
viral ଭିଡ଼ିଓ- ବାହାଘର ସମୟର ବରକୁ ଯେତବେଳ କନିଆଁ ଦେଖିଲା ପରେ ଯାହା ଘଟିଲା ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ପ୍ରତ୍ୟେକ ମଣିଷ ଜୀବନର ଏକ ଅଭୁଲା ସ୍ମୃତି ହେଉଛି ବିବାହ। ଏହି ବିବାହ ସମୟରେ ଘଟିଥିବା ସମସ୍ତ ପ୍ରକାର ଘଟଣା ଚିର ଦିନ ପାଇଁ ମନେ ରହିଯାଏ। ବିବାହ ସମୟର ଖୁସିହାସୀ, ହସ କାନ୍ଦ ମଜା ମସ୍ତି ଯାହା ମନେ ପକାଇଲେ ଆନନ୍ଦ ମିଳିଥାଏ।ଆଜି ଆମେ ବିବାହ ସମୟର ଘଟି ଥିବା ଏମିତି କିଛି ମଜା ମସ୍ତି ଭିଡିଓ ବିଷୟରେ କହିବୁ ଯାହା ଆପଣଙ୍କୁ ବହୁତ ହସାଇବା ସହ ଖୁସି କରିଦେବ।
୧. ଆଜିର ଦୁନିଆରେ ବିବାହ ଠିକ ସେ ହେଉ କି ନହେଉ କିନ୍ତୁ ବିବାହ ସମୟରେ ଉଠାଯାଉଥିବା ଫୋଟ ଓ ଭିଡ଼ିଓ ଠିକ ହେବ ନିହାତି ଦରକାର। ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ବର କନ୍ୟା କୁ ବରଣମାଳ ପିନ୍ଧାଉଥିବା ସମୟରେ ଏହାକୁ କ୍ୟାମେରା ରେ କଏଦ କରିବା ପାଇଁ କନ୍ୟା କ୍ୟାମେରା ମ୍ୟାନକୁ ଏଭଳି ଚାହିଁଲା ଯେ ବିବାହ ମଣ୍ଡପରେ ଥିବା ସବୁ ଲୋକ ମାନେ ଜୋରରେ ହସିବାକୁ ଲାଗିଲେ।
୨.ବିବାହ ମଣ୍ଡପର ଏହି ଭିଡିଓରେ ଦେଖାଯାଇଛିକି କନ୍ୟାଟି ବହୁତ ଜୋର୍ ରାଗିଯାଇଛି। ଯେମିତି ଝିଅର ଇଚ୍ଛା ବିରୁଦ୍ଧରେ କିଏ ତାଙ୍କୁ ବିବାହ ମଣ୍ଡପକୁ ପଠେଇ ଦେଇଛି। ଏମିତି ହୋଇପାରେ କି ପରିବାରର ଲୋକ ସରକାରୀ ଚାକିରିଆ ଦେଖି ଜୋର ଜବରଦସ୍ତି ବାହାଘର କରିଦେଉଛନ୍ତି।
୩.ବିବାହ ଦିନ ନବବିବାହିତା ପତି ପତ୍ନୀ ଦୁଇଜଣ ଖୁବ ଖୁସିରେ ମିଶି ଡାନ୍ସ କରୁଥିଲେ।କିନ୍ତୁ କନ୍ୟାର ଭଉଣୀ ଆସିବା ପରେ ସବୁ କିଛି ଓଲଟ ପାଲଟ ହୋଇଗଲା। ନିଜର ବିବାହିତା ସ୍ତ୍ରୀକୁ ଛାଡି ଶାଳୀକୁ ହାତରେ ଧରି ଡାନ୍ସ କରିବାରେ ଏତେ ମାଟି ଗଲେ ଯେ ନବବିବାହିତା ପତ୍ନୀଙ୍କୁ ବି ଭୁଲି ଗଲେ।ଯାହାକୁ ଦେଖି ପତ୍ନୀ ବି ପଛକୁ ହଟି ଯିବାକୁ ବାଧ୍ୟ ହେଲେ।
୪.ଏକ ଭାଇରାଲ ଭିଡିଓ ରେ ଦେଖାଯାଇଛି କି ବିବାହିତ ନବଦମ୍ପତି ସମସ୍ତଙ୍କ ସାମ୍ନାରେ ମୁହଁକୁ ମୁଁହ ଲଗେଇ କିସ୍ କରୁଥିବାର କାରଣ ଦକ୍ଷିଣଭାରତର ବିବାହ ମଣ୍ଡପର ଏକ ପରମ୍ପରା ଅନୁସାରେ ପତିର ପାଟିରେ କିଛି ଜିନିଷ ରଖାଯାଏ ଯାହାକୁ ପତ୍ନୀକୁ ପାଟି ସାହାଯ୍ୟରେ ଆଣିବାକୁ ପଡ଼ିଥାଏ।
୫.ସାଙ୍ଗ ମାନଙ୍କ ବିବାହରେ ବହୁତ୍ ଖୁସି ଲାଗିଥାଏ। ଅନେକ ସାଙ୍ଗ ବିବାହର ବରଯାତ୍ରୀରେ ମଦ୍ୟ ପାନ କରି ବହୁତ୍ କାଣ୍ଡ କରିପାଇଥନ୍ତି।ଏକ ଭିଡିଓ ରେ ସେମିତି ଏକ ଘଟଣା ଦେଖିବାକୁ ମିଳି ଥିଲା ଯେଉଁଥିରେ ବରର ସାଙ୍ଗ ଆସୁଥିବା ଏକ ପୋଲିସ୍ ଅଧିକାରୀଙ୍କୁ ଜୋରରେ କିସ୍ କରି ପକାଇଥିଲା।
୬.ବିବାହ ଦିନ ପ୍ରତ୍ୟେକ ବଧୂ ସୁନ୍ଦର ଦେଖାଯିବ ପାଇଁ ବହୁତ୍ ମ୍ୟାକ୍ଅଫ ନେଇଥାନ୍ତି।କିନ୍ତୁ ଏକ ବଧୂ ଏତେ ଅଧିକ ମ୍ୟାକଅଫ କରିଥିଲା ଯେ ବିବାହ କରିବାକୁ ଆସିଥିବା ବର ତାଙ୍କୁ ବାରମ୍ବାର ଦେଖି କନଫର୍ମ ହେବାପାଇଁ ଚାହୁଁଥିଲେ କି ସେ ଯାହାକୁ ବିବାହ କରୁଛନ୍ତି ସେ ଅନ୍ୟ ଝିଅ ନୁହେଁ ତ ନା ସେଇ ଝିଅ ଯାହାଙ୍କ ସହ ତାଙ୍କର ବାହାଘର କଥା ପଡିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।