Just another WordPress site

ଜନ୍ମ ନେଲା ଚାରି ହାତ ଓ ଚାରି ଗୋଡ଼ ଥିବା ଶିଶୁ……କିଏ କହୁଛି ଭଗବାନ ଙ୍କର ଅବତାର ପୁଣି କିଏ କହେ ସ୍ୱୟଂ ଭଗବାନ ଜନ୍ମ ନେଇଛନ୍ତି…. ଜାଣନ୍ତୁ ଏହି ବିଚକ୍ଷଣ ପିଲାଟି ବିଷୟରେ…

0 180

ଯେତେବେଳେ ଆମ ଘରକୁ ଏକ ନୂଆ କୁଣିଆ ଆସିଥାଏ ଅର୍ଥାତ ଗୋଟିଏ କଅଁଳ ଶିଶୁ ଟେ ଜନ୍ମ ନେଇଥାଏ ସେତେବେଳେ ଘର ହସ ଖୁସିରେ ଭରି ଉଠେ।ମାତ୍ର ଯଦି ପିଲା ଟି ସାଧାରଣ ନହୋଇ ଅତି ସାଧାରଣ ହୋଇ ଜନ୍ମ ନେଇଥାଏ ତେବେ ସମସ୍ତେ ଖୁସି ହେବା ବଦଳ ରେ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯାଇଥାନ୍ତି।ତେବେ ଏହି ଭଳି କିଛି ଘଟଣା ଦେଖିବାକୁ ମିଳିଥିଲା ବିହାର ର କଟିହାର ଅଞ୍ଚଳରେ। ଯାହା ବର୍ତ୍ତମାନ ସବୁ ଆଡେ ଚର୍ଚ୍ଚା ର ବିଷୟ ପାଲଟିଛି।

ତେବେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଗୋଟିଏ ପରିବାର ରେ ଜଣେ ମହିଳା ଚାରି ହାତ ଥିବା ଆଉ ସାଙ୍ଗ ରେ ଚାରି ଗୋଡ଼ ଥିବା କଅଁଳ ଶିଶୁ କୁ ଜନ୍ମ ଦେଇଛନ୍ତି। ଯାହାକୁ ଦେଖିବା ଲାଗି ବର୍ତ୍ତମାନ ତାଙ୍କ ଘରେ ଲୋକଙ୍କ ର ଭିଡ଼ ଲାଗିଛି।

ତେବେ ଗତ କାଲି ବିହାର ର କଟିହାର ର ସଦର ଥାନା ରେ ଏହି ପିଲା ଟିର ଜନ୍ମ ହୋଇଛି , ତେବେ ଏହାକୁ ଦେଖିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ। କାରଣ ଏହିପରି କେସ ବହୁତ କମ ପିଲା ଜନ୍ମ ହୋଇଥାନ୍ତି।

ତେବେ କେହି କେହି ଏହାକୁ ଭଗବାନ ଙ୍କର ଅବତାର ବୋଲି କହିଛନ୍ତି ତ କେହି ପୁଣି ଭଗବାନ ନିଜେ ଜନ୍ମ ନେଇଥିବା ର କହିଛନ୍ତି। କାରଣ ଭଗବାନ ଙ୍କର ହିଁ ଚାରି ଟି ହାତ ଓ ଚାରି ଟି ଗୋଡ଼ ଥାଏ ତେଣୁ ସେ ଭଗବାନ ଙ୍କର ରୂପ ଅଟେ।ମାତ୍ର ଡାକ୍ତର କହିଛନ୍ତି କି ଏହି ପିଲା ଟି ସାଧାରଣ ନୁହେଁ ବରଂ ଭିନ୍ନ କ୍ଷମ ଅଟେ ।

ମାତ୍ର ପିଲା ଟିର ବାପା ମା ଓ ପରିବାର ଲୋକେ କହିଛନ୍ତି କି ପିଲା ଟି ଗର୍ଭ ରେ ଥିବା ସମୟରେ ତାଙ୍କର ଚେକ ଅପ କରାଯାଇ ଥିଲା। ଅଲ୍ଟ୍ରାସାଉଣ୍ଡ ମଧ୍ୟ ହୋଇଥିଲା ମାତ୍ର ସେତେବେଳେ ଡାକ୍ତର କହିଥିଲେ କି ପିଲା ଟି ଠିକ ଅଛି , ତାର କୌଣସି ସମସ୍ୟା ନାହିଁ ବୋଲି।

ମାତ୍ର ପିଲା ଟି ଯେତେବେଳେ ଜନ୍ମ ନେଲେ ସେତେବେଳେ ଏହିପରି ବିଚିତ୍ର ହୋଇ ଜନ୍ମ ନେଇଥିଲା ଯାହାର ଚାରି ଟି ହାତ ଓ ଚାରି ଟି ଗୋଡ଼ ନେଇ ଜନ୍ମ ନେଇଛି। ତେବେ ଏହି ପିଲା ଟିକୁ ଦେଖିବା ଲାଗି ଡାକ୍ତର ଖାନ ରେ ଭିଡ଼ ଲାଗିଥିଲା ଏବଂ ଲୋକଙ୍କ ର ଘରେ ମଧ୍ୟ।

ତେବେ ବର୍ତ୍ତମାନ ଏହି ବିଚକ୍ଷଣ ପିଲାଟି ବିଷୟ ରେ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ଚାଲିଛି। ଯିଏ ଏହି ପିଲା କୁ ଦେଖୁଛି ଆଉ ଏହି କୁନି ନବଜାତ ବିଷୟ ରେ ଜାଣୁଛନ୍ତି ସମସ୍ତେ ଚକିତ ହୋଇ ଯାଉଛନ୍ତି ଏବଂ ପିଲା ଟିକୁ ଭଗବାନ ଙ୍କର ଅବତାର ବୋଲି କହିଛନ୍ତି। ତେବେ ପିଲା ଟିର ଫୋଟ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।