Just another WordPress site

viral news – ଏହି ପୁରୁଣା ୨ ଟଙ୍କିଆ ମୁଦ୍ରାଟିଏ ଆପଣଙ୍କୁ ଲକ୍ଷପତି କରିଦବ, 5 ଲକ୍ଷ ଟଙ୍କା ମିଳିବ ଜାଣନ୍ତୁ କେମିତି ପାଇବେ ଟଙ୍କା ,ଆଉ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ।

0 252

କଥାରେ ଅଛି ଓଲ୍ଡ ଇସ ଗୋଲ୍ଡ ଏହାକୁ ନେଇ ବହୁତ ମତବ୍ୟକ୍ତ ବି କରାଯାଇଛି।ଆମ ପାଖରେ ଏମିତି କିଛି ପୁରୁଣା ଜିନିଷ ରହିଥାଏ ଯାହାକୁ ଆମେ ସାମାନ୍ୟ ବୋଲି ଭାବି ଅଣ ଦେଖା କରିଥାଉ। କିନ୍ତୁ ବେଳେବେଳେ ସେଇ ସାମାନ୍ୟ ଜିନିଷର ମୂଲ୍ୟ ବହୁତ ବେଶୀ ହୋଇଥାଏ। ଭାଗ୍ୟର ସାଥ ମିଳିଲେ ସେଇ ସାମାନ୍ୟ ପୁରୁଣା ଜିନିଷଟି ଆମ ଭାଗ୍ୟକୁ ବଦଳାଇ ଦେଇଥାଏ।ଏହି ପୁରୁଣା ଜିନିଷର ମୂଲ୍ୟ ଏତେ ହୋଇଥାଏ ଯେ ବେଳେ ବେଳେ ଲକ୍ଷ ଲକ୍ଷ ଟଙ୍କା ଦେଇଥାଏ।

କିଛି ବ୍ୟକ୍ତି ମାନେ ପୁରୁଣା ଜିନିଷକୁ କିଣିବା ପାଇଁ ଚାହିଁଥାନ୍ତି। ନିଜର ସଉକ ପାଇଁ ନତୁବା ନିଜର ଆଗାମୀ ପିଢ଼ି ପାଇଁ। କାହିଁକି ନା ପୁରୁଣା ଜିନିଷର ଚାହିଦା ବହୁତ ବେଶି।ଦିନକୁ ଦିନ ଏହି ପୁରୁଣା ଜିନିଷ ଗୁଡ଼ିକ ଲୋପ ହେବାକୁ ଲାଗିଲାଣି ଯାହା ବାବଦରେ ଆଗାମୀ ପିଢ଼ି ମାନେ ଅବଗତ ହେଇପାରୁ ନାହାନ୍ତି।ଆମ ପିତୃପୁରୁଷ ମାନଙ୍କ ସ୍ମୃତି ବିଷୟରେ ଆମେ ଜାଣି ପାରୁ ନାହାଁନ୍ତି।ସେଥି ପାଇଁ କିଛି ଲୋକ ଏହାକୁ ବହୁତ ଦାମ ଦେଇ କିଣିଥାନ୍ତି।

ସରକାର ମଧ୍ୟ ବିଭିନ୍ନ ପ୍ରକାର ତଥ୍ୟକୁ ଆଧାର କରି ବହୁତ ପୁରୁଣା ଜିନିଷକୁ କିଣା କିଣି କରିଥାନ୍ତି। ସେଥିପାଇଁ ଅନେକ ପଇସା ମଧ୍ୟ ଦେଇଥାନ୍ତି। ବର୍ତ୍ତମାନ ସମୟରେ ଏହି ପୁରୁଣା ଜିନିଷକୁ କ୍ରୟ ବିକ୍ରୟ କରିବା ପାଇଁ ବହୁତ ବଡ ବଡ କମ୍ପାନୀ ଗୁଡ଼ିକ ବିଭିନ୍ନ ୱେବ ସାଇଟ ମାଧ୍ୟମରେ ଏହାକୁ କ୍ରୟ ବିକ୍ରୟ କରୁଛନ୍ତି

ପୁରୁଣା ମୁଦ୍ରାକୁ ବହୁତ ଲୋକ ମାନେ ସଂଗ୍ରହ କରିଥାନ୍ତି।ତେବେ ଆଜି ଆମେ ଆପଣଙ୍କୁ ଗୋଟିଏ ୨ ଟଙ୍କିଆ ମୁଦ୍ରା ବିଷୟରେ ଅବଗତ କରାଇବୁ ଯାହା ଆପଣଙ୍କୁ ୫ ଲକ୍ଷ ଟଙ୍କା ଦେଇପାରିବ। ଯାହା ଆପଣଙ୍କ ଭାଗ୍ୟକୁ ବଦଳାଇ ଦେଇ ପାରେ। ତେବେ ସେହି ମୂଲ୍ୟବାନ ମୁଦ୍ରାଟି ହେଲା ୧୯୯୪ ମସିହାର ଦୁଇ ଟଙ୍କିଆ ମୁଦ୍ରାଟିଏ ଏବଂ ଏହି ମୁଦ୍ରାର ପଛ ପଟରୁ ଭାରତ ମାନଚିତ୍ର ରହିଥିବା ଆବଶ୍ୟକ।

ଆପଣଙ୍କ ପାଖରେ ଯଦି ଏମିତି ମୁଦ୍ରାଟିଏ ଅଛି ତେବେ ଆପଣ ମଧ୍ୟ ଏହି ଦୁଇ ଟଙ୍କିଆ ମୁଦ୍ରାକୁ କ୍ଵକର ନାମକ ଏକ ୱେବ ସାଇଟ ମାଧ୍ୟମରେ ବିକ୍ରୟ କରିପାରିବେ। ଯାହାର ଦାମ ରହିଛି ୫ ଲକ୍ଷ ଟଙ୍କା।ଆପଣଙ୍କ ପାଖରେ ଯଦି ସ୍ଵାଧୀନତା ପୂର୍ବର ରାଣୀ ଭିକ୍ଟୋରିଆ ୧ ଟଙ୍କିଆ ମୁଦ୍ରା ରହିଛି ଏହାକୁ ମଧ୍ୟ ବିକ୍ରୟ କରିପାରିବ। ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ରହିଛି। ଏବଂ ଆପଣଙ୍କ ପାଖରେ ଯଦି ବ୍ରିଟିଶ ଶାସନ ସମୟର ୧ ଟଙ୍କିଆ ରହିଛି ତାହାକୁ ମଧ୍ୟ ଦୁଇ ଲକ୍ଷ ଟଙ୍କାରେ ବିକ୍ରୟ କରିପାରିବେ।

ଏହି ସବୁ ମୁଦ୍ରା ମଧ୍ୟରୁ ଆପଣଙ୍କ ପାଖରେ ଯଦି କୌଣସି ମୁଦ୍ରା ରହିଛି ଏବଂ ଆପଣ ଏହାକୁ ବିକ୍ରୟ କିମ୍ୱା କ୍ରୟ କରିବା ପାଇଁ ଚାହୁଁଛନ୍ତି ତେବେ କଏନ ବଜାର ୱେବ ସାଇଟକୁ ଯାଇ ନିଜର ସଂପୂର୍ଣ୍ଣ ବିବରଣୀ ଦେଇ ଏକ ଏକାଉଣ୍ଟ୍ କରି ଯୋଗାଯୋଗ କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।