Just another WordPress site

ଭିଡ଼ିଓ viral – ରାସ୍ତା ମଝିରେ ବୁଢା ରିକ୍ସା ଵାଲା ଓ ଧନୀ ଲୋକର ଝିଅ ମୁଁହା ମୁହିଁ । ଯାହା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ଦେଖନ୍ତୁ ସମ୍ପୂର୍ଣ ଘଟଣା।

0 30

ଆଜି କାଲି ର ଲୋକ ମାନେ ନିଜର ଯେତେ ଦିନ ପର୍ଯ୍ୟନ୍ତ ବଳ ବୟସ ରହିଛି , ସେତେ ଦିନ ପର୍ୟ୍ଯନ୍ତ ନିଜକୁ ସେମାନେ ଭଗବାନ ବୋଲି ଭାବନ୍ତି । ଧନୀ ଲୋକ ମାନେ ଆମ ଗରିବ ଲୋକ ମାନକୁ ଖାତିର କରନ୍ତି ନାହିଁ । ମଣିଷକୁ ମଣିଷ ରୂପରେ ସେମାନେ ଦେଖନ୍ତି ନାହିଁ । ତେଣୁ ଏହି କଥା ଗୁଡିକ ଆଖିରେ ରଖି ଗୋଟିଏ ଭିଡିଓ ଭାଇରାଲ ହୋଇଛି , ଯାହା ଏବେ ସସିଆଲ ମିଡିଆରେ ଭାଇରାଲ ହେବା ରେ ଲାଗିଛି ।

ତେବେ ଏହି ଘଟଣା ଟି ଉତ୍ତର ପ୍ରଦେଶ ରେ ଦେଖିବା ପାଇଁ ମିଳି ଥିଲା । ଜଣେ ବୁଢା ଲୋକ , ଆଜି ପର୍ଯ୍ୟନ୍ତ ରିକ୍ସା ଚଳାଉଚି । ତେବେ ଘଟଣା ସ୍ଥଳରେ ରେ ଜଣେ ଝିଅ 45 କିମି ବାଟ ଯିବା ପରେ ରିକ୍ସା ରୁ ଓଲ୍ହାଇ ପଡି ଥିଲା । ଆଉ ବୁଢା ଲୋକ ଟିକୁ ଗାଳି ଦେଇ ଥିଲା । ତେବେ ଆସନ୍ତୁ ପୁରା ଘଟଣା ଟି ଜାଣିବା ।

ତେବେ ଉତ୍ତର ପ୍ରଦେଶ ରେ ଜଣେ ବୁଢା ଲୋକ ରିକ୍ସା ଚଲାଏ । ସେ ବୁଢା ଟିର ବୟସ 65 ବର୍ଷ ହେଲେ ମଧ୍ୟ ସେ ଆଜିବି ରିକ୍ସା ଚଲାଇ ନିଜର ଖର୍ଚ୍ଚ ସହିତ ପରିବାର ର ଖର୍ଚ୍ଚ ମେଣ୍ଟାଉଛି । ଯେଉଁ ବୟସରେ ସେ ଘରେ ରହି ବିଷ୍ଣୁ ପୁରାଣ ଦେଖିବା କଥା , ସେହି ବୟସରେ ବାହାରେ ଯାଇ ଲୋକଙ୍କ ପାଖରୁ ଗାଳି ଶୁଣୁଛି । ତେବେ ଘଟଣା ଟି ହେଉଛି ଜଣେ ଜଣେ ଝିଅ ଆସି ବୁଢା ଲୋକ ଟିକୁ କହି ଥିଲା ମୋତେ ରିକ୍ସା ରେ ନେଇ ଯାଉ ।

କିନ୍ତୁ 40 କିମି ବାଟ ଯିବା ପରେ ମଧ୍ୟ ଝିଅ ତାର ଲକ୍ଷ ସ୍ଥଳୀ କଥା କହି ପାରି ନ ଥିଲା । ସେଥି ପାଇଁ ବୁଢା ତାକୁ ରିକ୍ସା ରୁ ଓଲ୍ହାଇ ଦେଇ ଥିଲା ଆଉ ତାକୁ କିଛି ପଇସା ମାଗି ଥିଲା । କିନ୍ତୁ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ ଯେ , ଝିଅ ପଇସା ଦେବା ବଦଳରେ ଓଲଟି ବୁଢା ଟିକୁ ଗାଳି କରି ଥିଲା ଓ ହାତ ମଧ୍ୟ ଉଠାଇ ଥିଲା ।

ତେବେ ଠିକ ସେହି ସମୟରେ ଜଣେ ଲୋକ ଆସି ସେହି ଝିଅ ଟିକୁ ବହୁତ ଗାଳି କରିଥିଲେ । ଆଉ କହି ଥିଲେ ଯେତିକି ବାଟ ପର୍ଯ୍ୟନ୍ତ ଝିଅ ଆସିଛି ସେତିକି ପଇସା ଦେବା ପାଇଁ । କିନ୍ତୁ ଝିଅ ପଇସା ଦେବା ପାଇଁ ରାଜି ନ ଥିଲା । ଆଉ କହି ଥିଲା ସେ ମୋ ଲକ୍ଷ ସ୍ଥଳୀ ପର୍ଯ୍ୟନ୍ତ କଣ ପାଇଁ ନେଲେନି ।

ପିଲାଟି ଯେତେ ବେଳେ ପଚାରି ଥିଲା ତମ ଲକ୍ଷସ୍ଥଳୀ କୋଉଠି , ଝିଅ ଟି ସେହି ସମୟରେ କହି ଥିଲା , ଲୋକେସନ ପାଉନି ମୁଁ କେମିତି କହିବି । ତେବେ ଏଥିରେ ଯେତେ ବାଟ ପର୍ଯ୍ୟନ୍ତ ଆସି ଥିଲା ଝିଅ ଟି ସବୁ ତକ ପଇସା ଦେଇ ଥିଲା । ଠିକ ସେହି ସମୟରେ ପାଖରେ ଥିବା ଲୋକ ଭିଡିଓ କରି ଭାଇରାଲ କରି ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।