Just another WordPress site

ଲାଗୁ ହେଲା ନୂଆ ନୀୟମ , ଏଣିକି କାମ କରୁ ନଥିବା ସରପଞ୍ଚଙ୍କୁ ଯେକୌଣସି ସମୟରେ ଗାଦିରୁ ହଟାଇ ପାରିବେ ଭୋଟର…ନୀୟମ ଜାଣିଲେ ଆପଣ ବି ହୋଇଯିବେ ଅବାକ

0 41

ଲାଗୁ ହେଲା ନୂଆ ନିୟମ ଏଣିକି ଭୋଟର ଚାହିଁଲେ ସରପଞ୍ଚ କୁ ତାର ନିଜ ଗାଦୀ ରୁ ବାହାର କରି ପାରିବେ । ତେବେ ଆଜି ଆମେ ଜାଣିବା କେମିତି ଜଣେ ସରପଞ୍ଚ ଙ୍କୁ ତାଙ୍କ ନିଜ ଗାଦୀ ରୁ ବାହାର କରା ଯାଇ ପାରିବ । ପ୍ରତେକ ପାଞ୍ଚ ବର୍ଷ ରେ ଥରେ ଆସେ ପଂଚାୟତ ନିର୍ବାଚନ ଆଉ ଏଇ ପଂଚାୟତ ନିର୍ବାଚନ ରେ ନିଜ ପଂଚାୟତ ର ଲୋକ ମାନେ ଏଥିରେ ଭୋଟ ଦେଇ ଥାନ୍ତି । ଆଉ ଭୋଟ ଦେବା ପରେ ସରପଞ୍ଚ ନିର୍ବାଚିତ ହୋଇ ଥାନ୍ତି ।

ତେବେ ପଂଚାୟତ ର ମୁଖ୍ୟ ସରପଞ୍ଚ ହୋଇ ଥିବା ବେଳେ । ସେ ମାତ୍ର 5 ବର୍ଷ ପାଇଁ ସରକାର ଗାଦୀ ରେ ବସି ଥାନ୍ତି । ଯଦି ସରପଞ୍ଚ କୌଣସି ବି ଏହି ପାଞ୍ଚ ବର୍ଷ ମଧ୍ୟ ରେ ଭୁଲ କରନ୍ତି , ତାହାଲେ ତାକୁ ସରପଞ୍ଚ ଗାଦୀ ରୁ ବାହାର କରି ପାରିବେ ସରକାର । ତେବେ ଏଥିରେ ଲୋକଙ୍କ ର ମତା ମୋତ ରହିବା ନିହାତି ଆବଶ୍ୟକ ।
ପ୍ରତେକ ପାଞ୍ଚ ବର୍ଷ କୁ ଥରେ ପଂଚାୟତ ନିର୍ବାଚନ ହୋଇ ଥାଏ । ଏହି ନିର୍ବାଚନ କୁ ଜିତିବା ପାଇଁ ସରପଞ୍ଚ ଆସି ଟଙ୍କା ବାଣ୍ଟି , ଲୋକଙ୍କ ଗୋଡ଼ ଧରି , ଲୋକଙ୍କ ମିଛ ପ୍ରତି ସୃତି ଦେଇ ଭୋଟ ନେଇ ଯାଇ ଥାନ୍ତି । କିନ୍ତୁ ଯେତେ ବେଳେ ସରପଞ୍ଚ ହୋଇ ଯାଇ ଥାନ୍ତି , ସେତେ ବେଳେ ମା ମାଉସୀ କହୁ ଥିବା ଲୋକଙ୍କୁ ଆଉ ମାନନ୍ତି ନାହିଁ । ଭୋଟ ନେବା ସମୟରେ ଯେଉଁ ମାନଙ୍କ ଘରକୁ ଯାଇ ହାତ ଧରି ଭୋଟ ଆଣିବା ପାଇଁ ଯାଇ ଥାନ୍ତି , ସେମାନେ ସାହାର୍ଯ୍ୟ ମାଗିବା ପାଇଁ ଘରକୁ ଗଲେ ସେମାନଙ୍କୁ ତଡି ଦେଇ ଥାନ୍ତି । ତେଣୁ ଯେଉଁ ମାନେ ଭୋଟ ଦେବା ପାଇଁ ପଇସା ଖାଇ ଥାନ୍ତି ସେମାନେ ସରପଞ୍ଚ ଯାହା କଲେ ମଧ୍ୟ କିଛି କହି ନ ଥାନ୍ତି । ସରପଞ୍ଚ ଗ୍ରାମ କୁ କାମ ନ ଆଣିଲେ ମଧ୍ୟ ସରକାର କିଛି ହେଲେ କହି ନ ଥାନ୍ତି ।

ତେବେ ଆଉ ଏମିତି ହେବ ନାହିଁ , ଏଣିକି ସରପଞ୍ଚ ଭୁଲ କଲେ ତାଙ୍କୁ ସରପଞ୍ଚ ଗାଦୀ ରୁ ବାହାର କରି ଦେଇ ପାରିବେ । ତେବେ ଏହି ନିୟମ ଟି ପ୍ରଥମେ ହରିୟାଣା ରେ ହୋଇ ଥିବା ବେଳେ । ଏବେ ସେହି ନିୟମ ଟି ଓଡିଶା ରେ ହୋଇ ଗଲାଣି । ଯଦି ସରପଞ୍ଚ ବିରୁଦ୍ଧ ରେ ପଂଚାୟତ ର 67 ପ୍ରତି ସତ ଲୋକ ବାହାରିବେ ତାହାଲେ ତାଙ୍କୁ ଆପଣ ଖୁସିରେ ଗାଦୀ ରୁ ବାହାର କରି ଦେଇ ପାରିବେ ।

ତେଣୁ ଆପଣ ମାନେ ଏମିତି ସରପଞ୍ଚ ବାଛନ୍ତୁ ଯେମିତି ତାଙ୍କୁ ଆଉ କାଢି ପାରିବେ ନାହିଁ । ଆଗକୁ ଆସୁଛି ପଂଚାୟତ ନିର୍ବାଚନ ଏହି ନିର୍ବାଚନ ରେ ଆପଣ ମାନେ ପଇସା ନ ନେଇ ଭୋଟ ଠିକ ଲୋକଙ୍କୁ ଦିଅନ୍ତୁ , ଯେମିତି ସେ ଭୁଲ କଲେ ଆପଣ ତାକୁ କିଛି କହି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।