Just another WordPress site

imd ଙ୍କ ସୂଚନା ଅନୁସାରେ – ମାଡି ଆସୁଛି ସୁନାମି,ଧ୍ୱଂସ କରି ଦେଵ ଏହି ସବୁ ଦେଶ କୁ ,ତେବେ ସମ୍ପୂର୍ଣ ଘଟଣା ଟିକୁ ଜାଣନ୍ତୁ ।

0 25

ପ୍ରଶାନ୍ତ ମହା ସାଗର ର ଏକ ଟଙ୍ଗ ନାମକ ଦ୍ବୀପ ରହିଛି ଯୋଉଠି ବହୁତ ଲୋକ ସେଠାରେ ବାସ କରନ୍ତି । ମାଡି ଆସୁଛି ସୁନାମି । ସିନାମୀ ଆମେରିକା , ଅଷ୍ଟ୍ରେଲିଆ , ଇଟାଲୀ ଏହି ତିନଟି ଦେଶରେ ବହୁତ କ୍ଷୟ କ୍ଷତି କରିବା ପାଇଁ ଯାଉଛି । ତେବେ ପ୍ରଶାନ୍ତ ମହା ସାଗର ରେ ଗୋଟେ ବଡ଼ ଧରଣର ଅଗ୍ନି ଶିଖା ପଡିବା ପାଇଁ ଯାଉଛି ଯାହାର ପ୍ରବାହ ରେ ବିଶାଳ ସୁନାମି ମାଡି ଆସିବ ।

ତେବେ ଏହି ସୂଚନା ଟି ଭାରତୀୟ ପାଣି ପାଗ ସୂଚନା ଦେଇଛି । ଆଉ ଅଳ୍ପ ଦିନ ଭିତରେ ଏହି ଘଟଣା ଟି ଘଟିବା ପାଇଁ ଯାଉଛି । ଆପଣ ମାନେ ଶୁଣି ଖୁସି ହୋଇ ଯିବେ ଯେ ଏହି ଭଳି ଘଟଣା ଆମ ଭାରତ ଆଡକୁ ମାଡି ଆସିବ ନାହିଁ । ଏହା ଇଟାଲୀ , ଆମେରିକା , ଅଷ୍ଟ୍ରେଲିଆ ରେ ବେସି କ୍ଷତି କରିବା ପାଇଁ ଯାଉଛି । ତେବେ ସେଠାରେ ଥିବା ଟଙ୍ଗ ନାମକ ଏକ ଦ୍ବୀପ ରେ ଲୋକେ ଏବେ ଆଉ ସେଠାରେ ବାସ କରୁ ନାହାନ୍ତି । ସେଠାକାର ଲୋକଙ୍କୁ ଏବେ ଅନ୍ୟ ଦେଶକୁ ସ୍ଥାନାନ୍ତରିତ କରା ଯାଉଛି । ସେଠାରେ ପ୍ରାୟ 50 ଲକ୍ଷ ଲୋକ ବାସ କରନ୍ତି ।

ତେବେ ଏହି ସୁନାମି ଆସିବା ପୂର୍ବରୁ ସତର୍କ ବାଣୀ ଦେଇ ସାରି ଲାଣି । ସମୁଦ୍ର କୂଳରେ ଅଧିକ ସଂଖ୍ୟକ ମାଛ ଦେଖିବା ପାଇଁ ମିଳୁଛି । ଲହରୀ ମଧ୍ୟ ଅଧିକ ଆସିବାରେ ଲାଗି ଲାଣି । ତେବେ ଏଗୁଡିକ ହେଉଛି ଶାସ୍ତ୍ର ରେ ଲେଖା ଅଛି । ଯଦି ଅଧିକ ସଂଖ୍ୟକ ମାଛ ସମୁଦ୍ର କୂଳକୁ ଆସିବେ , ତାହାଲେ ବାତ୍ୟା କିମ୍ବା ସୁନାମି ଆସିବାର ସମ୍ଭାବନା ରହିଛି ।

ଆମେରିକା ର truth book ରେ ମଧ୍ୟ ଲେଖା ଅଛି ଯେ ଏହି ଭଳି ସୁନାମି ଏକ ଆସିବ ଯାହା ଆମେରିକା କୁ ପୁରା ଧ୍ୱଂସ କରି ଦେଵ । ତେବେ ଏହି କଥା ଟି ବର୍ତ୍ତମାନ ସତ ହେବାକୁ ଯାଉଛି । ଆଉ ଅଳ୍ପ ଦିନ ମଧ୍ୟ ରେ ଆମେରିକା ପୁରା ପାଣି ରେ ଲୀନ ହୋଇ ଯିବ ।

ତେବେ ମାଳିକା ରେ ମଧ୍ୟ ଲେଖା ଅଛି । ଆମେରିକା ଦିନେ ଧ୍ୱଂସ ପାଇ ଯିବ । ଆଉ ଏ ପୃଥିବି ର ସବୁ ଠାରୁ ଧନୀ ରାଷ୍ଟ୍ର ହେବ ଭାରତ । ତାହା ବର୍ତ୍ତମାନ ସତ ହେବାକୁ ଯାଉଛି । ଆଉ ଅଳ୍ପ ଦିନ ଭିତରେ ଆମେରିକା ଧ୍ୱଂସ ପାଇବା ପାଇଁ ଯାଉଛି ।

ତେବେ ମାଳିକା ରେ ଲେଖା ଥିଲା 2024 ମସିହା ରେ ଆମେରିକା ଧ୍ୱଂସ ପାଇ ଯିବ ବୋଲି । କିନ୍ତୁ ଆମେରିକା ର truth book ରେ ଲେଖା ହୋଇଛି ଆମେରିକା ର ଦକ୍ଷିଣ ଭାଗ ସମ୍ପୂର୍ଣ ଜଳ ମଗ୍ନ ହୋଇ ଯିବ । ତେବେ ଭାରତ ମଧ୍ୟ ଅଧିକ ତାପମାତ୍ର ଯୋଗୁ ବରଫ ତରଳି ଯିବ ଆଉ ସମୁଦ୍ର ମାଡି ଆସିବ । ଭାରତ ର କେତକ ସ୍ଥାନ ସମ୍ପୂର୍ଣ୍ଣ ଜଳ ମଗ୍ନ ହୋଇ ଯିବ । ସେହି ରାଜ୍ୟ ଗୁଡିକ ହେଉଛି , ଓଡିଶା , ବମ୍ବେ , ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।