Just another WordPress site

ଲକ୍ଷ ଟଙ୍କାର ସୁନା ଗହଣା ଫେରାଇ ଦେଲା ଅଟ ଚାଳକ । ତେବେ ତେବେ ଆସନ୍ତୁ ଜାଣିବା ପୁରା ଘଟଣାଟି କଣ .

0 38

ପୃଥିବି ରେ ବହୁତ ଖରାପ ଲୋକ ଅଛନ୍ତି ,ଏହା ହେଉଛି ଲୋକଙ୍କ ଚିନ୍ତା ଧାରା । ଏହା ଭାବିବା ବହୁତ ବଡ଼ ଭୁଲ ଧାରଣା ଅଟେ । ପୃଥିବି ରେ 100 ଭାଗ ରୁ 70 ଭାଗ ଲୋକ ବହୁତ ବହୁତ ଭଲ ଅଟନ୍ତି , ଆଉ ଯେଉଁ 40 ଭାଗ ଲୋକ ସେମାନେ ଖରାପ । ପ୍ରକୃତ ରେ ଖରାପ କେଉଁ ମାନେ ଓ ଭଲ କେଉଁ ମାନକୁ କୁହା ଯିବ । ଯେଉଁ ମାନେ ଖରାପ ଲୋକ ସେମାନେ ଅନ୍ୟ ର ସବୁ ବେଳେ ଖରାପ ଚିନ୍ତା କରନ୍ତି ।

ଯେଉଁ ମାନେ ଭଲ ଲୋକ ସେମାନେ ଅନ୍ୟ ର ସେବା କରିବା ପାଇଁ ଚାହିଁ ଥାନ୍ତି । ଏ ସମାଜ ରେ ବହୁତ ଧନୀ ଲୋକ ଅଛନ୍ତି , କିନ୍ତୁ ଆମେ ପ୍ରକୃତ ଧନୀ କାହାକୁ କହିବା । ଯେଉଁ ଲୋକ ମାନେ ଲୋକଙ୍କୁ ସମ୍ମାନ ଦେଇ ଜାଣନ୍ତି , ଖଟି ପଇସା ଆଣନ୍ତି , ସେମାନେ ହେଲେ ପ୍ରକୃତ ଧନୀ । ଟଙ୍କା ତ ସମସ୍ତେ ଆୟ କରୁ ଛନ୍ତି । ଯେଉଁ ଲୋକ ଚରି କରି , ଗୁଣ୍ଡା ଗରଦୀ କରି ତାଙ୍କ ଆଣି ଥାଏ , ସେ ତାର ଜୀବନ ରେ କେବେ ହେଲେ ମଣିଷ ହୋଇ ପାରିବ ନାହିଁ । କିମ୍ବା ସେ ପଇସା କୁ ସେ କେବେ ପାଖରେ ରଖି ପାରିବ ନାହିଁ ।


ଠିକ ସେହି ଘଟଣା ପୁରୀ ରେ ଦେଖିବା ପାଇଁ ମିଳିଛି । ଜଣେ ଅଟ ଡ୍ରାଇଭର , ତାର ଅଟରେ ପଡିଥିଲା ଗୋଟେ ବ୍ୟାଗ ଆଉ ସେହି ବ୍ୟାଗ ରେ ଥିଲା ବହୁତ ସୁନା ଗହଣା । କିନ୍ତ ଲୋକ ଟି ନେଇ ଯାହାର ବ୍ୟାଗ ତାକୁ ଫେରେଇ ଦେଇ ଥିଲା । ଦେଖନ୍ତୁ ସେ ଗରିବ ଲୋକଟି ଅଟ ଚଳାଉଚି ସତ , କିନ୍ତୁ ଏତେ ଗୁଡିଏ ସୁନା ଗହଣା ଦେଖି ମଧ୍ୟ ସେ ନେଲା ନାହିଁ , ଓଲଟି ସେହି ସୁନା ଗହଣା ଯାହାର ତାକୁ ନେଇ ଦେଇ ଥିଲା । ତେବେ ଏହି ଭଳି ମଣିଷ କୁ ଆମେ କହିବା ପ୍ରକୃତ ଧନୀ ବୋଲି ତେବେ ଆସନ୍ତୁ ପୁରା ଘଟଣା ଟି ଜାଣିବା ।

ତେବେ ଘଟଣା ଟି ଘଟିଛି ପୁରୀ ଜିଲ୍ଲା ରେ । ପୁରୀ ର ଗୋଟେ ଝିଅ ସହିତ ବାଲେଶ୍ୱର ର ଗୋଟେ ପୁଅ ସହିତ ନିର୍ବନ୍ଧ ହେବାର ଥିଲା । ତେଣୁ ପୁରୀରେ ସେମାନେ ଗୋଟେ ହୋଟେଲ କୁ ବୁକ କରି ଥିଲେ , ଯାହାର ନାମ ତ୍ରିବେଣୀ ହୋଟେଲ । ତେବେ ଝିଅ ଘର ପୁରୀ ହୋଇ ଥିବା ବେଳେ ପୁଅ ଘର କଟକ ହୋଇ ଥିଲା ।

ତେବେ ଝିଅ ବ୍ୟାଗ ରେ ଥିଲା ସୁନାର ଚିକ ହାର , ସୁନାର ବଳା , କାନ ଫୁଲ ଇତ୍ୟାଦି 10 ଲକ୍ଷ ଟଙ୍କାର ସୁନା ଗହଣା ଥିଲା । କିନ୍ତୁ ଝିଅ ଏହାକୁ ଛାଡି ଦେଇ ପଳାଇ ଯାଇ ଥିଲା । ଯାହା ଫୋଳରେ ଅଟ ବାଲା ଏହାକୁ ଦେଖି ଫେରିବା ପାଇଁ ଯାଇ ଥିଲା କିନ୍ତୁ ତାକୁ ପାଇ ନ ଥିଲା । ଶେଷରେ ସେ ଏହି ଗହଣା କୁ ଥାନା ରେ ଦେଇ ଥିଲା । ତା ପରେ ସେମାନଂକୁ ଖୋଜି ପାଇ ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।