Just another WordPress site

viral news-କମା ରେ ପଡିଛନ୍ତି ପ୍ରତୀକ୍ଷା,ସାହାର୍ଯ୍ୟ ପାଇଁ ଆକୁଳ ନିବେଦନ କରୁ ଛନ୍ତି ତାଙ୍କ ବାପା ମା । ଆପଣ ମାନେ ସାହାର୍ଯ୍ୟ କଲେ ତାର ଜୀବନ ଟି ବଂଚି ଯିବ,ଆଉ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ।

0 87

ପ୍ରତୀକ୍ଷା ନାମକ ଏକ ଝିଅ , ଯାହାର ବୟସ 11 ବର୍ଷ । ସେ ଏବେ ଷଷ୍ଠ ଶ୍ରେଣୀ ରେ ପାଠ ପଢେ । ଗତ ବର୍ଷ ସେପ୍ଟେମ୍ବର ମାସ ରେ ତାର ଜନ୍ମ ଦିନ ପାଳନ କରା ଯାଇ ଥିଲା । କିନ୍ତୁ ଏ ବର୍ଷ ସେ ସୁଇ ଛନ୍ତି ଖଟ ଉପରେ । ନିଶ୍ୱାସ ପ୍ରଶ୍ୱାସ ଚାଲୁଛି କିନ୍ତୁ କଥା ହୋଇ ପାରୁ ନାହାନ୍ତି । ସେ ଏବେ ପୁରା କମା କୁ ଚାଲି ଯାଇ ଛନ୍ତି ।

ତାଙ୍କ ଘର ପୁରୀ ଜିଲ୍ଲା ରେ ଅବସ୍ତିତ । ତାଙ୍କ ମା କହିବା କଥା ଯେ 7 ମାସ ହେଲା ସେ ଏମିତି ସୋଇ ଛନ୍ତି । ଅର୍ଥାତ ସାତ ମାସ ହେଲା କମା କୁ ଚାଲି ଯାଇ ଛନ୍ତି , କିଛି କଥା କହୁ ନାହାନ୍ତି । ହଠାତ ଦିନେ ସେ ଖେଳୁ ଥିବା ସମୟ ରେ ପଡି ଗଲେ ଆଉ ତା ପରେ ସେହି ଦିନ ପାଖରୁ ତାଙ୍କ ମା ତାଙ୍କ ସହ କଥା ହୋଇ ପାରୁ ନାହାନ୍ତି । ଝିଅ ଟି ଅତି ସୁନ୍ଦର ସରଳ ନମ୍ର ମଧ୍ୟ । ଝିଅ ଟି ହସି ଖେଳି ତାଙ୍କ ଘରକୁ ସବୁ ବେଳେ ହଂସାଉ ଥିଲା । ଅର୍ଥାତ ବାପା ମା ଙ୍କର ଖୁସି ହେଉଛି ପିଲା ମାନେ । ପିଲା ଯେତେ ବଡ଼ ହେଉ ନା କାହିଁକି ବାପା ମା ଆଗରେ ସେମାନେ ସବୁ ବେଳେ ଛୋଟ ହୋଇ ଥାଏ । ତେଣୁ ପ୍ରତୀକ୍ଷା ତାଙ୍କ ଘରକୁ ଆସିବା ଦିନରୁ ତାଙ୍କ ଘର ଲୋକ କେବେ ମନ ଦୁଃଖ କରି ନାହାନ୍ତି ।

କିନ୍ତୁ ହଟାତ ତାଙ୍କ ଦେହ ଏମିତି ଖରାପ ହେବ ବୋଲି ସେମାନେ କେବେ ହେଲେ ଭାବି ନ ଥିଲେ । ପ୍ରତୀକ୍ଷା ଙ୍କ ବାପା ଜଣେ ପରିବା ବ୍ୟାପାରି ପରିବା ବ୍ୟାପାର କରି ସେ ଘର ଚଲାନ୍ତି । ପିଲାର ସବୁ ଅଳି ଅଝଟ କୁ ମଧ୍ୟ ସବୁ ପୂରଣ କରନ୍ତି । ଗୋତ ବର୍ଷ ପ୍ରତୀକ୍ଷା ତାଙ୍କ ସ୍କୁଲ ରେ ପରୀକ୍ଷା ରେ ଫାଷ୍ଟ ହେବା ସହିତ । ନାଚ ରେ ମଧ୍ୟ ସେ ଫାଷ୍ଟ ହୋଇ ଥିଲେ । ଏତେ ହସୁ ଥିବା ପିଲା ଆଜି ସମ୍ପୂର୍ଣ ବନ୍ଦ ହୋଇ ଯାଇଛି ।

ତେବେ ତାଙ୍କ ବାପା ଙ୍କ ପାଖରେ ଯେତେ ଟଙ୍କା ଥିଲା ସେ ସବୁ ତକ ଟଙ୍କା ଖର୍ଚ୍ଚ କରି ସାରି ଲେଣି । ତାଙ୍କ ପାଖରେ ଆଉ ଟଙ୍କା ନାହିଁ । ତେବେ ଗତ ବର୍ଷ ମଧ୍ୟ ତାଙ୍କ ବୁଢ଼ୀମା ଙ୍କର ମୃତୁ ହୋଇ ଥିଲା । ତେବେ ସେଠାକାର ଲୋକ ତାଙ୍କ 50 ହଜାର ଟଙ୍କା ସାହାର୍ଯ୍ୟ କରି ଥିଲେ ।

ତେବେ 50 ହଜାର ଟଙ୍କା ରେ ତାଙ୍କ ଝିଅ ଭଲ ହେବ ନାହିଁ । ତେଣୁ ଆପଣ ମାନଂକୁ ଅନୁରଧ କିଛି ପଇସା ସାହାର୍ଯ୍ୟ କରି ପ୍ରତୀକ୍ଷା ର ଜୀବନ ଟିକୁ ବଞ୍ଚାଇ ଦିଅନ୍ତୁ । କିଏ ଜାଣେ ଆପଣ ସାହାର୍ଯ୍ୟ କରି ଥିଲେ , ଆପଣଂକୁ ମଧ୍ୟ ଦିନେ ଭଗବାନ ମଣିଷ ରୂପରେ ସାହାର୍ଯ୍ୟ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।