Just another WordPress site

ias interview -ଅଧା ପଶିଲେ କଷ୍ଟ ହୁଅ ପୁରା ପଶିଲେ ଆରମ ଲାଗେ ,୯୯%ଲୋକ ଉତ୍ତର ଦେବାରେ ଫେଲ,ସାହସ ଅଛି ତ ଉତ୍ତର ଦିଅ !

0 30

ଆଜି କାଲି ର ଦୁନିଆରେ ଲୋକେ ବହୁତ ମୋବାଇଲ ବ୍ୟବହାର କରୁ ଛନ୍ତି । ଆଗ କାଳରେ ମୋବାଇଲ ନ ଥିଲା କିନ୍ତୁ ଲୋକେ ବହୁତ ଖୁସି ରେ ରହୁ ଥିଲେ । କନ୍ତୁ ଲୋକ ମାନଙ୍କ ପାଖରେ ଏବେ ମୋବାଇଲ ଅଛି କିନ୍ତୁ ସେମାନେ ଖୁସି ନାହାନ୍ତି , ସବୁ ବେଳେ ଟେନସନ ରେ ରହୁ ଛନ୍ତି । ଆଜି କାଲି ର ଦୁନିଆରେ ଲୋକେ ବହୁତ ପର୍ଙ୍କ ଭିଡିଓ କରୁଛନ୍ତି । ତେବେ ଆଜି ଆମେ ସେହି ପର୍ଙ୍କ ଭିଡିଓ ବିଷୟରେ କିଛି ଆପଣଂକୁ କଣାଇବା ପାଇଁ ଯାଉଛୁ ।

ଲୋକଙ୍କୁ ବସାଇବା ପାଇଁ ଏହି ଭିଡିଓ ଗୁଡିକ ତିଆରି କରାଯାଏ। ତେବେ ପର୍ଙ୍କ ଭିଡ଼ିଅ ର ଅର୍ଥ ହେଉଛି , କିଛି ପ୍ରଶ୍ନ ଲୋକଙ୍କୁ ଏମିତି ପଚାରିବା ଯୋଉ ଥିରେ , ଏହି ପ୍ରଶ୍ନ ର ଦୁଇଟି ଉତ୍ତର ବାହାରୁ ଥିବ । ତେବେ ଆଜି ଏକ ପର୍ଙ୍କ ଭିଡିଓ ବହୁତ ଭାଇରାଲ ହୋଇଛି । ଯାହା ଆପଣ ସେହି ପ୍ରଶ୍ନ ଗୁଡିକ ଶୁଣିବା ପରେ ପର୍ଙ୍କ ଭିଡିଓ କଣ ଜାଣି ପାରିବେ ।
ତେବେ କିଛି ଲୋକ ହଟାତ ଆସି ଥିଲେ , ଗୋଟେ ବୁଢା ଲୋକ କୁ ପଚାରି ଥିଲେ , ମହା ଭାରତ କିଏ ଲେଖି ଥିଲେ , ବୁଢା ଟିର ଉତ୍ତର ଥିଲା ସମନ୍ନାଥ ମାଷ୍ଟର ଲେଖି ଥିଲେ । ପୁଣି ଗୋଟେ ଜାଗା କୁ ଯାଇ ଥିଲେ ଆଉ କିଛି ଝିଅ କୁ ଗୋଟେ ପ୍ରଶ୍ନ ପଚାରି ଥିଲେ । କେଉଁ ଜିନିଷ ଟି ଝିଅ ମାନଙ୍କ ର ବଡ଼ ହୋଇ ଥାଏ କିନ୍ତୁ ଟୋକା ମାନଙ୍କର ଛୋଟ ହୋଇ ଥାଏ ।

ତେବେ ଏହାର ଉତ୍ତର ଆସି ଥିଲା ଭେଣ୍ଟି ବ୍ୟାଗ । ଠିକ ସେହି ପରି ଆଉ କିଛି ଝିଅ ମାନଙ୍କ ପାଖକୁ ଯାଇ ଥିଲେ ଆଉ ସେଠି କିଛି ଅଲଗା ପ୍ରଶ୍ନ ପଚାରି ଥିଲେ । ପ୍ରଶ୍ନ ଟି ଥିଲା ଏମିତି କେଉଁ ଜିନିଷ ଅଛି ଯାହା ସମସ୍ତଙ୍କର କଳା ଥାଏ । ତେବେ ସେଠାରେ ଝିଅ ମାନେ କିଛି କହି ପାରି ନ ଥିଲେ । ଏହି ଭଳି କିଛି ପ୍ରଶ୍ନ ପଚାରି ସାରିବା ପରେ ସେମାନେ ଗୋଟେ ଅଲଗା ଜାଗା କୁ ଯାଇ ଥିଲେ ।

ଆଉ ସେଠାରେ ଯାଇ କିଛି ପୁଅ ଓ ଝିଅ କୁ ପଚାରି ଥିଲେ , ରାମାୟଣ କିଏ ଲେଖି ଥିଲେ , ଉତ୍ତର ରେ ଗୋଟେ ଝିଅ କହି ଥିଲା ବାଲ୍ମୀକି । ଠିକ ସେହି ପରି କିଛି ପୁଅ ମାନକୁ କିଛି ପାଣିକିୟା ପଚାରି ଥିଲେ ।

ପନ୍ଦର ର ତିରି କେତେ , ତେବେ ଏହାର ଉତ୍ତର ଜଣେ ପିଲା ଠିକ ଦେଇ ଥିବା ସମୟରେ ଆଉ କିଛି ପିଲାକୁ ମଧ୍ୟ ସେହି ଭଳି ପ୍ରଶ୍ନ ପଚରା ଯାଇ ଥିଲା , ସତର ଅଷ୍ଟା ପଚରା ଯାଇ ଥିଲା କିନ୍ତୁ ପିଲାଟି କହିଥିଲା , ନ ଆଇଡ଼ିଆ । ତେବେ ଏହି ଭଳି ପର୍ଙ୍କ ଆପଣ ମାନେ କେବେ ହେଲେ ଶୁଣି ନ ଥିବେ । ଏବେ ଏହି ଭିଡିଓ ଟି ବହୁତ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।