍ରତିଷ୍ଠା ସ୍ଥାପନ କରିଥାନ୍ତି,ଶାସ୍ତ୍ର ଅନୁଯାୟୀ ଏମାନଙ୍କୁ ଶହେ ପ
ପ୍ରତିଶତ ଭାଗ୍ୟଶାଳୀ କୁହାଯାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।