Just another WordPress site

viral ଭିଡ଼ିଓ- delivary boy କୁ ଏହି ଝିଅ ଯାହା କଲା ,ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ଏହି ଭିଡ଼ିଓ ସୋସିଆଲ mediare ନିଅ ଭଳି viral ହେଉଛି !

0 454

ଜଣେ ପୁଅ ଗୋଟେ ଝିଅ କୁ କମେଣ୍ଟ ପାସ କରି ଥିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ତେବେ ସେହି ଭିଡିଓ ଏବେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣା ଟିରେ ଦେଖିବା ପାଇଁ ମିଳିଛି ଜଣେ ଝିଅ ଆଉ ଜଣେ ପୁଅ ଗୋଟେ ପାର୍କ ରେ ଝଗଡା ଲାଗିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ସେମାନେ ଦୁଇ ଜଣ ଦୁଇ ଜଣଙ୍କୁ ଚିହିଁ ନ ଥିଲେ । ହଟାତ ସେମାନଙ୍କ ର ଦେଖା ହୋଇ ଥିଲା , ଆଉ ତା ପରେ ଝିଅ ଟିର କହିବା କଥା ଯେ ପୁଅଟି ତାକୁ କୁଆଡେ ଖରାପ କମେଣ୍ଟ କଲା ।

ଆଉ ତାପରେ ଝିଅ ତାକୁ ବହୁତ ଗାଳି ଦେବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ତେବେ ସେଠାରେ ଜଣେ ଲୋକ ଏହି ଭିଡିଓ କୁ ସୁଟିଂ କରି ବାରେ ଲାଗି ଥିଲା । ଆଜି କାଲି ର ଝିଅ ବହୁତ ଖରାପ ହୋଇ ଗଲେଣି , ସେମାନେ କାହାରି ଉପରେ ଦୟା କରନ୍ତି ନାହିଁ । ସେମାନେ ଦରକାର ପଡ଼ିଲେ ବିନା କାରଣ ରେ ପିଲା ମାନକୁ ଫସେଇ ଦେଇ ଥାନ୍ତି ଆଉ ତା ପରେ ସେମାନଙ୍କ ଉପରେ ସବୁ ଦଶ ଦେଇ ଥାନ୍ତି ।

ତେବେ ଆପଣ ମାନଙ୍କୁ ଏବେ ଆମେ ପୁରା ଘଟଣା ବିଷୟରେ କହିବା ପାଇଁ ଯାଉଛୁ । ତେବେ ଘଟଣା ଟିରେ ଗୋଟେ ପୁଅ ଗୋଟେ ପାର୍କ ରେ ବୁଲୁ ଥିଲା । ଆଉ ସେହି ସମୟରେ ଗୋଟେ ଝିଅ ସେହି ପୁଅ ଆଡ଼କୁ ଆସି ଥିଲା । ତେବେ ଝିଅ ଟିର ଛାତି ଗୁତାମ ଖୋଲା ଥିଲା , ଯାହା ଫୋଳରେ ଟୋକା ତାର ଦେହ ର ଅଙ୍ଗ କୁ ଦେଖି କମେଣ୍ଟ କରି ଥିଲା ।

ସେଥି ପାଇଁ ଝିଅ ଟି ରାଗି ଯାଇ ତାର କଲର ଧରି ଥିଲା ଆଉ ତା ପରେ ତାକୁ ଥାନା ରେ ଦେଵ ବୋଲି କହି ଥିଲା । ଏହି ଭିତରେ ଜଣେ ଭିଡିଓ ଟି ସୁଟିଂ କରି ଦେଇ ଥିଲା । ଯାହା ଏବେ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେବାରେ ଲାଗିଛି । ଝିଅ ର ଏହି ସାହାସିକତା ଦୃଶ୍ୟ କୁ ଦେଖି ଲୋକେ ବହୁତ ପ୍ରଶଂସା କରୁ ଛନ୍ତି ।

ଏହି ଭିଡିଓ ଟି ଏବେ 2 ଲକ୍ଷ ଲୋକ ଲାଇକ କରି ସାରି ଥିବା ସମୟରେ 15 ଲକ୍ଷ ଲୋକ ଏହି ଭିଡିଓ ଟିକୁ ଦେଖି ସାରି ଲେଣି । ତେବେ ଆପଣ ମାନେ ଗୋଟେ କଥା ନିହାତି ଚିନ୍ତା କରିବା ଦରକାର ଯେ , ଯଦି ଝିଅ ଆଜି ଛାତି ବୋଟମ କୁ ନ ଖଲି ମାରି ସେହି ରାସ୍ତା ରେ ଯାଇ ଥାନ୍ତା , ତାହାଲେ ଟୋକା ତାକୁ କୌଣସି କମେଣ୍ଟ କରି ନ ଥାନ୍ତି । ତେଣୁ ପ୍ରଥମେ ଝିଅ ମାନେ ନିଜକୁ ଠିକ କରିବା ଦରକାର ଟୋକା ଆପେ ଠିକ ହୋଇ ଯିବେ । ତେବେ ପ୍ରଥମେ ଆପଣ ଠିକ ହୋଇ ଯାଆନ୍ତୁ , ତା ପରେ ସାରା ସଂସାର ଠିକ ହୋଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।